ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : ଆଞ୍ଚଳିକ

ଧର୍ମଗଡ ବ୍ଲକ ର ବଡଘୁମେର ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଜଳଜଳ, ଚିନ୍ତା ରେ ଚାଷୀକୁଳ। ଶୁଖିଲା ଧାନପଲ୍ଲା ଧରି ଚାଷୀ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

masiha
ଆଷାଢ଼ ଯାଇ ଶ୍ରାବଣ ଯିବାକୁ ବସିଲାଣି ହେଲେ ନିଆଣ୍ଟିଆ ବର୍ଷା ଯୋଗୁଁ ଧର୍ମଗଡ ବ୍ଲକ ର ଅନେକ ପଞ୍ଚାୟତ ଏବେ ସମ୍ଭାବ୍ୟ ମରୁଡି ପରିସ୍ଥିତି...

କଳାହାଣ୍ଡି ରାଜପୁତ କ୍ଷତ୍ରୀୟ ପାଇକ ସମାଜ ତରଫରୁ ୭୭ତମ ସ୍ବାଧୀନତା ଦିବସ ପାଳିତ

masiha
ଲାଞ୍ଜିଗଡ଼,୧୫/୦୮(ମନିସ)-ଅବିଭକ୍ତ କଳାହାଣ୍ଡି ଜିଲ୍ଲା ରାଜପୁତ କ୍ଷତ୍ରୀୟ ପାଇକ ସମାଜର କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆଙ୍କ ନେତ୍ରୁତ୍ବରେ ଲାଞ୍ଜିଗଡ଼ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୭ତମ ସ୍ବାଧୀନତା...

କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ

masiha
ବାଲେଶ୍ଵର,୧୫/୮/୨୩-ବାଲେଶ୍ଵର ଜିଲ୍ଲା ଖଇରା କଲେଜ ନିକଟ ବଣପାରିଆ ଛକ ଠାରେ ୭୭ ତମ ସ୍ବାଧୀନତା ଦିବସ ଉପଲକ୍ଷେ ଉଦଘାଟନ ହେଲା ନୂତନ କଂଗ୍ରେସ କାର୍ଯ୍ଯାଳୟ...

ଜୟନ୍ତପୁର ଠାରେ ତ୍ରିଲୋଚନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ

masiha
ଧର୍ମଗଡ ବ୍ଲକ ଜୟନ୍ତପୁର ଠାରେ ତ୍ରିଲୋଚନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ଧର୍ମଗଡ ଦୁଇ ନମ୍ବର...

ନୂତନ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

masiha
ଜୁନାଗଡ଼,୧୫/୮(ମନସ)ନୂତନ ଭାବରେ ଗୃହୀତ ହୋଇଥିବା ୮୪୭ ଟି ନୂତନ ସାମାଜିକ ସୁରକ୍ଷା ଭତ୍ତା ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି. ବଳଦିଆମାଳ ଠାରେ ଏକ...

ନାରାୟଣ ନଗର ଗ୍ରାମର ଦୈନିକ ବଜାର ଠାରେ ସ୍ୱାଧୀନତା ଦିବସ ପାଳିତ

masiha
ବୌଦ୍ଧ -15/08 – ସ୍ୱାଧୀନତାର 77ବର୍ଷ ଅବସରରେ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ର ନାରାୟଣ ନଗର ଗ୍ରାମର ଦୈନିକ ବଜାର ଠାରେ...

ବିଭିନ୍ନ ସ୍ଥାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

masiha
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମ ପଞ୍ଚାୟତ ସ୍ଥିତ କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟ ଠାରେ ୭୭ତମ ସ୍ଵାଧୀନତା ଦିବସ...
error: Content is protected !!