ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାସ୍କେଲ ନଦୀ ର ସୁଇଚ ସେତୁ ର ଉଦଘାଟନ

ଭାସ୍କେଲ ନଦୀ ର ସୁଇଚ ସେତୁ ର ଉଦଘାଟନ

ନବରଙ୍ଗପୁର:(୧୭/୦୧)(ରବି ନାରାୟଣ ମହାନ୍ତି)- ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ଠାରୁ ଗୋବରୀ ରାସ୍ତାରେ ଭାସ୍କେଲ ନଦୀ ଉପରେ ସୁଉଚ ସେତୁର ଶୁଭ ଉଦଘାଟନ ମାନ୍ୟବର ସାଂସଦ ନବରଙ୍ଗପୁର ବଳଭଦ୍ର ମାଝୀ ଏବଂ ଝରିଗାଁ ବିଧାୟକ ନରସିଂହ ଭତରା ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି| ଏହି ସେତୁ ଦ୍ୱାରା ଧୋଡ୍ରା ଆଖ ପାଖ ଅଞ୍ଚଳ ର ଲୋକ ଉପକୃତ ହେବେ | ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ଚନ୍ଦାହାଣ୍ଡି ପ୍ରତିନିଧି ବସନ୍ତ କୁମାର ମାଝୀ,ଗଣପତି ସାହୁ, ମହେଶ୍ୱର ତିୱାରୀ, ଉମରକୋଟ ପ୍ରତିନିଧି ବାସନ୍ତୀ ମାଝୀ, କମଳୁ ମାଝୀ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲା ମହାବିଦ୍ୟାଳୟରେ (କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗୀ)ସଚେତନତା ବୈଠକ ପାଳିତ

masiha

କଙ୍କଡ଼ାହାଡ଼ ସମ୍ମନିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଚାଲିଛି ରାଧେ ରାଧେ ତମର ଅଧେକୁ ମୋର ଅଧେ

Sunil Chandra Nayak

ଖାତିଗୁଡା ଥାନା ରେ ଭାର ପ୍ରାପ୍ତ ଆଇଆଇସି ଯୋଗଦେଲେ

Sunil Chandra Nayak

Leave a Comment

error: Content is protected !!