ଜଳବନ୍ଦୀ ଅଞ୍ଚଳରେ ରାସ୍ତା କାମ କୁ ନେଇ ଗୋଷ୍ଠି ସଂଘର୍ଷ ଗ୍ରାମ୍ୟ ବାତାବରଣ ଦୁଷିତ :ଫାଙ୍କା ଗୁଳି ଚାଳନା ଅଭିଯୋଗSunil Chandra NayakMay 17, 2023 by Sunil Chandra NayakMay 17, 20230 ତେନ୍ତୁଳିଖୁଣ୍ଟି -୧୭/୦୫/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଜଳ ବନ୍ଦୀ ଅଞ୍ଚଳ ତଲଙ୍ଗ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ... Read more
ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ କୋର୍ଟ ଦ୍ଵାରା କଳାହାଣ୍ଡି ପୂର୍ବତନ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ହିସାବ ରକ୍ଷକ ଦଣ୍ଡିତSunil Chandra NayakMay 17, 2023 by Sunil Chandra NayakMay 17, 20230 ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଶୁଣାଣୀ କରି ଆଜି କଳାହାଣ୍ଡି ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍ ପୂର୍ବତନ ତଥା ଅବସରପ୍ରାପ୍ତ କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ... Read more
ଭିଜିଲାନ୍ସ ରେଡ୍ – ବନ୍ଧୁଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ଲାଞ୍ଚୁଆ କିରଣୀଙ୍କୁ ବାନ୍ଧିଲେ ଓ ସିଡ଼ିପିଓ ଙ୍କୁ ମଧ୍ୟ ନିଜ ଘରରୁ ଉଠାଇ ନେଲେ ଭିଜିଲାନ୍ସSunil Chandra NayakMay 17, 2023 by Sunil Chandra NayakMay 17, 20230 ବନ୍ଧୁଗାଁ ତା ୧୭/୫/୨୩ ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଁ ୪୦ ହଜାର... Read more
ଗୁଳିକାଣ୍ଡରେ ରକ୍ତ ରଂଜିତ ହେଲା ଵହଳଦା ; ଆସାମୀ ସହ ଜଣେ ଗୁରୁତର ; ମାଉଜର ସହ ୬ ଗୁଳି ଜବତSunil Chandra NayakMay 17, 2023 by Sunil Chandra NayakMay 17, 20230 ମୟୂରଭଞ୍ଜ- ୧୬/୫ (ମସିହା) ଦିନକୁ ଦିନ ଅଶାନ୍ତ ହେଉଛି ଵାମଘାଟୀ ଉପଖଣ୍ଡ ।ପଡୋଶୀ ଝାଡଖଣ୍ଡ ଅଂଚଳର ଦୁବୃର୍ତ୍ତଙ୍କ ଚରାଭୂଇଁ ପାଲଟିଛି ବାମନଘାଟୀ ଉପଖଣ୍ଡର ସିମାନ୍ତ... Read more
ପତ୍ନୀଙ୍କୁ ଜାଳିଦେଲା ମଦ୍ୟପ ସ୍ୱାମୀ, ପୁଅକଲା ଥାନାରେ ଅଭିଯୋଗ :ଅଧାପୋଡା ମୃତଦେହ ଜବତକଲା ପୋଲିସSunil Chandra NayakMay 16, 2023 by Sunil Chandra NayakMay 16, 20230 କାମାକ୍ଷାନଗର-(ମ ନି ସ)15/5/23 //ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା କେରଜୁଳି ପଂଚାୟତ ବାଲିସାହିରେ ଘଟିଛି ଏଭଳିଆ ଅଭାବନୀୟ ଘଟଣା ଆଜି ଅପରାହ୍ନ ସମୟ ପ୍ରାୟ... Read more
ବୋରଗୁଡା ବୋର ପଦର ପଡ଼ାରେ ମହିଳାଙ୍କ ଆତ୍ମହତ୍ୟା, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲେSunil Chandra NayakMay 15, 2023 by Sunil Chandra NayakMay 15, 20230 ଗୋଳାମୁସଣ୍ଡା/୧୫/୫/୨୩/ନିର୍ଭୟ, ନିରପେକ୍ଷ ମସିହା/ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ବୋରଗୁଡା ପଞ୍ଚାୟତର ବୋରଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି... Read more
ମ.ରାମପୁର ଅଞ୍ଚଳରେ ଲାଗୁଛି ମାଓ ପୋଷ୍ଟର: ଗତକାଲି ମାଣିକେରା ଓ ଆଜି ପୁଣି ବାରବନ୍ଧା ଅଞ୍ଚଳରେSunil Chandra NayakMay 15, 2023 by Sunil Chandra NayakMay 15, 20230 ସବୁଠି ପୋଲିସ ଇନ୍ଫର୍ମର ଙ୍କୁ କଡା ଚେତାବନୀ ଦେଇଛି କେକେବିଏନ ଡିଭିଜନାଲ କମିଟି ମ.ରାମପୁର,୧୫/୦୫(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ଏବେ ମାଓବାଦୀ ସକ୍ରିୟ... Read more
ଲୁଟ ଉଦ୍ୟମ କରୁଥିବା ଦୁଇ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଲେ ପଡ଼ା ବାସୀSunil Chandra NayakMay 15, 2023 by Sunil Chandra NayakMay 15, 20230 ଧର୍ମଗଡ ସହରାଞ୍ଚଳ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତାକଡ ରୁ ଦୁଇ ଜଣ ସନ୍ଦିଗ୍ଧ ଲୁଟେରାଙ୍କୁ ଭୀମଖୋଜ ପଡ଼ା ବାସୀ କାବୁ କରି ସ୍ଥାନୀୟ... Read more
ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର: 15ତାରିଖରୁ ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ Sunil Chandra NayakMay 15, 2023 by Sunil Chandra NayakMay 15, 20230 କନ୍ଧମାଳ:15/05.(ମନିସ): କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଲା ଲାଲ୍ ବାହିନୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଏକାଧିକ... Read more
ପୂର୍ବ ଶତ୍ରୁତାରୁ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲାSunil Chandra NayakMay 14, 2023 by Sunil Chandra NayakMay 14, 20230 ଲାଞ୍ଜିଗଡ଼,୧୪/୦୫(ମନିସ)-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଭଳି ଏକ ସଙ୍ଗୀନ ଅଭିଯୋଗ ଲାଞ୍ଜିଗଡ଼ ସହରରେ ଚାଞ୍ଚଲ୍ୟ ସ୍ରୁଷ୍ଟି... Read more