ତେରେସିଂହା ଗ୍ରା.ପ.ରେ ଜନ ଶୁଣାଣି ଶିବିର ଅନୁଷ୍ଠିତSunil Chandra NayakSeptember 27, 2022 by Sunil Chandra NayakSeptember 27, 20220 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା... Read more
ଏମ୍ ରାମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତSunil Chandra NayakSeptember 27, 2022 by Sunil Chandra NayakSeptember 27, 20220 ଭବାନୀପାଟଣା ତା୨୬.୦୯.୨୦୨୨ (ମ ନି ସ) ଆଜି ଏମ ରାମପୁର ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ... Read more
ଖଜୁରୀ ପଡା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତSunil Chandra NayakSeptember 27, 2022 by Sunil Chandra NayakSeptember 27, 20220 ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ ଲାଗିରହିଥିବା ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ... Read more
ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଶରତ ଆସିଛି Sunil Chandra NayakSeptember 27, 2022 by Sunil Chandra NayakSeptember 27, 20220 ଶରତ ଆସିଛି ଶରତ ଆସିଛି ଏଇ ମରତକୁ ପାର୍ବଣର ଋତୁ ନେଇ ନଈ ପଠା ଧାରେ କାଶତଣ୍ଡୀ ହସେ ମାତାଙ୍କ ସ୍ବାଗତ ପାଇଁ।। ଶରତ... Read more
ଗାୟତ୍ରୀ ସିଂହ ଙ୍କ କବିତା ପାର୍ବଣେ ନବଦୁର୍ଗାSunil Chandra NayakSeptember 27, 2022 by Sunil Chandra NayakSeptember 27, 20220 ପାର୍ବଣେ ନବଦୁର୍ଗା କା’ ଆଗମନେ ଏତେ ଚଳଚଂଚଳ କାହା ପରଶେ ଧରଣୀ ହସୁଛି ମେଘଟା ବି ଟିକେ ବରଷି କହୁଛି ତୁମ ସ୍ୱାଗତେ ମୁଁ... Read more
ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଦଶ ଭୁଜାSunil Chandra NayakSeptember 27, 2022 by Sunil Chandra NayakSeptember 27, 20220 ଦଶ ଭୁଜା ନଳିନୀ ପ୍ରଭା ମିଶ୍ର ଆସିଛି ଅଶିଣ ଧରି ପାର୍ବଣ ହେବ ଷୋଳ ଦିନ ପୂଜା ସଜ୍ଜିତ ମଣ୍ଡପେ ଷୋଡ ଉପଚାରେ... Read more
ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣSunil Chandra NayakSeptember 27, 2022 by Sunil Chandra NayakSeptember 27, 20220 ଜଣାଣ ମାନଗୋବିନ୍ଦ ସ୍ବାଇଁ ସବୁରି ଉପରେ ତୁମରି ନାମରେ ଚାଲିଛି ସଂସାର କଳ ଚାଳକ ତୁମେ ତ ରହିଛୁ ଆମେତ ସଭିଙ୍କୁ... Read more
ଦଶ ଦିନାତ୍ମକ ଦୁର୍ଗାପୂଜା ପାଇଁ ଲଡୁଗାଁ ରେ କଳସ ଯାତ୍ରା Sunil Chandra NayakSeptember 27, 2022 by Sunil Chandra NayakSeptember 27, 20220 କୋକସରା ୨୬/୯- ( ମ ନି ସ) କୋକସରା ବ୍ଲକ ଲଡୁଗାଁ ସାର୍ବଜନୀନ ଦୁର୍ଗାପୂଜା କମିଟି ଚଳିତ ବର୍ଷ ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ... Read more
ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କାଶତଣ୍ଡୀ ଫୁଲ ହସୁଛି Sunil Chandra NayakSeptember 26, 2022 by Sunil Chandra NayakSeptember 26, 20220 କାଶତଣ୍ଡୀ ଫୁଲ ହସୁଛି ଦିଲ୍ଲୀପ କୁମାର ନନ୍ଦୀ କାଶତଣ୍ଡୀ ଫୁଲ ହସୁଛି ଶରଦ ଆକାଶେ ସରଗ ଚାନ୍ଦଟା କଣେଇ କଣେଇ ଚାହୁଁଛି କାଶତଣ୍ଡୀ ଫୁଲ... Read more
ନନ୍ଦିନୀ ରାଉତ ଙ୍କ କବିତା କାଶତଣ୍ଡିSunil Chandra NayakSeptember 26, 2022 by Sunil Chandra NayakSeptember 26, 20220 କାଶତଣ୍ଡି ସବୁଜ ଶାଢୀରେ ଧରଣୀରାଣୀ ଦିଶେ ସୁନ୍ଦର ଶରତର ଆଗମନରେ ଖୁସି ହୁଏ ଅପାର।1। କାଶତଣ୍ଡି... Read more