ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇଏଏସ ଶିକ୍ଷାନବୀଶ ମାନଙ୍କୁ ମୁଖ୍ୟମନ୍ତ୍ରୀ ପଢାଇଲେ ବିକାଶ ଓ ଜନସେବାର ପାଠ

ଚାକିରୀ ରେ ଉତ୍କର୍ଷ ହାସଲକର,ଦେଶସେବା କର…

କର୍ମ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ଦେଶ ସେବା କରିବାକୁ ‘ଭାରତ ଦର୍ଶନ’ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଆଇଏଏସ ଶିକ୍ଷାନବୀଶମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ କରିଛନ୍ତି। ରାଜ୍ୟ ବିକାଶରେ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମର ବଳିଷ୍ଠ ଭୂମିକା ନେଇ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଥିଲେ। ପ୍ରଶାସନିକ ସେବାରେ ଯୋଗ ଦେବା ପୂର୍ବରୁ ଓଡିଶା ଗସ୍ତରେ ଆସିଥିବା ୧୮୧ ଜଣ ଆଇଏଏସ ଶିକ୍ଷାନବୀଶ ଏବଂ ରୟାଲ ଭୁଟାନ ସିଭିଲ ସର୍ଭର ଦୁଇ ଜଣ ଶିକ୍ଷାନବୀଶ ଓଡିଶା ଗସ୍ତରେ ଆସିଛନ୍ତି।ଏହି ଅଧିକାରୀ ମାନେ ରାଜ୍ୟର ଛଅ ଟି ଜିଲ୍ଲା ପରିଦର୍ଶନ କରି ୫ଟି ଉପକ୍ରମ ଆଧାରିତ ବିକାଶମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜ୍ଞାନ ଆହରଣ କରିବେ।ଆଇଏଏସ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହି ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଗୁରୁମନ୍ତ୍ର।ଶିକ୍ଷାନବୀଶ ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁବ ଅଧିକାରୀ ମାନଙ୍କ ଠାରୁ ଆମ ଦେଶ ବହୁତ କିଛି ଆଶା ରଖିଛି। ବିଭିନ୍ନ କ୍ଷେତ୍ରରେ ଓଡିଶା ଦେଶରେ ଅଗ୍ରଣୀ ରାଜ୍ୟ ରୂପେ ଉଭା ହୋଇଛି।ପାରଦର୍ଶିତା, ମିଳିତ ଉଦ୍ୟମ,ବୈଷୟିକ ସମାୟାନୁବର୍ତ୍ତିତା ଓ ରୂପାନ୍ତରଣ ୫ଟି ଉପରେ ସମ୍ପ୍ରତି ଓଡିଶା ର ଶାସନ ବ୍ୟବସ୍ଥା ଆଧାରିତ।ଗ୍ରାମ୍ୟ ଉନ୍ନୟନ, ବାସଗୃହ, ଦକ୍ଷତା ବିକାଶ, କ୍ରୀଡା, ଶିଳ୍ପାୟନ,ଖଣି, ପର୍ଯ୍ୟଟନ, ଐତିହ ସଂରକ୍ଷଣ, ସଡକ ନିର୍ମାଣ ଭଲି ଅନେକ କ୍ଷେତ୍ରରେ୫ଟି ରୂପାନ୍ତରଣର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ।ଏହାବ୍ୟତୀତ ଦାରିଦ୍ର୍ୟ, ବାତ୍ୟା ଜନିତ ବିପର୍ଯ୍ୟୟ ର ମୁକାବିଲା, କୃଷକ ମାନଙ୍କ ପାଇଁ କାଳିଆ ଯୋଜନା, ମହିଳା ସଶକ୍ତିକରଣ ରେ ମିଶନ ଶକ୍ତି ଜରିଆରେ ୬୯ ଲକ୍ଷ ମହିଳାଙ୍କର ଅର୍ଥନୈତିକ ବିକାଶ, ସ୍ୱାସ୍ଥ୍ୟ ଭିତ୍ତି ଭୂମିରେ ର ବିକାଶ ପାଇଁ ବିଜୁ କଲ୍ୟାଣ ଯୋଜନା ବାବଦରେ ଆପଣମାନେ ଆପଣମାନଙ୍କର ସ୍ୱଳ୍ପ ରହଣି ମଧ୍ୟରେ ଅବଗତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ଆପଣମାନେ ଆମ ରାଜ୍ୟରୁ ନିଜ ସହିତ ସୁଖଦ ଅନୁଭୂତି ନେଇ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆଇଏଏସ ଶିକ୍ଷାନବୀଶ ମାନଙ୍କୁ କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ଗୋପବନ୍ଧୁ ଏକାଡେମୀ ଅଫ ଆଡ଼ମିନିଷ୍ଟେସନ ର ମହା ନିର୍ଦେଶକ ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅର୍ଥ ବିଭାଗ ସଚିବ ବିଶାଳ ଦେଵ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।ଶିକ୍ଷାନବୀଶ ମାନେ ଢେଙ୍କାନାଳ, ଅନୁଗୁଳ, ଗଂଜାମ, ଜଗତସିଂହପୁର, କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲା ଗ୍ରସ୍ତ କରିବେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡ଼ିଏସ)

Sunil Chandra Nayak

ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ମସୀହା ପ୍ରଭାବ : କୁମ୍ଭାରୀରେ ରାସ୍ତା ସଫେଇ କାର୍ଯ୍ୟକ୍ରମ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort