ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହିନ୍ଦ୍ ମଜଦୂର ସଭାର କ୍ରାନ୍ତି ବୀର ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୧ତମ ଜନ୍ମ ଦିନ ପାଳିତ

ରାଉରକେଲା/ ହିନ୍ଦ୍ ମଜଦୂର ସଭା ସହବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ତରଫରୁ ବିଶ୍ରା ରୋଡ ସ୍ଥିତ ରାଉରକେଲା ମଜଦୂର ସଭାର କାର୍ଯ୍ୟାଳୟ ପ୍ରାଙ୍ଗଣରେ କ୍ରାନ୍ତିବୀର ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୧ତମ ଜୟନ୍ତୀ ପାଳନ ଅବସରରେ ରାଉରକେଲା ମଜଦୂର ସଭାର ସଭାପତି ତଥା ଶ୍ରମିକ ନେତା ଶଶଧର ନାୟକ ମୂଖ୍ୟ ଅତିଥି ଓ ଅନ୍ୟମାନେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। କିଭଳି ଜରୁରୀକାଳୀନ ପରିସ୍ଥିତି ପରେ ଦେଶବାସୀ ଯେତେବେଳେ ଜୟ ପ୍ରକାଶ ନାରାୟଣ ଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଚାହୁଁଥିଲେ ସେତେବେଳେ ସେ ମନାକରିବା ସହିତ ମୋରାରଜୀ ଦେଶାଇ ଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଇ ନିଜକୁ ଜଣେ ସଚ୍ଚା ସମାଜବାଦୀ ନେତା ଭାବେ ନିଜକୁ ପ୍ରମାଣିତ କରିଥିଲେ। ରାଉରକେଲା ମଜଦୂର ସଭାର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ଲୋକନାୟକ ଜୟ ପ୍ରକାଶ ନାରାୟଣ ଙ୍କ ଗୁଣଗାନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ସୁନ୍ଦର ଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ସେହିପରି କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡର ଶିକ୍ଷାଧିକରି ଡଃ ଧର୍ମେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅସଙ୍ଗଠିତ ଶ୍ରମିମାନଙ୍କୁ ସରକାରୀ ବିଭିନ୍ନ ପ୍ରକାରର ଯୋଜନା ବିଷୟରେ ଅବଗତ କରାଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ଦାସ,ଦିଲୀପ ଜେନା, ସିଦ୍ଧେଶ୍ୱର ବଳ, ମହେଶ୍ୱର ମହାପାତ୍ର ପ୍ରଭୃତି ନିଜନିଜର ମତାମତ ଜରିଆରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଗୁଣଗାନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଦ୍ୟାଧର ମହାନ୍ତ ଙ୍କ କବିତା ବାପା

ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା l l l  ଲୁହ l l l

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort