୧୭ ତମ ବିଶ୍ଵ ଭାରତୀ କ୍ଲବ ତରଫରୁ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ। ଜୟପୁରା କାଟେଣି ୨ ରନ୍ ରେ ଚାମ୍ପିଅନSunil Chandra NayakFebruary 6, 2023 by Sunil Chandra NayakFebruary 6, 20230 କାମାକ୍ଷାନଗର (ମନିସ )୦୫/୦୨_ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତ ଉର୍ବେଙ୍ଗି ଗ୍ରାମରେ ୧୭ ତମ ବିଶ୍ଵ ଭାରତୀ କ୍ଲବ ତରଫରୁ କ୍ରିକେଟ... Read more
କପୁରମାଲ ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତSunil Chandra NayakFebruary 5, 2023 by Sunil Chandra NayakFebruary 5, 20230 ଜୟପାଟଣା:୦୫/୦୨ // କପୁରମାଲ ପ୍ରିମୀୟର ଲିଗ କ୍ରିକେଟ ତୁର୍ଣ୍ଣାମେଣ୍ଟ ଜୟପାଟଣା ବ୍ଲକର ସର୍ବୋତ୍ତମ ଲିଗ । ଏହି ଟୁର୍ଣ୍ଣାମେଣ୍ଟ ୨୦୧୦ ମସିହାରୁ ଆୟୋଜକ ହୋଇଆସୁଛି... Read more
ନବରଙ୍ଗପୁର ପୋଲିସ ପ୍ରିମିୟର କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତSunil Chandra NayakFebruary 5, 2023 by Sunil Chandra NayakFebruary 5, 20230 ନବରଙ୍ଗପୁର–(ମସିହା) ନବରଙ୍ଗପୁର ପୋଲିସ ପ୍ରିମିୟର କ୍ରିକେଟ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ... Read more
ସ୍ୱୟଂ ଶାସିତ ଖଡ଼ିଆଳ ମହାବିଦ୍ୟାଳୟ ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆୟୋଜିତ କ୍ରୀଡା ମହୋତ୍ସବ ଉଦଯାପିତSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଅନୁଷ୍ଠିତ ଦୁଇଦିନିଆ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି ।ଅଧ୍ୟକ୍ଷ ଡ଼ ତରୁଣ... Read more
ବାଇଦାପୋଷୀ ଗ୍ରାମରେ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ସମାରୋହSunil Chandra NayakFebruary 3, 2023 by Sunil Chandra NayakFebruary 3, 20230 ମୟୂରଭଞ୍ଜ – ୩/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବାଇଦୋପୋଷୀ ଗ୍ରାମର ବାଇଦାପୋଷୀ କ୍ରୀଡା ସଂସଦ ଆନୁକୁଲ୍ୟରେ ୨୫ ତମ ବାର୍ଷିକ... Read more
ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନ ଉତ୍ସବSunil Chandra NayakFebruary 1, 2023 by Sunil Chandra NayakFebruary 1, 20230 ଆଜି ଅର୍ଥାତ୍ ତା ୦୧/୦୨/୨୦୨୩ ଦିନ ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟନ ହୋଇଯାଇଛି। ଏହି ପ୍ରତିଯୋଗିତା ସକାସେ ସକାଳ ୯... Read more
ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତSunil Chandra NayakFebruary 1, 2023 by Sunil Chandra NayakFebruary 1, 20230 କାମାକ୍ଷାନଗର(ମ ନି ସ)୦୧/୦୨// ସ୍ଥାନୀୟ ସାରଙ୍ଗଧର ଷ୍ଟାଡିୟମ ଠାରେ ଚାଲିଥିଵା ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ତୃତୀୟ ଦିବସରେ ଆଜି କ୍ରୀଡା ପ୍ରାରମ୍ଭିକ ସମୟରେ... Read more
କୋକସରା ଠାରେ ଦିବା ରାତ୍ରୀ ନକଆଉଟ୍ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ Sunil Chandra NayakJanuary 31, 2023 by Sunil Chandra NayakJanuary 31, 20230 କୋକସରା,୩୦/୦୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ଗୁଡହାଣ୍ଡି ପଡ଼ିଆରେ ଦ୍ଵି ଦିବସୀୟ ଦିବାରାତ୍ରୀ ନକ ଆଉଟ୍ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ରାତିରେ... Read more
ଚିଲିଗୁଡା ଠାରେ ଦ୍ଵି ଦିବସୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତSunil Chandra NayakJanuary 31, 2023 by Sunil Chandra NayakJanuary 31, 20230 କୋକସରା,୩୦/୧- କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ଠାରେ ଦ୍ଵି ଦିବସୀୟ ଦିବାରାତ୍ରୀ ଭଳିବଲ ଟୁର୍ଣ୍ଣାମେଣ୍ଟ ରବିବାର ରାତିରେ ଉଦଯାପିତ ହୋଇଯାଇଛି। ଚିଲିଗୁଡା ଭଳିବଲ... Read more
ଦୀପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଇଚ୍ଛାପୁରମ କୁ ପରାସ୍ତ କରି ହିଞ୍ଜିଳି ରୟାଲ କ୍ଳବ ଚମ୍ପିୟାନSunil Chandra NayakJanuary 30, 2023 by Sunil Chandra NayakJanuary 30, 20230 ହିଞ୍ଜିଳିକାଟୁ, ୩୦ା୧( ): ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଚାଲିଥିବା ଦୀପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତଥା... Read more