Uncategorizedଜହ୍ନ ରାତି by Sunil Chandra NayakFebruary 7, 20220129 Share0 ଜହ୍ନରାତି _____*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ॥ଜହ୍ନରାତି ର କବିତା… ଦେହ ଭର୍ତ୍ତି…ମନ ଭର୍ତ୍ତି...॥ ୧୩) ସ୍ମୃତି କୁଟୀର ର ରାଜ କନ୍ୟା ସତରେ ତୁମେ କେତେ ଅନନ୍ୟା ! ୧୪) ଖରାରେ ଖରା ରେ ତୁମେ ଛାଇ ଅଧିକା ଟିକିଏ ହୁଏ ଜୀଇଁ _________ କୋଲନରା,ରାୟଗଡ଼ା ଜିଲ୍ଲା