ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ବସ୍ତି ସାହିତ୍ୟ ସଂସଦର ସଦସ୍ୟ ସମାରୋହ ଅନୁଷ୍ଠିତ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବସ୍ତି ସାହିତ୍ୟ ସଂସଦର ୪୨ତମ ବାର୍ଷିକୋତ୍ସବ ଉପଲକ୍ଷେ ସଦସ୍ୟ ସମାରୋହ ଓ ଭାବ ବିନିମୟ କାର୍ଯ୍ୟକ୍ରମ ସେକ୍ଟର ୭ ସ୍ଥିତ ମଧୁ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ରାଜୀବ ପାଣି ଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ତଥା ଉପସଭାପତି ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ,ଡଃ ଅଜୟ କୁମାର ମିଶ୍ର, ରାଜକୁମାର ମହାନ୍ତି, ପୂରାତନ ସଦସ୍ୟ ଡଃ ପତିତପାବନ ମଣ୍ଡଳ, ଉପେନ୍ଦ୍ର ନାଥ ଷଡଙ୍ଗୀ, ଅଜୟ କୁମାର ପାଣି ଓ କୋଷାଧ୍ୟକ୍ଷ ବିଭୁତି ଭୂଷଣ ଦାସ ପ୍ରମୁଖ ମଂଚାସୀନ ରହି ଅନୁଷ୍ଠାନ ସହ ୪୨ ବର୍ଷର ଭାବଗତ ସଂପର୍କ ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ କବିତା ପାଠୋତ୍ସବ, ସାହିତ୍ୟ ଆଲୋଚନା, ପାଠକଙ୍କ ଦରବାର, କବି ସନ୍ଧି,ମୁହାଁ ମୁହିଁ, ନାଟ୍ଯ ଦରବାର, ସ୍ବସ୍ତି ପାଠକ ବୃଦ୍ଧି ଅଭିଯାନ, ସ୍ବସ୍ତି ସୃଜନ ମୁର୍ଛନା, ସ୍ବସ୍ତି ବନ ବିହାର ପରି ସହ ଆଭାସୀ ବୈଠକ ମାଧ୍ୟମରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇ ଖାଲି ରାଉରକେଲା କାହିଁକି ସମଗ୍ର ରାଜ୍ୟ ତଥା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲେ। ଏହିଭଲି କାର୍ଯ୍ୟକ୍ରମ ଆଗକୁ କରାଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ଓ ସଂପାଦକ ଶ୍ରୀ ପାଣି ଦୃଢତା ପ୍ରକାଶ କରିଥିଲେ। ଏହି ଅବସରରେ ସଦସ୍ୟ ମାନଙ୍କ ସୃଜନରେ ସ୍ବତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ସଦସ୍ୟ ନିଜର ଅନୁଭୂତି ଓ ଭାବ ବିନିମୟ କାର୍ଯ୍ୟକ୍ରମ କରିଥିଲେ। ସଦସ୍ୟଙ୍କ ମଧ୍ୟରେ ସର୍ବଶ୍ରୀ ଅଶୋକ କୁମାର ପଟ୍ଟନାୟକ,ଡଃ ସୁମନ ଦତ୍ତ, ଇଂ ପ୍ରତାପ କୁମାର ରାୟ,ଭଜେନ୍ଦ୍ର କୁମାର ସାହୁ, ରଶ୍ମି ସାହୁ, ଗୀତା ରାଣୀ ବେହେରା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ମାନସୀ ମହାପାତ୍ର, ଶୈଳେନ୍ଦ୍ର ମହାନ୍ତି,ଶମ୍ବୁନାଥ ପରିଡା,ଚନ୍ଦ୍ରମଣି ମାଝୀ,ବବିତା ମହାଳିକ,ଜ୍ୟୋସ୍ନାରାଣୀ ପାତ୍ର, କାଶୀନାଥ ନନ୍ଦୀ,କନକଲତା ମିଶ୍ର,ସ୍ମିତା ମିଶ୍ର,ନିରୁପମା ପତି,ହରିହର ଶତପଥୀ, ସନାତନ ପ୍ରଧାନ,ଅଶ୍ବିନୀ କୁମାର ପ୍ରଧାନ, ନୃସିଂହ ଚରଣ ମହାନ୍ତି,ବିଜୟିନୀ ଜେନା,ଜ୍ୟୋସ୍ନା କୁମାରୀ ନାଏକ, ରମେଶ ଚନ୍ଦ୍ର ପାତ୍ର,ଧୀରେନ ସେନାପତି, ପ୍ରଳୟ ଶତପଥୀ,ସୁରେନ୍ଦ୍ର ନାଥ ଜେନା, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ,ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ତ୍ରିଲୋଚନ ସ୍ବାଇଁ,ସରୋଜକାନ୍ତ ଜେନା, ନିରଞ୍ଜନ ଶତପଥୀ,ପ୍ରଫୁଲ୍ଲ ସାମଲ, ଭଗବାନ ପରିଡା, କିଶୋରୀ ମୋହନ କର,ରଶ୍ମିବାଳା ରାଉତରାୟ, ଭାଗବତ ସାହୁ,ବିଜୟ କୁମାର ପାତ୍ର, ପାରେଶ୍ବର ବିଶ୍ବାଳ,ଡା ସୁଶାନ୍ତ ପାଣି, ଗୌତମ ଦାସ,ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ମତ ବିନିମୟ କରିଥିଲେ। ଏହି ଅବସରରେ ଗତ ମେ ମାସରେ କରାଯାଇଥିବା ନାଟକରେ ଅଭିନୟ କରିଥିବା କଳାକାରଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କୋଷାଧ୍ୟକ୍ଷ ଶ୍ରୀ ଦାସ ଆୟବ୍ୟୟର ହିସାବ ଦେଇଥିବା ବେଳେ ଉପସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଇ – ପତ୍ରିକା ଉନ୍ମୋଚନ ଓ କବିତା ପାଠୋତ୍ସବ ଅନୁଷ୍ଠିତ

Sunil Chandra Nayak

ଗରିବ ପରିବାରର ମୁଖ୍ୟ ବ୍ୟକ୍ତି ଅକର୍ମଣ୍ୟ ହୋଇ ବିଛଣାରେ , ସରକାରୀ ସାହlର୍ଯ୍ୟ କୁ ଅପେକ୍ଷା

Sunil Chandra Nayak

ନୂତନ ରାଜସ୍ୱ ଗ୍ରାମ ସକାଶେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort