ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଏସପିଙ୍କୁ ସାକ୍ଷାତ କଲେ  ଏ ଓଏସ୍ ସିଏଫ କାର୍ଯ୍ୟକର୍ତ୍ତା

ଜୁନାଗଡ଼,୧୪/୦୫( ମ ନି ସ)-ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ,ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ନେତ୍ରୁତ୍ବରେ ଏକ ପ୍ରତିନିଧି ଦଳ କଳାହାଣ୍ଡିର ନୂତନ ଏସପି ଅଭିଳାଷ ଜିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଓଏସ ସି ଏଫ ର ସଭାପତି ଧନଞ୍ଜୟ ଦୀପ, ଉପସଭାପତି ଶଙ୍କର ମେହେର, ସାଧାରଣ ସଂପାଦକ ଯତୀନ୍ଦ୍ର କର, ଆଇନ ବିଭାଗର ମୁଖ୍ୟ ଛବିବାଲ ନିଆଲ, ଆଇନ ବିଭାଗ ଅତିରିକ୍ତ ମୁଖ୍ୟ ସୂର୍ଯ୍ୟ ନାରାୟଣ କୁମାର, କୋଷାଧ୍ୟକ୍ଷ ଚୈତନ୍ୟ ବେମାଲ, ଯୁବବିଭାଗ ମୁଖ୍ୟ ତେଜରାଜ ବେହେରା, ବି ଏମ ପି, ଓ ବିସି ମୋର୍ଚ୍ଚାର ରାଜ୍ୟ ସଭାପତି ଜଗଦୀଶ ଯାଦବ, ବିଏସ ପି ର ଜିଲ୍ଲା ସଭାପତି ଜଳନ୍ଧର ବେହେରା, ଭୀମ ଆର୍ମୀର ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ସାଧାରଣ ସଂପାଦକ ଲକ୍ଷ୍ମଣ ମେହେର ପ୍ରମୁଖ ଏଇ ପ୍ରତିନିଧି ଦଳରେ ସାମିଲ ହୋଇଥିଲେ !

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ସାତ ଦିନିଆ ତାଲିମ ଶିବିର ଉଦଯାପିତ

Sunil Chandra Nayak

ବନ୍ଯା ପାଣିରେ ଫସଲ ନଷ୍ଟ , ଗାଁ ଦାଣ୍ତରେ ପାଣି, ଗଛ ପଡି ଘର ଭାଙ୍ଗିଲା, ବଢୁଛି ଦୁର୍ଦ୍ଦଶା 

Sunil Chandra Nayak

ଆରମ୍ଭ ହେଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!