ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତSunil Chandra NayakOctober 6, 2022 by Sunil Chandra NayakOctober 6, 20220 ମୟୂରଭଞ୍ଜ -୦୫/୧୦/୨୨(ମସିହା) ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇ ଯାଇଛି।ସଂଘର ପ୍ରତିଷ୍ଠା ଦିବସ ତଥା ସଂଘ... Read more
ଗଳ୍ପ ଓ ପ୍ରବନ୍ଧକୁ ନେଇ ଚାଲିଛି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା, ସମୀକ୍ଷାରେ ୩ ଜିଲ୍ଲାSunil Chandra NayakOctober 6, 2022 by Sunil Chandra NayakOctober 6, 20220 ବାଲେଶ୍ଵର,୦୬/୧୦/୨୨- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ହ୍ଵାଟ୍ସଆପ୍ ଗୃପରେ କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧକୁ ନେଇ ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା... Read more
ଜାନକୀ ମହାନ୍ତ ଙ୍କ କବିତା ଭକ୍ତ -ଭଗବତୀ- ମହାମିଳନSunil Chandra NayakOctober 6, 2022 by Sunil Chandra NayakOctober 6, 20220 ଭକ୍ତ -ଭଗବତୀ- ମହାମିଳନ ଜାନକୀ ମହାନ୍ତ ମହ ମହ ମହ ମହକି ଉଠୁଛି ଧୂପ ଅଗୁରୁ ଚନ୍ଦନ, ଟହ ଟହ ଟହ ଅଖଣ୍ଡ ଦୀପଟି... Read more
ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା କାଶତାଣ୍ଡୀ ଫୁଲେ ଫୁଲେ ଆଶ୍ୱିନ ଆସେSunil Chandra NayakOctober 6, 2022 by Sunil Chandra NayakOctober 6, 20220 କାଶତାଣ୍ଡୀ ଫୁଲେ ଫୁଲେ ଆଶ୍ୱିନ ଆସେ ଅନ୍ନପୂର୍ଣ୍ଣା ସାହୁ ସରତର ଅଗମାନେ ଧରଣୀ ହସିଲା ମୃଦୁ ମନ୍ଦ ପବନଟି ଦେହକୁ ସହିଲା(୧)... Read more
ସହଦେବ ପରିଡ଼ା ଙ୍କ କବିତା ଜଣାଣSunil Chandra NayakOctober 6, 2022 by Sunil Chandra NayakOctober 6, 20220 ଜଣାଣ ଵନ୍ଧୁ ମୋ ବସିଛି ନୀଳ କନ୍ଦରରେ ମୁଖ ତାର ହସହସ ତା ମୁଖ... Read more
ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଧବ ବୋହୂSunil Chandra NayakOctober 6, 2022 by Sunil Chandra NayakOctober 6, 20220 ସାଧବ ବୋହୂ ଉପେନ୍ଦ୍ର କୁମାର ବସ୍ତିଆ ସାଧବ ବୋହୁଲୋ ସାଧବ ବୋହୁ ଟୁକୁଟୁକୁ ପାଦ ପକାଉ ଥାଉ ଏତେ ଦିନଯାଏ କେଉଁଠି... Read more
ସସ୍ମିତେଶ ସାହୁ ଙ୍କ କବିତା ତୁମେ ଥରେSunil Chandra NayakOctober 6, 2022 by Sunil Chandra NayakOctober 6, 20220 ତୁମେ ଥରେ ତୁମେ ଥରେ ଟିକିଏ ହସି ଦିଅନା ହିମାଳୟର ବରଫରୁ ବି ମୁଁ ତରଳି ଯାଇ ନଦୀ ହୋଇ ବହିଯିବି ତୁମ ହୃଦୟର... Read more
ନର୍ମଦା ନାୟକ ଙ୍କ କବିତା ତ୍ରିଭୁଜSunil Chandra NayakOctober 5, 2022 by Sunil Chandra NayakOctober 5, 20220 ତ୍ରିଭୁଜ ଆଶା ନିଶା ସହ ଭରସା ମିଶ୍ରଣେ ଗଢ଼ା ଜୀବନ ତ୍ରିଭୁଜ ଏକଇ ଭୂଜର... Read more
କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଗୋଟିଏ ରାତିର ତାତିSunil Chandra NayakOctober 5, 2022 by Sunil Chandra NayakOctober 5, 20220 ଗୋଟିଏ ରାତିର ତାତି ଦୂର ଦିଗନ୍ତର ଭସା ମେଘ ତମେ ଠିକଣା ତୁମର ନାହିଁ ଭାବନା ରାଜ୍ୟରେ ଭାବ ପ୍ରବଣ ମୁଁ ତୁମରି... Read more
ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମSunil Chandra NayakOctober 5, 2022 by Sunil Chandra NayakOctober 5, 20220 ପ୍ରେମ ପ୍ରେମ ବୁଝେନାହିଁ ପାପ ପୁଣ୍ୟ କିଛି ଲାଭ କ୍ଷତି ମିଳେ କେତେ ବୁଝେ ନାହିଁ ସିଏ... Read more