ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ୨ ପାଠପଢା…

କଳାହାଣ୍ଡି ଜିଲ୍ଲାର ୭ ସ୍କୁଲ ଅପଗ୍ରେଡ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ରାଜ୍ୟରେ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ରୂପାନ୍ତରୀତ ହାଇସ୍କୁଲ ଗୁଡିକୁ ଅପଗ୍ରେଡ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ୨୦୨୩- ୨୪ ଶିକ୍ଷା ବର୍ଷରୁ ରାଜ୍ୟର ୫୭ ଟି ହାଇସ୍କୁଲକୁ ଅପଗ୍ରେଡ୍ କରାଯାଇ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ କରାଯିବ । ଏହି ସ୍କୁଲ ଗୁଡିକରେ ଏକାଦଶ ଶ୍ରେଣୀ ପାଠପଢିବା ପାଇଁ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ ।ବିଶେଷ କରି ଦୁର୍ଗମ ଓ ଉପାନ୍ତ ଅଞ୍ଚଳ ଗୁଡିକରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅସୁବିଧାକୁ ଅନୁଭବ କରି ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ରାଜ୍ୟର ଅନ୍ୟୁନ ୧୦୦ଟି ସ୍କୁଲକୁ ଅପଗ୍ରେଡ୍ କରାଯିବାର ସରକାର ପରିକଳ୍ପନା କରୁଥିବା ବେଳେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ୭ଟି ହାଇସ୍କୁଲକୁ ଅପଗ୍ରେଡ୍ କରାଯିବ ବୋଲି ସୂଚନା ମିଳିଛି ।

ଏହି ସ୍କୁଲଗୁଡିକ ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ସେଁପୁର (ଭବାନୀପାଟଣା), ବିଜିଏଚଏସ୍ ମହିଚଲା (ଜୁନାଗଡ), ଆରକେଏନଏଚଏସ୍ ଶାନ୍ତପୁର (ନର୍ଲା), ଉଲିକୁପା ୟୁଜିଏଚ୍ଏସ୍, ନିସାନପୁର (ନର୍ଲା), ସରକାରୀ ଉଚ୍ଚ ବିଦ୍ୟାଳୟ ମହୁଲପାଟଣା (ଥୁଆମୂଳ ରାମପୁର), ସରକାରୀ ଉଚ୍ଚ ବିଦ୍ୟାଳୟ କିଆପଦର (ଥୁଆମୂଳ ରାମପୁର), ସରକାରୀ ଉଚ୍ଚ ବିଦ୍ୟାଳୟ କାଣିଗୁମା (ଥୁଆମୂଳ ରାମପୁର) ଅନ୍ତର୍ଭୁକ୍ତ କରାଯାଇଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଓସେପାର ମିଳିତ ଆନୁକୂଲ୍ୟରେ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଶିକ୍ଷକ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । କଳାହାଣ୍ଡି ଜିଲ୍ଲାରେ ଗତ ମାଟ୍ରିକ ପରୀକ୍ଷା ଫଳ ଅନୁସାରେ କଳାହାଣ୍ଡି ଜିଲ୍ଲାରେ ସମୁଦାୟ ୩୪୦ଟି ସ୍କୁଲର ୨୦୧୨୧ ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ଜିଲ୍ଲାର ମୋଟ ପାସ୍ ହାର ୮୮.୧୬ ପ୍ରତିଶତ ହୋଇଛି । ତେବେ ମାଟ୍ରିକ ପରୀକ୍ଷା ଦେବା ପାଇଁ ୨୨୮୨୨ ଜଣ ପରୀକ୍ଷା ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୩୭୩ ଜଣ ଅନୁପସ୍ଥିତ ଥିଲେ । ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬୧ ଜଣ (ଏ-୧), ୧୩୯୬ ଜଣ (ଏ୨), ୫୫୪୩ ଜଣ (ବି-୧), ୬୯୫୩ ଜଣ (ବି-୨), ୪୧୬୬ ଜଣ (ସି), ୧୬୫୯ ଜଣ (ଡି) ୩୪୩ ଜଣ (ଇ) ରେଙ୍କରେ ପାସ୍ କରିଥିବା ବେଳେ ୩୨୪ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ଜଣାପଡିଛି ।

ସମୁଦାୟ ୨୦୧୨୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୯୮୪୧ ଛାତ୍ର ଓ ୧୦୨୮୦ ଛାତ୍ରୀ ପାସ୍ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଥିଲା । କଳାହାଣ୍ଡି ଜିଲ୍ଲାରେ ଥିବା ଉପାନ୍ତ ଅଞ୍ଚଳ ଥୁଆମୂଳ ରାମପୁର, ଲାଞ୍ଜିଗଡ, ନର୍ଲା ଇତ୍ୟାଦି ବ୍ଲକରେ ଛାତ୍ରଛାତ୍ରୀମାନେ ପାସ୍ କରିଥିଲେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ଜିଲ୍ଲା କିମ୍ବା ଜିଲ୍ଲା ବାହାରେ ଯାଇ ପଢିବା ସମ୍ଭବ ହୋଇପାରୁନଥିଲା । ରାଜ୍ୟ ସରକାରଙ୍କ ଏହି ହାଇସ୍କୁଲ ଅପଗ୍ରେଡ୍ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବାରୁ ତାହା ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ବେସ୍ ସହାୟକ ହେବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋକସରା ବ୍ଲକ ସଭାଗୃହ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

କୁଲତାଯୋର୍ ରେ ଏଲ କେ ବି କେ ଅନୁଷ୍ଠାନ ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort