ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସିମୁଳିଆରେ ଛିଣ୍ଡିଲା ଅଙ୍କ, ହଜିଲେ ଜ୍ଯୋତି ପ୍ରକାଶ

ସିମୁଳିଆରେ ଛିଣ୍ଡିଲା ଅଙ୍କ, ହଜିଲେ ଜ୍ଯୋତି ପ୍ରକାଶ

ବାଲେଶ୍ଵର,୨୦/୪/୨୪- ବାଲେଶ୍ଵର ଜିଲ୍ଲା ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା ପାଇଁ ଅଙ୍କ କଷାକଷି ଚାଲିଥିଲା ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ । ଗୋଟିଏ ପଟେ ଶଶୀ କୁମାର ସାହୁ ଅନ୍ୟ ପଟେ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ । ଶ୍ରୀ ପାଣିଗ୍ରାହୀ ବିଜେଡିରୁ ଦୁଇ ଥର ଜିତି ମନ୍ତ୍ରୀ ହୋଇଥିଲେ । କିନ୍ତୁ ଶ୍ରୀ ସାହୁ ଜଣେ ସୁଦକ୍ଷ ସମାଜସେବୀ ଓ ବ୍ଯବସାୟୀ । ଗତ ପଞ୍ଚାୟତ ନିର୍ବାଚନକୁ ନେଇ ଦଳ ଶ୍ରୀ ପାଣିଗ୍ରାହୀଙ୍କ ଉପରେ କ୍ଷୁବ୍ଧ ଥିବା ବେଳେ ସମାଜସେବୀ ତଥା ଯୁବ ବ୍ୟବସାୟୀ ଶଶୀ କୁମାର ସାହୁଙ୍କ ସମାଜ ସେବାରେ ସନ୍ତୁଷ୍ଟ ଥିଲା । ଶଶୀ ଓ ଜ୍ଯୋତିଙ୍କ ମଧ୍ୟରେ ଦୀର୍ଘଦିନ ଧରି ଟିକେଟକୁ ନେଇ ଲାଗି ରହିଥିବା ଅଛିଣ୍ଡା ଅଙ୍କ ଛିଣ୍ଡି ଯାଇଛି । ନା ମିଳିଲା ଶଶୀଙ୍କୁ ନା ମିଳିଲା ଜ୍ଯୋତିଙ୍କୁ । ଶଶୀ କୁମାର ସାହୁଙ୍କ ସହଧର୍ମିଣୀ ସୁବାସିନୀ ସାହୁଙ୍କୁ ମିଳିଲା ଟିକେଟ, ଯାହା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ସରକାରୀ ଭାବେ ଷଷ୍ଠ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛନ୍ତି । ଦୀର୍ଘଦିନ ଧରି ଟିକେଟ ଆଶାରେ ଦଳର ମୁଖ୍ୟ ଶ୍ରୀ ପଟ୍ଟନାୟକଙ୍କ ନିକଟକୁ ଦୌଡୁ ଥିବା ଜ୍ୟୋତି ଓ ଶଶୀଙ୍କ କଳହର ଅନ୍ତ ଘଟିଛି । ଶେଷରେ ଦଳ ମୁଖ୍ୟ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳି ନୂତନ ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ସାହୁଙ୍କୁ ମଇଦାନକୁ ଛାଡି ସିମୁଳିଆରୁ ଜ୍ଯୋତିଙ୍କୁ ହଜେଇ ଦେଇଛନ୍ତି । ଜ୍ଯୋତିଙ୍କୁ ବିରୋଧ କରୁଥିବା ଜନସାଧାରଣ ଜ୍ଯୋତି ହଜିଗଲା ସିମୁଳିଆରୁ ନାରା ଦେଉଛନ୍ତି । ଶ୍ରୀମତୀ ସାହୁଙ୍କୁ ନୂତନ ବିଧାୟିକା ପ୍ରାର୍ଥୀ ଭାବେ ପାଇ ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଶଶୀ କୁମାରଙ୍କ ଉଦ୍ୟମ ଓ ଶ୍ରୀମତୀ ସାହୁଙ୍କୁ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଏ ମାଟି ପାଇଁ ଗର୍ବ ଓ ଗୌରବ ବୋଲି ସ୍ବାଭିମାନ ମଞ୍ଚ ଏବଂ ବଜାର କମିଟି ତରଫରୁ ପ୍ରଶାନ୍ତ କୁମାର ବେହେରା ଏବଂ ରବିନ୍ଦ୍ର କୁମାର ବିଶ୍ବାଳ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ନୂତନ ବିଧାୟିକାଙ୍କ ଏବଂ ଆଗାମୀ ଦିନରେ ସିମୁଳିଆ-ଖଇରାର ବିକାଶ ପାଇଁ ସ୍ବାମୀ ଶଶୀ କୁମାର ସମସ୍ତ ଭୋଟରଙ୍କୁ ନିବେଦନ କରିଛନ୍ତି । ଅଛିଣ୍ଡା ଅଙ୍କକୁ ଛିଣ୍ଡାଇବା ସହିତ ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଶାସନକୁ ସମୁଦ୍ରରେ ଫିଙ୍ଗି ଦେଇ ଥିବାରୁ ଭୋଟର ମାନେ ବହୁ ଆନନ୍ଦିତ ହୋଇ ନାଚୁ ଥିବାର ଦେଖାଯାଉଛି । ଏଥର ଶଶୀ ନନା ସ୍ତ୍ରୀ ଜିତିବ ଖଇରା- ସିମୁଳିଆର ବିକାଶ ହେବ କହୁଛନ୍ତି ଭୋଟର । ଯାହା ଭୋଟର ମାନଙ୍କ ଠାରୁ ଖବର ସଂଗ୍ରହ କରି ଲେଖନୀ ଚାଳନା କଲି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

masiha

ହିଁସା କାଣ୍ଡରେ ବିଜେଡି ନେତା ଓ ସମର୍ଥକ ଙ୍କ ଆକ୍ରମଣ ରେ ଶିକାର ପରିବାର କୁ ଭେଟିଲେ ଜିଲ୍ଲା କଂଗ୍ରେସ ସଭାପତି

masiha

ଝାରସୁଗୁଡ଼ାରେ ‍‍ବିଜେଡିର ବାଜିମାତ୍‌ , ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଲେ ଝିଅ; ଜିତିଲେ ଦୀପାଳି ଦାସ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort