ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ରାଜ୍ୟ ଆଶାକର୍ମି ସଂଘ ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ  ବିକ୍ଷୋଭ ପ୍ରଦର୍ଶନ 

ନବରଙ୍ଗପୁର(ମସିହା) ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ, ତା. ୨୯. ୧୧. ୨୦୨୨ରିଖ ଠାରୁ ରାଜ୍ୟରେ ୭ ଦଫା ଦାବୀ ନେଇ ପ୍ରତ୍ୟେକ ଦିନ ଗୋଟିଏ ଜିଲ୍ଲା ଧାରଣାରେ ବସୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ତା୦୫-୧୨, ୨୦୨୨ ରିଖ ଠାରୁ ଆଜକୁ ୧୦ ଦିନହେଲା କାର୍ଯ୍ୟ ବନ୍ଦ କରି ଗଣଧାରଣାରେ ପ୍ରତ୍ୟେକ ବ୍ଲକ ଗୋଟିଏ ଦିନ ଲେଖାଏଁ ବସୁଛନ୍ତି। କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଆଶାକର୍ମୀମାନଙ୍କ ଦାବୀ ପୁରଣ କରିନଥିବା ଯୋଗୁଁ ଆଜି ତା୧୪. ୧୨, ୨୦୨୨ ରିଖ ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କକାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଜେଲ ଭରୋ ଆନ୍ଦୋଳନ କରିବାକୁ ରାଜ୍ୟ ସଂଘ ତରଫରୁ ନିଷ୍ପଭି ନିଆଯାଇଛି। ଏଥିରେ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ହରିଜନ,ସମ୍ପାଦିକା ସଞ୍ଜୁ ନାୟକ ଓ କୋଷାଧ୍ୟକ୍ଷା କବିତା ସ୍ୱାଇଁ ଓ ସମସ୍ତ ବ୍ଲକ ସଭାନେତ୍ରୀ ଓ ସମ୍ପାଦିକା,ଭାରତୀୟ ମଜଦୁର ସଂଘ ଜିଲ୍ଲା ଉପଦେଷ୍ଟା ପରମେଶ୍ବର ବିଷୋୟୀ, ସଭାପତି ବାଙ୍ଗବିହାରୀ ବିଷୋୟୀ,କୋଠାବାଡି ସଂଘ ସମ୍ପାଦକ ରାମ ବିଷୋୟୀ ମାନେ ପରିଚାଳନା କରିଥିଲେ। ଆଶାକର୍ମୀ ମାନଙ୍କର ୭ ଦଫା ଦାବୀ ପୁରଣ ସମ୍ବନ୍ଧ |ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ ଦୀର୍ଘଦିନରୁ ପୁରଣ ହୋଇନଥିବାଦାବୀ ଆମ୍ଭେ ପୁନର୍ବାର ଆପଣଙ୍କ ନିକଟରେ ଉପସ୍ଥାପନ କରୁଅଛୁ। ଆଶାଆପଣ ଦାବୀ ପୁରଣ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବେ ।ଦାବୀ ଗୁଡ଼ିକ ହେଲା,(୧) ଜାତୀୟ ସ୍ୱାସ୍ଥ୍ୟ ମିଶନଙ୍କୁ ସ୍ଥାୟୀ ଓ ଆଶାକର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀ ରୁପେ ଘୋଷଣ କରାଯାଉ।(୨) ଆଶାକର୍ମୀ ମାନଙ୍କୁ ସର୍ବନିମ୍ନ ୧୮୦୦୦/-ଟଙ୍କା ମାସିକ ବେତନ ଯୋଗାଇ ଦିଆଯାଉ(୩) ସାମାଜିକ ସୁରକ୍ଷା ଅନ୍ତର୍ଗତ ଗ୍ରାମ୍ୟୁଟି, ଇ.ପି.ଏଫ ଓ ଇ.ଏସ.ଆଇ.ସି ଲାଗୁ କରାଯାଉ(୪) ଅବସର ଗ୍ରହଣ ଭରୁଥିବା ଆଶାକର୍ମୀ ମାନଙ୍କୁ ୫ ଲକ୍ଷ ଟାଙ୍କ ସହାୟତା ରାଶି ଓ ମାସିକ ୫୦୦୦/- ଟଙ୍କା ପେନସନ ଦିଆଯାଉ ।(୫ )ଯୋଗ୍ୟ ଆଶାକର୍ମୀଙ୍କୁ ଏ ଏନ ଏମ ପଦବୀକୁ ପଦୋନ୍ନତି ଦିଆଯାଉ।(୬) ସ୍ଵାଭାବିକ ମୃତ୍ୟୁ ବରଣ କଲେ ୫ଲକ୍ଷ ଟଙ୍କା ଓ ଆକସ୍ମିକ ମୃତ୍ୟୁରେ ୧୦ ଲକ୍ଷ ଟଙ୍କା ସହାୟତା ରାଶି ସହ ପରିବାରରୁ ଜଣଙ୍କୁ ନିଯୁକ୍ତି ଦିଆଯାଉ।(୭) କୋରିତ ୧୯ରେ ମୃତ୍ୟୁ ବରଣ କରିଥିବା ଆଶାକର୍ମୀଙ୍କୁ ସରକାର ଘୋଷଣା କରିଥିବା ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ

Related posts

ବଜ୍ରାଘାତ ରେ ଦୁଇ ମଇଁଷି ମୃତ୍ୟ

ଅଙ୍ଗନବାଡି କର୍ମୀଙ୍କ ଆଠ ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

ଇସ୍ପାତ ମାର୍କେଟରେ ନେତାଜୀଙ୍କ ଜୟନ୍ତୀ ପାଳନ …

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort