ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୁରେନ୍ଦ୍ର କୁମାର ବେହେରା  ଙ୍କ କବିତା ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

 

ସୁରେନ୍ଦ୍ର କୁମାର ବେହେରା

ଅନାଥର ନାଥ ଆହେ ଜଗନ୍ନାଥ

ଆରତ ନାଶନ ହରି

ସକଳ ଜୀବଙ୍କୁ ପାଳନ କରୁଛ

ଦେଇ ତୁମ କୃପା ବାରି ।1।

ଅଗତିର ଗତି ପ୍ରଭୁ ଲକ୍ଷ୍ମୀପତି

ଭକତ ଜୀଵ ଜୀବନ

ପତିତ ତାରଣେ ପୁଣ୍ୟ ନୀଳାଚଳେ

ତୁମେ ପତିତପାବନ ।2।

ରତ୍ନ ସିଂହାସନେ ବସିଛ ମଉନେ

ଭାଇ ଭଉଣୀକୁ ଧରି

ବାରମାସେ ତେର ଜାତ ଭିଆଇଛ

ସବୁଦିନେ ହସେ ପୁରୀ ।3।

ମହୋଦଧି କୂଳେ କଳ୍ପବଟ ମୂଳେ

କର ମାନବୀୟ ଲୀଳା

ତୁମରି ପ୍ରେମରେ ଭକତ ବିଭୋର

ଭକ୍ତ ବନ୍ଧୁ ଚକାଡୋଳା ।4।

ତୁମପାଇଁ ଖଞ୍ଜା ଷାଠିଏ ପଉଟି

କେତେ ନୀତିକାନ୍ତି ପୂଜା

ତୁମ ନିକଟରେ ସଭିଏଁ ସମାନ

ଚଣ୍ଡାଳ ହେଉକି ରାଜା ।5।

ଆନନ୍ଦ ବଜାରେ ଭକ୍ତଜନ ପାଇଁ

ତୁମରି ମହାପ୍ରସାଦ

ଅବଢ଼ା ଡାଲିକୁ ବେଶର ମହୁର

ଭକତ ଖାଇ ଆନନ୍ଦ ।6।

ତୁମ ଘୋଷଯାତ ଜଗତେ ବିଦିତ

ରଥଯାତ୍ରା ଭକ୍ତ ପାଇଁ

ଦେଶ ବିଦେଶରୁ ମୁକତି ଆଶାରେ

ଭକତ ଆସନ୍ତି ଧାଇଁ ।7।

ରଥରେ ବାମନ ବେଶରେ ଦର୍ଶନ

କରିଲେ ମିଳେ ମୁକତି 

ପାପତାପ ହର ଭକତ ଜନର

ଅଶାନ୍ତିରୁ ମିଳେ ଶାନ୍ତି ।8।

ଭାବର ଠାକୁର ବାରେ ଦୟାକର

ହେପ୍ରଭୁ କଳାଶ୍ରୀମୁଖ

ଆରତ ନାଶନ ଘେନ ନିବେଦନ

ହରିବ ସକଳ ଦୁଃଖ ।9।

 

ସୁରେନ୍ଦ୍ର କୁମାର ବେହେରା 

ଜିତିପୁର ,ହରିପୁର ହାଟ ,ଯାଜପୁର 

 

Related posts

ରାଇରଙ୍ଗପୁର ଗଢ ଗ୍ରାମରେ ଅପରାହ୍ନରେ କଳାକନା ବୁଲାଇଲେ ଦୁବୃର୍ତ୍ତ; ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଧରି ଚମ୍ପଟ

Sunil Chandra Nayak

ଡା. ଦେବୀ ପ୍ରସାଦ ମିଶ୍ର ଙ୍କ କବିତା ଗୋଟିଏ ସନେଟ : ଆମ ପ୍ରିୟ ଓଡ଼ିଆ ଭାଷା ପାଇଁ

Sunil Chandra Nayak

ତୁଳସୀପଦରରେ ସରପଞ୍ଚଙ୍କ ଦ୍ଵାରା ଅସ୍ଥାୟୀ ପୋଲ ନିର୍ମାଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort