ଅବକାରୀ ଚଢ଼ାଉ, 40 କୁଇଣ୍ଟାଲ ମହୁଲ ଗାଡି ସହ ଜଣେ ଗିରଫSunil Chandra NayakMarch 24, 2023 by Sunil Chandra NayakMarch 24, 20230 ନବରଙ୍ଗପୁର24/3 – (ମସିହା)ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ, ଅବକାରୀ ଉପ ନିରୀକ୍ଷକ... Read more
ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫSunil Chandra NayakMarch 24, 2023 by Sunil Chandra NayakMarch 24, 20230 ଡାବୁଗାଁ, ୨୪/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ଡାବୁଗାଁ ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ସ୍କ୍ୱାର୍ଡ... Read more
ଦିବାଲୋକରେ ଦୃବୁତ ପୋଲିସ କୁ ଦେଲେ ଟକର : ଗମ୍ଭାରୀ ମୁଣ୍ଡା ବିଟ୍ ହାଉସରୁ ପୋଲିସ ଅଧିକାରୀଙ୍କ ବାଇକ୍ କଲେ ଚୋରି !!!Sunil Chandra NayakMarch 23, 2023 by Sunil Chandra NayakMarch 23, 20230 ବାଣପୁର:- ପୋଲିସ ଜନ ସାଧାରଣ ଙ୍କର ସୁରକ୍ଷା କବଚ । କାହାର ଯଦି କିଛି ଅସୁବିଧା ହୁଏ ସେ ପୋଲିସ ର ଆଶ୍ରୟ ନେଇଥାଏ... Read more
ମଦ ପିଇ ଗାଡି ଚଳେଇବା ମାହାଙ୍ଗା ପଡିଲା ,୨ କୋର୍ଟ ଚାଲାଣSunil Chandra NayakMarch 23, 2023 by Sunil Chandra NayakMarch 23, 20230 ଜୁନାଗଡ ୨୪/0୩(ମ ନି ସ ) ଜୁନାଗଡ ପୁଲିସ ଦ୍ଵାରା ବୁଧବାର ସନ୍ଧ୍ୟାରେ ଗାଡି ଯାଂଚ ସମୟ ରେ ଦୁଇଜଣ ମଦ୍ୟପ କୁ ବାଇକ... Read more
ଟ୍ରେନ ଲାଇନରେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବSunil Chandra NayakMarch 22, 2023 by Sunil Chandra NayakMarch 22, 20230 କାମାକ୍ଷାନଗର -(ମନିସ )22/3/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଦେଇ ଯାଇଥିବା ନୂତନ ଟ୍ରେନ ଲାଇନରୁ ଜଣେ ମହିଳାଙ୍କ କ୍ଷତ ବିକ୍ଷତ... Read more
ଏକାଧିକ ଦଫା ନେଇ ଉତ୍କଳ କାରଖାନା ସେକ୍ୟୁରୀଟି ଜିଏମ ଗିରଫSunil Chandra NayakMarch 22, 2023 by Sunil Chandra NayakMarch 22, 20230 କାଶୀପୁର,୨୨/୩ ରାୟଗଡା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କାରଖାନା ର କାର୍ଯ୍ୟରତ ସେକ୍ୟୁରୀଟି ଜିଏମ ଡମ୍ବୁରୁ ନାଏକ ଙ୍କୁ ଅଣ୍ଡରାକୋଞ୍ଚ ଥାନା ପୋଲିସ... Read more
ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ୍ ଜବତ: ପୋଲିସକୁ ଚକମା ଦେଇ ଦୁଇ ମାଫିଆ ଫେରାର୍Sunil Chandra NayakMarch 22, 2023 by Sunil Chandra NayakMarch 22, 20230 ବାଲିଗୁଡ଼ା:22/03/23(ମନିସ): ଦିନକୁ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ... Read more
ରାଇରଙ୍ଗପୁର ପୋଲିସ ଦ୍ବାରା ଗୋମାଂସ ସହ କାର୍ ଜଵତSunil Chandra NayakMarch 22, 2023 by Sunil Chandra NayakMarch 22, 20230 ରାଇରଙ୍ଗପୁର – ୨୧/୩/୨୩ ଆଜି କୁଡୁମି ସେନା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ ହେଉଥିଲା ।ବନ୍ଦ ସମୟରେ ରାଇରଙ୍ଗପୁର ରେଳ ଫାଟକ ନିକଟରେ... Read more
ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ ମହଙ୍ଗା ପଡ଼ିଲାSunil Chandra NayakMarch 22, 2023 by Sunil Chandra NayakMarch 22, 20230 ତେଲ ମିଲ୍ ରେ ନାବାଳକଙ୍କ ହାତ କଟିବା ଘଟଣା, ବନ୍ଧା ହେଲେ ମିଲ୍ ମାଲିକ ରାଜ୍ୟ କମିଶନ ନିକଟରେ ଅଭିଯୋଗ, ପ୍ରଶାସନିକ ତଦନ୍ତ ଆରମ୍ଭ... Read more
ବେକରେ ଗାମୁଛା ବାନ୍ଧି ବ୍ୟକ୍ତି ଙ୍କ ଆତ୍ମହତ୍ୟାSunil Chandra NayakMarch 21, 2023 by Sunil Chandra NayakMarch 21, 20230 ଡାବୁଗାଁ, ୨୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଗଲ୍ଲିଆଗୁଡା ଗ୍ରାମ ନିକଟ ଏକ ଜମିରେ ଥିବା କାଜୁ ଗଛରେ ବେକରେ ଗାମୁଛା... Read more