ନୂଆପଡା ଜିଲ୍ଲା ଖଡ଼ିଆଳ ପୌର ପରିଷଦ ନିର୍ବାଚନ ନେଇ ସ୍ବାଧୀନ ପ୍ରାର୍ଥୀ ରୂପେ ଶ୍ରୀକାନ୍ତ ଚାଟାର୍ଜୀ ନିଜ ନାମାଙ୍କନ ଦାଖଲ କରିଛନ୍ତି। ଖଡ଼ିଆଳ ର ଉପଯୁକ୍ତ ସମସ୍ୟା ସହ ବିକଳ୍ପ ରାଜନୀତି ଏବଂ ଦଳୀୟ ରୁ ଉର୍ଦ୍ଧରେ ବିକଳ୍ପ ଚିନ୍ତା ନେଇ ନିର୍ବାଚନ ମଇଦାନ ରେ ଅବତରଣ କରିଛନ୍ତି। ସମସ୍ୟା କୁ ସମାଧାନ ପାଇଁ ନିଜସ୍ଵ ପ୍ରୟାସ ଦ୍ଵାରା ସମ୍ଭବ ବୋଲି ମତଵ୍ୟକ୍ତ କରିଛନ୍ତି। ସ୍ବାଧିନ ପ୍ରାର୍ଥୀ ରୂପେ ଶ୍ରୀକାନ୍ତ ଚାଟାର୍ଜୀ ୪ ଗୋଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ