ପୂଜାରିଗୁଡା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ‘କୃମି ନାଶକ’ ଦିବସ ଉଦଘାଟିତSunil Chandra NayakAugust 12, 2022 by Sunil Chandra NayakAugust 12, 20220 ଚନ୍ଦାହାଣ୍ଡି,(୧୨/୦୮/ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମହୋରା ପଞ୍ଚାୟତ ର ପୂଜାରିଗୁଡା ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ କୃମି... Read more
ବିଦ୍ୟାଳୟରେ ବଣ୍ଟା ହେଲା କୃମିନାଶକ ବଟିକାSunil Chandra NayakAugust 12, 2022 by Sunil Chandra NayakAugust 12, 20220 ବାଲେଶ୍ଵର,୧୨/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟାହେଲା କୃମିନାଶକ ବଟିକା । ମଧ୍ଯାହ୍ନ ଭୋଜନ ପରେ... Read more
ବିବାହ ବେଳେ ନବ ଦମ୍ପତିଙ୍କୁ ସରକାର ଦେବେ ‘ୱେଡିଂ କିଟ୍Sunil Chandra NayakAugust 12, 2022 by Sunil Chandra NayakAugust 12, 20220 ପରିବାର ନିୟୋଜନକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ ରେ ରାଜ୍ୟ ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ନବ ଦମ୍ପତିଙ୍କୁ ମାଗଣାରେ ଉପହାର ସଦୃଶ ୱେଡିଂ... Read more
ଇଣ୍ଡସ ପବ୍ଲିକ ସ୍କୁଲ କୁନି ଛାତ୍ର ଛାତ୍ରୀ ଙ୍କ ହର ଘର ତ୍ରିରଙ୍ଗା ଅଭିଯାନSunil Chandra NayakAugust 12, 2022 by Sunil Chandra NayakAugust 12, 20220 ତେନ୍ତୁଳିଖୁଣ୍ଟି -୧୨/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଇଣ୍ଡସ ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ହର ଘର ତ୍ରିରଙ୍ଗା... Read more
ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି.. ଜେଜେଏମ୍ ଯୋଜନାରେ ରାଜ୍ୟର ତିନୋଟି ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀSunil Chandra NayakAugust 12, 2022 by Sunil Chandra NayakAugust 12, 20220 ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜେଜେଏମ୍ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ... Read more
ଗୌଡ଼ ଗୁଡ଼ା ଗୁମ୍ମା ପୂର୍ଣ୍ଣିମା ପାଳିତSunil Chandra NayakAugust 12, 2022 by Sunil Chandra NayakAugust 12, 20220 ତେନ୍ତୁଳିଖୁଣ୍ଟି:- 12/08/22 -ଶ୍ରାବଣ ମାସର ପୂର୍ଣ୍ଣିମା ତଥା ରାକ୍ଷୀ ପୂର୍ଣ୍ଣିମା କୁ ଭାଇ ଭଉଣୀ ସମ୍ପର୍କର ଡୋରି ଭାବେ ବିଶ୍ଵାସ ମନରେ ଭଉଣୀ ଭାଇ... Read more
ଓଡିଶାର ପୂର୍ବତନ ପ୍ରଥମ ବାଚସ୍ପତିଙ୍କ ୧୩୬ତମ ଜନ୍ମ ଦିବସ ପାଳିତSunil Chandra NayakAugust 12, 2022 by Sunil Chandra NayakAugust 12, 20220 ବାଲେଶ୍ଵର,୧୨/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ମାଟିର ପୁଅ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ପ୍ରଥମ ବାଚସ୍ପତି ସ୍ବର୍ଗତ ମକୁନ୍ଦ ପ୍ରସାଦ ଦାସଙ୍କ ୧୩୬ ତମ... Read more
ସବୁକିଛି ତ୍ୟାଗ କରି ଯୋଗୀ ହୁଅ ଅର୍ଜୁନSunil Chandra NayakAugust 12, 2022 by Sunil Chandra NayakAugust 12, 20220 ବ୍ୟୁରୋ -: ତା ୧୧.୦୮.୨୨ ରିଖ ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୧୧.୦୮.୨୨ ରିଖ ଗୁରୁବାର ସନ୍ଧ୍ୟା... Read more
ରାଇଘର ପୋଲିସ ର କଡାକଡି ଯାଞ୍ଚSunil Chandra NayakAugust 12, 2022 by Sunil Chandra NayakAugust 12, 20220 ରାଇଘର-: ନବରଙ୍ଗପୁର ଜିଲା ରାଇଘର ପୋଲିସ ଶୁକ୍ରବାର ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତା ରେ କଡାକଡି ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା l... Read more
ପୁଅକୁ ନେଇ ଚିନ୍ତାରେ ପରିବାର , ଚିକିସ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ପରିବାରବର୍ଗଙ୍କ ଦାବୀ Sunil Chandra NayakAugust 12, 2022 by Sunil Chandra NayakAugust 12, 20220 ରାଇଘର ୧୧:୦୮:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଦେବାଗାଁ ପଞ୍ଚାୟତ ଅଧିନସ୍ଥ ଡୁମୁରିମୁଣ୍ଡା ଡିଏନକେ ଗ୍ରାମର ଜଣେ ଯୁବକର ନାନା ସମସ୍ୟା ଯୋଗୁଁ ପରିବାରବର୍ଗ ... Read more