ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତmasihaAugust 31, 2023 by masihaAugust 31, 20230 ନୂଆପଡା, // ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଛି ।ନଗରପାଳ ଉଜ୍ଜଳ ଗୁପ୍ତା ଜାତୀୟ... Read more
ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ଉଜ୍ଜଳା ଗ୍ୟାସ ଏଜେନ୍ସିରେ ପଞ୍ଜୀକୃତ ବନ୍ଧୁଗାଁ ବ୍ଲକର ପ୍ରାୟ ୫୦୦୦ ଉଜ୍ଜଳା ଗ୍ୟାସ ଉପଭୋକ୍ତା ହରଡଘଣା ଭିତରେ, ମାସିକ ୪୦୦ ଟଙ୍କା ସିଲିଣ୍ଡର ପିଛା ରିହାତି ପାଇବାରୁ ବଞ୍ଚିତ ଉପଭୋକ୍ତାmasihaAugust 30, 2023 by masihaAugust 30, 20230 ବନ୍ଧୁଗାଁ ତା ୩୦/୮/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ପ୍ରାୟ ୫୦୦୦ ଉଜ୍ଜଳା ଗ୍ୟାସ ଉପଭକ୍ତା ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ଉଜ୍ଜଳା... Read more
ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଙ୍କ ମୋହନଗିରି ସ୍ଥିତ ଐତିହାସିକ ଧବଳେଶ୍ଵର ଶୈବପୀଠ ପରିଦର୍ଶନmasihaAugust 30, 2023August 30, 2023 by masihaAugust 30, 2023August 30, 20230 ଭବାନୀପାଟଣା :- ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର ରାମପୁର ବ୍ଲକ... Read more
ମୌଳିକ ସୁବିଧାରୁ ଅପହଞ୍ଚ ଗାଁ ଗମ୍ଭାରିଗୁଡାmasihaAugust 30, 2023 by masihaAugust 30, 20230 ଡାବୁଗାଁ, ୩୦/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ପଞ୍ଚାୟତ ଅଧୀନରେ ଥିବା ଗମ୍ଭାରିଗୁଡା ଗ୍ରାମ ସବୁ କ୍ଷେତ୍ରରେ ଅବହେଳିତ ହୋଇ... Read more
ଆବଶ୍ୟକ ଶିକ୍ଷକ ଯୋଗାଣ ଦାବୀ ରେ ତାଲାବନ୍ଦ ଆନ୍ଦୋଳନ , ୧୪ ଦିନ ପରେ ଜୟନ୍ତପୁର ବିଦ୍ୟାଳୟ ର ତାଲା ଫିଟିଲାmasihaAugust 30, 2023 by masihaAugust 30, 20230 କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଜୟନ୍ତପୁର ଗାଁ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆବଶ୍ୟତା ଅନୁଯାୟୀ ଶିକ୍ଷକ ଯୋଗାଇ ଦେବା... Read more
ଖଡ଼ିଆଳ ବିଦ୍ୟା ମନ୍ଦିର ରାକ୍ଷୀ ପୂର୍ଣ୍ଣିମାmasihaAugust 30, 2023 by masihaAugust 30, 20230 ନୂଆପଡା, // ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସର ରେ ନୂଆପଡା ଜିଲ୍ଲା ରେ ପୁର ରୁ ପଲ୍ଲୀ ସବୁଠି ପାର୍ବଣ ର ମହୋଲ୍ ଦେଖିବାକୁ... Read more
ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାରିଡି ପଞ୍ଚାୟତ ଗସ୍ତ, ଅବ୍ୟବସ୍ଥା ମଧ୍ୟରେ କଷ୍ଟରେ ରହୁଛନ୍ତି ଗତିପୁଟ ଗ୍ରାମରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସର ଛାତ୍ରିmasihaAugust 29, 2023 by masihaAugust 29, 20230 ବନ୍ଧୁଗାଁ ତା ୩୦/୮/୨୩ ଗତ କାଲି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଗସ୍ତ କରି... Read more
ପଞ୍ଚାୟତ କାର୍ଯ୍ୟାଳୟରେ ନାହାନ୍ତି ନିର୍ବାହି ଅଧିକାରୀmasihaAugust 29, 2023 by masihaAugust 29, 20230 ବନ୍ଧୁଗାଁ ତା ୨୯/୮/୨୩, କରାପୁଟ ଜିଲ୍ଲାର ୧୩ ଟି ପଞ୍ଚାୟତର କାର୍ଯ୍ୟ ନିର୍ବାହି ଅଧିକାରି ମାନେ ବହୁଦିନ ହେଲା ନାହାନ୍ତି I ଯୋଦ୍ୱାରାକି ପଞ୍ଚାୟତର... Read more
ବିଶ୍ଵ ସ୍ପୋର୍ଟ୍ସ ଦିବସ ଅବସରରେ ସାଇକେଲ ରେଲି କରି ସଚେତନ କଲେ ମାରବାଡ଼ି ଯୁବାମଞ୍ଚmasihaAugust 29, 2023 by masihaAugust 29, 20230 କୋକସରା,୨୮/୮ // ଆଜି ହେଉଛି ବିଶ୍ୱ ସ୍ପୋର୍ଟ୍ସ ଡେ ଏହି ଅବସରରେ ଅଖିଳ ଭାରତୀୟ ମାରବାଡ଼ି ଯୁବାମଞ୍ଚର ଆହ୍ଵାନ କ୍ରମେ କଳାହାଣ୍ଡି ଜିଲ୍ଲା କୋକସରା... Read more
ଆବାସ ଯୋଜନା କାହାପାଇଁ ,ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ,ବେସାହାରା ଭୁଜବଲmasihaAugust 29, 2023 by masihaAugust 29, 20230 ଚିଲିଗୁଡା ( ମ ନି ସ) କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଘର ନ ଥିବା ନିରୀହ ଗରିବ ଶ୍ରେଣୀର ଲୋକଙ୍କୁ ଚିହ୍ନଟ... Read more