ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଙ୍ଗନବାଡି କର୍ମୀ ଙ୍କ ଜିଲ୍ଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନବରଙ୍ଗପୁର–(ମସିହା)ଭାରତୀୟ ମଜଦୁର୍ ସଙ୍ଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱ୍।ର୍କରସ ଆସୋସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ଗତ ୨୬/୧୧/୨୦୨୨ରିଖ୍ ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମାନ୍ୟବର ମୁଖ୍ୟ ମନ୍ତ୍ରୀ,ଓଡିଶା, ଭୁବନେଶ୍ଵର,ମାନ୍ୟବର ଶିଶୁ ବିକାଶ ମନ୍ତୀ,ଓଡିଶା, ଭୁବନେଶ୍ଵରଙ୍କୁ ୧୨ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା।ଆଜି ଠାରୁ ପ୍ରତ୍ୟେକ ବ୍ଲକ ଗୋଟିଏ ଦିନ ଲେଖାଏଁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସମ୍ମୁଖରେ ୧୦ଘଣ୍ଟା ଠାରୁ ୪ ଘଣ୍ଟା ପର୍ଜ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏ ପ୍ରତୀକ ଧାରଣା ଦିଆଜିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା।ଉକ୍ତ କାର୍ଜ୍ୟକ୍ରମରେ ଅଙ୍ଗନବାଡି ସଙ୍ଘ ଜିଲ୍ଲା ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ,ସମ୍ପାଦିକା ସନ୍ଧ୍ୟାରଣୀ ବିଶ୍ଵାଳ,କୋଷାଧକ୍ଷ ମମତା ବ୍ରହ୍ମା,ରାଜ୍ୟ ସଦସ୍ୟା ସବିତା ନାୟକ ଓ ଭରତୀୟ ମଜଦୁର ସଙ୍ଘ ଜିଲ୍ଲା ଉପଦେଷ୍ଟା ପରମେଶ୍ଵର ବିଷୋୟୀ,ସଭାପତି ବାଙ୍କ ବିହାରୀ ବିଷୋୟୀ,କୋଠାବାଡି ସଙ୍ଘ ସମ୍ପାଦକ ରାମ ବିଷୋୟୀ ପ୍ରମୁଖ ପରିଚାଳନା କରି ଥିଲେ।ନିଷ୍ପତ୍ତି ଅନୁସାରେ ଆଜି ନବରଙ୍ଗପୁର ବ୍ଲକ ଅଙ୍ଗନବାଡି କର୍ମଚାରୀ ମାନେ ପ୍ରତୀକ ଧାରଣାରେ ବସିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଖାଲିଆପଲି ରେ ନବକୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ

masiha

ଖଡ଼ିଆଳ ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ବିଶ୍ବ ବନ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort