ଡାଲିମ୍ବ ପାଇକ ରହୁଛି ଛପର ଘରେ ,କିନ୍ତୁ ତା ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ 2021 ରୁ ଅନ୍ତିମ ହୋଇ ଗଲାଣି ! ସତ କଣ ?
ତେନ୍ତୁଳିଖୁଣ୍ଟି -୨୩/୦୧/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ଗ୍ରାମ ପଞ୍ଚାୟତ ରେ ଗୌଡ଼ କୁରମୁଲି ବୋଲି କୌଣସି ଗ୍ରାମ ନାହିଁ। କିନ୍ତୁ...
