ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତରବୋଡ଼ ଠାରେ କିସ ପକ୍ଷରୁ ମିନି ମାରାଥନ- ୨୦୨୪ ଅନୁଷ୍ଠିତ

ତରବୋଡ଼ ଠାରେ କିସ ପକ୍ଷରୁ ମିନି ମାରାଥନ- ୨୦୨୪ ଅନୁଷ୍ଠିତ

ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଧେଶ୍ୟରେ ଭୁବନେଶ୍ୱର କିଟ ଓ଼ କିସ ପକ୍ଷରୁ ରବିବାର ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ଼ଠାରେ ମିନିମାରାଥନ ଅନୁଷ୍ଠିତ ହୋଇଯାଇଛି l ଏହା କୋମନା ବ୍ଲକ ବଞ୍ଜରୀ ଛକଠାରୁ ତରବୋଡ଼ ପର୍ଯ୍ୟନ୍ତ ୩ କିମି ଧରି ମାରାଥନ ଦୌଡ ହୋଇଥିଲା l ଏଥିରେ ଓଡିଶା କ୍ରିକେଟ ଏସୋସିଏସନ ର ଉପସଭାପତି ସରୋଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଦେଖାଇ ମିନି ମାରାଥନର ଶୁଭଆରମ୍ଭ କରିଥିଲେ l ଏଥିରେ ୨ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଯୁବକ, ସାମ୍ବାଦିକ ଓ଼ କ୍ରୀଡାପ୍ରେମୀ, କିସ ଓ କିଟର ଆଲୁମିନିମାନେ ମାନେ ସାମିଲ ହୋଇଥିଲେ l ପରେ ତରବୋଡ଼ ମିନିଷ୍ଟାଡ଼ିଅମଠାରେ କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି କୁନୁ କରୁଆଁଙ୍କ ଅଧକ୍ଷତା ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଓସିଏ ଉପସଭାପତି ସରୋଜ ସାହୁ , ବିଶିଷ୍ଟ ଅତିଥିଭାବେ ନୂଆପଡା ଡେପୁଟି କଲେକ୍ଟର ହେମନ୍ତ ପୁଟା,ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଦସ୍ୟ ଭାନୁପ୍ରତାପସିଂ ମାଝୀ, ତରବୋଡ ସରପଞ୍ଚ ଗଙ୍ଗାରାମ ମାଝୀ, ସ୍ଥାନୀୟ ପ୍ରଧାନ ଶିକ୍ଷକ ପରସରାମ ଅହିର, ବାଞ୍ଜିବାହାଲ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ଶବର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ଏହି ଅବସରରେ ସମସ୍ତଙ୍କ ନିକଟରେ ଶିକ୍ଷlର ବାର୍ତା କିଭଳି ପହଞ୍ଚି ପାରିବ ସେନେଇ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ l ପରେ ଅତିଥିମାନଙ୍କ ଦ୍ୱାରା ମିନିମାରାଥନରେ ସାମିଲ ହୋଇଥିବା ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ମିନି ମାରାଥନ ମାଧ୍ୟମରେ ସମସ୍ତଙ୍କ ନିକଟକୁ ଶିକ୍ଷାର ବାର୍ତା ପହଞ୍ଚାଇବାର ଅଭିନଵ ପ୍ରୟାସ କରିଥିବା କିଟ ଓ଼ କିସ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଉପସ୍ଥିତ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ l କିସର ପୂର୍ବତନ ଛାତ୍ର ହେମସିଂ ମାଝୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଂଯୋଜକ ମନୋଜ ମାଝୀ ଓ ସୁଶାନ୍ତ ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାମ୍ବାଦିକ ସଂଘ ପକ୍ଷରୁ ନଗର ପାଳ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ବାପା ଛେଉଣ୍ଡ ହେଇଗଲେ କୁନି କୁନି ଝିଅ ଚାରୋଟି 

Sunil Chandra Nayak

ମଣ୍ଡଳ ପ୍ରେମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ.

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort