ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତରଞ୍ଜନ ହେହୁରୀ ଙ୍କ କବିତା ଜାଣିଛ ?

ଜାଣିଛ ?

ସେଦିନର ସେଇ ମିଠା
ମିଠା କଥା ଗୁଡ଼ିକ ତୁମର
ଏବେବି ମନେ ଅଛି ମୋର 
କହିଥିଲ ମୁହଁ ଗୁଞ୍ଜି ଯାହା
ଛାତିରେ ମୋହର ।
କହିଥିଲ ।
ଛାଡ଼ି ଯିବି ନାହିଁ କେବେ
ଆସୁ ଯେତେ ଝଡ଼ 
ଝଡ଼ ନ ଆସୁଣୁ ପତ୍ର ଟିଏ ଦେଖି
ସବୁ ଯେମିତି ହୋଇ ଗଡ଼ ବଡ଼ 
ଭାଙ୍ଗିଦେଇ ଚାଲି ଯିବ ନି
ଆମ ସପନ ନୀଡ଼ ।।
କିନ୍ତୁ ହାୟ ।
ସବୁଥିଲା ମିଛ ବାଲି ଖେଳ
ସତେକି ଆଉ ଫୁଟିବ 
ପଥରର ଫୁଲ 
ଯେଉଁ ଫୁଲ ତୁମପାଇଁ ଭଲ
ମୋ ପାଇଁ ସେଇଟା 
ନୁହେଁ କାହା ସାଙ୍ଗେ ତୁଲ ।।

ଚିତ୍ତରଞ୍ଜନ ହେହୁରୀ

ଅନୁଗୋଳ 

Related posts

ରୋଟାରୀ କ୍ଲବ ଅଫ ରାଇରଙ୍ଗପୁର ରୟାଲର ୬ଷ୍ଠ ପ୍ରତିଷ୍ଠା ଦିବସ

Sunil Chandra Nayak

ବାଳିକା ମାନଂକ ପାଇଁ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଅଧିକାରୀଙ୍କୁ ପେଟ୍ରୋଲିଂ ପାଇଁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!