ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଫାଇବ୍ ଟି ଜରିଆରେ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ କୋରାପୁଟ ଜିଲ୍ଲାପାଳ ଗସ୍ତ କରି ଭିତ୍ତି ଭୁମି ତର୍ଜମା କଲେ
କୋରାପୁଟ ଜିଲ୍ଲାପାଳ ଅବୁଦୁଲ ଅବତାର ଆଜି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗସ୍ତ କରି ଭିତ୍ତି ଭୁୁୁୁମି ତର୍ଜମା କରି ଭାରପ୍ରାପ୍ତ ଡାକ୍ତର ନବ...
