ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍କୁଲ ୟୁନିଫର୍ମ ଆଉ ହାତରେ ବ୍ୟାନର ଧରି ରାସ୍ତାରେ ଅଟକାଇଲେ ବସ

ଗୋଟିଏ ଦାବି ବିଜୁ ଏକ୍ସପ୍ରେସ୍ ୱେ ହେବା ପରଠୁ ଦୁର୍ବିସହ ହୋଇ ପଡିଛି ଜୀବନ। ଏକ ସ୍ଥାୟୀ ସମାଧାନ ମାଗିଛନ୍ତି ଛାତ୍ରଛାତ୍ରୀ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆମ୍ବଗୁଡା ଫୋରୱେ ଠାରେ ଓଭର ବ୍ରିଜ଼ ଦାବୀ ନେଇ ଆମ୍ବଗୁଡା ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଧର୍ମଗଡ -ସିନାପାଲି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକି ରହିଥିଲା।ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, କଳାହାଣ୍ଡି ନୂଆପଡା ଶ୍ରମିକ ନେତା ଲଳିତ ସରାପ ,ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ ପ୍ରାଥୀ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀ ସାମିଲ ହୋଇ ଥିଲେ।ଆମ୍ବଗୁଡା ଠାରେ ଓଭର ବ୍ରିଜ଼ ନିର୍ମାଣ ସହ ରାସ୍ତାର ଉଭୟ ପାର୍ଶ୍ୱରେ ବେରିକେଟ ନିର୍ମାଣ ଏବଂ ବସଷ୍ଟପ ନିର୍ମାଣ ଦାବିରେ ରାସ୍ତା ଅବରୋଧ କରାଯାଇଥିଲା।ବିଭାଗୀୟ ଅଧିକାରୀ ଆସି ବୁଝାସୁଝା କରି ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲାବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୁଇ ସମାଜ ସେବା ସମିତି ର ୬୯ ତମ ପ୍ରତିଷ୍ଠା ଦିବସ ପାଳନ, ରାଷ୍ଟ୍ରପତି ଙ୍କୁ ୬ ଦଫା ଦାବୀ ପ୍ରଦାନ

Sunil Chandra Nayak

ଵାରହା ମାଂସ ଜବତ: ୪ ଜଣ ଅଟକ,୨ ଫେରାର

Sunil Chandra Nayak

ଜଳିଗଲା ଆଳୁ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort