ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସିବିଏସି ଦଶମ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀଙ୍କ ବାଜିମାତ୍

ଝରିଗାଁ ୨୩/୭ – ଚଳିତ ବର୍ଷ ସିବିଏସ୍ଇ ଦଶମ ପରୀକ୍ଷାରେ ପଛରେ ପକାଇ ଛାତ୍ରୀଙ୍କ ବଜୀମାତ୍ ରହିଥିବା ଦେଖାଦେଇଛି l ନବରଙ୍ଗପୁର ଜିଲ୍ଲା ଝରିଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମୋଟ ୭୫ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା ହେଇଛି l ସେଥିମଧ୍ୟରୁ ତିନି ଜଣ ଛାତ୍ରୀ ୯୦%ରୁ ଅଧିକ ମାର୍କ ରଖଥିବା ବେଳେ ସର୍ବନିମ୍ନ ୪୪% ମାର୍କ ରଖିଛନ୍ତି l ସୂଚନା ଯୋଗ୍ୟଯେ କଲେଗାଁ ସ୍ଥିତ ନିରଂଜନ ମହାନ୍ତିଙ୍କ ଝିଅ ଗାୟତ୍ରୀ ଶୁଭସ୍ମିତା ମହାନ୍ତି ୯୬% ମାର୍କ ରଖି ବିଦ୍ୟାଳୟରେ ଟପର ହୋଇଛନ୍ତି l ନବରଙ୍ଗପୁର ଜିଲ୍ଲାରେ ରହିଥିବା ସମସ୍ତ ଆଦର୍ଶ ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି l ସେହିପରି ଝରିଗାଁ ସ୍ଥିତ ବିପିନ ବିହାରୀ ନାୟକଙ୍କ ଝିଅ ବିଶ୍ବରୁପା ନାୟକ ୯୩.୮%, ଏବଂ ବଡଟେମେରା ଗ୍ରାମର ମନୋଜ ଗୁପ୍ତାଙ୍କ ଝିଅ ଜ୍ୟୋତି କୁମାରୀ ଗୁପ୍ତା ୯୨.୨% ମାର୍କ ରଖିଛନ୍ତି l କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ବିଦ୍ୟାଳୟରେ ପାଠପଢା ବନ୍ଦ ରହି ଥିବା ସତ୍ବେ ସେମାନେ ଦୈନିକ ୧୦ରୁ ୧୨ଘଣ୍ଟା ପରିଶ୍ରମ କରି ଏହି ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି l ଗାୟତ୍ରୀ ବିଦ୍ୟାଳୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଶ୍ଵରୂପା ଦ୍ୱିତୀୟ ଏବଂ ଜ୍ୟୋତି ତୃତୀୟ ସ୍ଥାନରେ ରେ ରହିଥିବା ନେଇ ବିଦ୍ୟାଳର ଭାପ୍ରାପ୍ତ ପ୍ରିନ୍ସିପଲ୍ ରାଜୁ ହରିଜନ ସୂଚନା ଦେଇଛନ୍ତି l ଭବିଷ୍ୟତରେ ଗାୟତ୍ରୀ ଆଇଆଇଟି ସିଭିଲ ଇଂଜିନିୟର ଓ ବିଶ୍ଵରୂପା ଡାକ୍ତର ହୋଇ ଲୋକଙ୍କୁ ସେବା କରିବା ଲକ୍ଷ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି l

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ସରକାର ଙ୍କ ବର୍ଷାଜଳ ସଂରକ୍ଷଣ ଚିନ୍ତା

Sunil Chandra Nayak

ଚାରିଦିନ ର ବ୍ୟବଧାନରେ ପୁଣି ଲାଗିଲା ମାଓ ପୋଷ୍ଟର

Sunil Chandra Nayak

ଇଣ୍ଡସ ପବ୍ଲିକ ସ୍କୁଲ କୁନି ଛାତ୍ର ଛାତ୍ରୀ ଙ୍କ ହର ଘର ତ୍ରିରଙ୍ଗା ଅଭିଯାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort