ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖବରକାଗଜ ହକର୍ ମାନଙ୍କପାଇଁ ୬୦୦୦ ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶୁଭାରମ୍ଭ।

ପ୍ରଦୀପ କୁମାର ଗଉଡଙ୍କ ଠାରୁ

 

ଭବାନୀପାଟଣା/ନର୍ଲା: ଭବାନୀପାଟଣାଠାରେ ଭର୍ଚୁଆଲ ମୋଡରେ ଯୋଡ଼ିହେଲେ କଳାହାଣ୍ଡିର ୨୦ ଜଣ ହକର୍।

ଆଜି ସ୍ଥାନୀୟ ଓସ୍ୱାନ କେନ୍ଦ୍ରରେ ଦିନ ୧୧.୩୦ ମିନିଟ ସମୟରେ ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକରମାନଙ୍କୁ ସ୍ଵତନ୍ତ୍ର କୋଭିଡ ସହାୟତା ରାଶିର ଶୁଭାରମ୍ଭ ଭର୍ଚୁଆଲ କାର୍ଯକ୍ରମରେ ଯୋଡ଼ି ହେଲେ କଳାହାଣ୍ଡି ଜିଲ୍ଲାର ୨୦ ଜଣ ହକର୍। ଏହି କାର୍ଯକ୍ରମରେ ଖବରକାଗଜ ବିତରକ ଉପସ୍ଥିତ ରହି ରାଜ୍ୟ ସରକାରଙ୍କର ୬୦୦୦ ଟଙ୍କା ସହାୟତା ରାଶିକୁ ଭୂୟସୀ ପ୍ରଶଂସା କରିଛନ୍ତି।ପ୍ରକାଶ ଯେ ଗତ ୩୦.୧୧.୨୦୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବାଦପତ୍ରର ବିତରକ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଥିଲେ। ସୂଚନା ଓ ସମ୍ବାଦ ପ୍ରସାରଣରେ ଖରା ବର୍ଷା ଓ ଶୀତକୁ ଖାତିର ନ କରି ବିଶେଷତଃ କୋଭିଡମହାମାରୀ ସମୟରେ ସମସ୍ତଙ୍କ ପାଖରେ ସମ୍ବାଦପତ୍ର ପହଞ୍ଚାଇବା ଦାୟିତ୍ଵକୁ ନିଷ୍ଠାର ସହ ପାଳନ କରିବା କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ସହାୟତା ଘୋଷଣା ହୋଇଥିଲା।

ଏଥିପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ କଳାହାଣ୍ଡି ତରଫରୁ ଜିଲ୍ଲାର ସମସ୍ତ ହକର୍ ମାନଂକ ଠାରୁ ଦରଖାସ୍ତ ଗ୍ରହଣ କରି ରେଜିଷ୍ଟ୍ରେସନ କରି ବିଭାଗକୁ ପ୍ରେରଣା କରାଯାଇଥିଲା। ଜିଲ୍ଲାର ମୋଟ ୮୭ ଜଣ ହକର ଏହି ୬୦୦୦ଟଙ୍କା ସହାୟତା ରାଶି ସହ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ ସୁବିଧା ପାଇପାରିବେ। ଏହା ବ୍ୟତୀତ ହକର ମାନେ ଦୁର୍ଘଟଣାରେ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା, ପ୍ରାକୃତିକ ମୃତ୍ୟୁରେ ୧ ଲକ୍ଷ, ଦୁର୍ଘଟଣା ଜନିତ ସମ୍ପୂର୍ଣ ଅକ୍ଷମ ହେଲେ ୧.୫ ଲକ୍ଷ ଏଭଳି ଅନେକ ସୁବିଧା ତାଙ୍କ ପରିବାରଙ୍କୁ ଦିଆଯିବ। ବର୍ତମାନ ହକର୍ ମାନଙ୍କ ପାଇଁ ପରିଚୟ ପତ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ପ୍ରସ୍ତୁତ ହୋଇଯାଇଛି ଏବଂ ଏହା ବଣ୍ଟନ କରାଯିବ। ଉପସ୍ଥିତ ଖବରକାଗଜ ବିତରକ ମାନେ ନିଜ ପ୍ରତିକ୍ରୟାରେ ମୁଖ୍ୟମନ୍ତ୍ରୀଙ୍କ

ଏହି ସହାୟତା ରାଶିକୁ ଭୂୟସୀ ପ୍ରଶଂସା କରିଛନ୍ତି।

ଏହି ଭର୍ଚୁଆଲ ମୋଡ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା,ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ନରେନ୍ଦ୍ର ରାଇକ,ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ସ୍ୱାଧୀନତା ଦିବସରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳାହାଣ୍ଡିର ୫ ସ୍ଥାନରେ ଦେଶାତ୍ମବୋଧକ କବିତା ପାଠୋତ୍ସଵ

Sunil Chandra Nayak

ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ମା ଯାହାର ସାହା’ ଆସନ୍ତା ୧୮ ଜୁଲାଇରୁ..

Sunil Chandra Nayak

ପ୍ରଣତି ମହାପାତ୍ର ଙ୍କ କବିତା ଜୟ ବିନାୟକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort