ନବ କୁମାର ଦାସ ଙ୍କ କବିତା ତୁମ୍ଭେ ହିଁ ସହାୟ ହୁଅSunil Chandra NayakSeptember 1, 2022 by Sunil Chandra NayakSeptember 1, 20220 ତୁମ୍ଭେ ହିଁ ସହାୟ ହୁଅ ଆହେ ଗଜାନନ ଗଣପତି ତୁମେ ସୃଷ୍ଟିର ଆଦ୍ୟ ଦେବତା ତବ ପାଦ ପଦ୍ମେ ଏ ଅଜ୍ଞ ଜୀବନ ଭକ୍ତିରେ... Read more
ରାଇରଙ୍ଗପୁରରେ “୬୨ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ, ବହୁବିଧ ପ୍ରକଳ୍ପ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତSunil Chandra NayakAugust 31, 2022 by Sunil Chandra NayakAugust 31, 20220 ମୟୂରଭଞ୍ଜ -୩୧/୮/୨୨(ମସିହା) ମୟୂରଭଂଜ ଜିଲ୍ଲାର ୧୯୬୨ ମସିହାରେ ସ୍ଥାପିତ ୧୫ ଟି ଓ୍ବାର୍ଡ କୁ ନେଇ ଗଠିତ ରାଇରଙ୍ଗପୁର ଏନଏସି ଏବଂ ପରେ ପୌରପାଳିକା... Read more
ମୟୂରଭଞ୍ଜ ୨ ବିଜେଡ଼ି ଉପସଭାପତିଙ୍କୁ ଜାମଦା ବିଜେଡ଼ି ପକ୍ଷରୁ ସ୍ବାଗତ ଓ ଶୁଭେଚ୍ଛାSunil Chandra NayakAugust 31, 2022 by Sunil Chandra NayakAugust 31, 20220 ମୟୂରଭଞ୍ଜ/୩୧/୦୮/୨୦୨୨(ମସିହା) ବିଜୁ ଜନତା ଦଳ ମୟୂରଭଞ୍ଜ ୨ ର ଉପସଭାପତି ସୁବାଷ ମଣ୍ଡଳଙ୍କୁ ଜାମଦା ବିଜେଡ଼ି ତରଫରୁ ସ୍ବାଗତ,ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି... Read more
ଡୁମେରପଦର ଏସ୍ଏସ୍ ଡି ବିଦ୍ୟାଳୟ ରେ ଅବସର କାଳିନ ସମ୍ବର୍ଦ୍ଧନାSunil Chandra NayakAugust 31, 2022 by Sunil Chandra NayakAugust 31, 20220 ଥୁଆମୂଳ ରାମପୁର:୩୧/୮- (ମନିସ):– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଡୁମେରପଦର ଗ୍ରାମ ସ୍ଥିତ ଏସ୍ଏସ୍ ଡି ହାଇସ୍କୁଲ ପ୍ରକୋଷ୍ଠରେ ଆଜି ଯଥା... Read more
ଧୁମ ଧାମ ରେ ପାଳନ ହେଲା ଗଣେଶ ଚତୁର୍ଥୀSunil Chandra NayakAugust 31, 2022 by Sunil Chandra NayakAugust 31, 20220 ଡାବୁଗାଁ , 31/8 – ୨ ବର୍ଷ କରୋନା କଟକଣାପ୍ରଭାବ ରେ ସମସ୍ତ ପର୍ବ ପର୍ବାଣୀ ପ୍ରଭାବିତ ହୋଇଥିଲା । ଚଳିତ ବର୍ଷ କଟକଣା... Read more
ନବରଙ୍ଗପୁର ନିପା ତରଫରୁ ପାଷ୍ଟର କେୟାର ସମ୍ମିଳନୀ ଅନୁଷ୍ଠିତSunil Chandra NayakAugust 31, 2022 by Sunil Chandra NayakAugust 31, 20220 ନବରଙ୍ଗପୁର,୧/୯(ମନିସ୍) ନବରଙ୍ଗପୁର ଇଣ୍ଟର ଡ଼ିନମିନେସନାଲ ପାଷ୍ଟର ଆସୋସେସନ (ନିପା )ଆନୁକୂଲ୍ୟରେ ଏକ ଦିନିକିଆ ପାଳକ ସମ୍ମିଳନି ଆର, କେ, କଲୋନୀସ୍ଥିତ ବିବିଲିକାଲ ବାପଟିଷ୍ଟ ଚର୍ଚ୍ଚ... Read more
ମସୀହା ପ୍ରଭାବ – ଦଶ ଦିନ ଅନ୍ଧାର ରେ ରହିବା ପରେ:ମଞ୍ଚାଗାଁ ଛାତ୍ରାବାସ ଓ ବିଦ୍ୟାଳୟ ପାଇଲେ ବିଦ୍ୟୁତ ସେବାSunil Chandra NayakAugust 31, 2022 by Sunil Chandra NayakAugust 31, 20220 ତେନ୍ତୁଳିଖୁଣ୍ଟି :୩୧/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ସ୍ଥିତସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଛାତ୍ରାବାସ ଦଶ ଦିନ ଅନ୍ଧକାର ରେ ରହିବା... Read more
ଜେଭିସିସିଇ କମ୍ପ୍ୟୁଟର କେନ୍ଦ୍ରର ଗଣେଶ ପୂଜାରେ ଯୋଗଦେଲେ ବିଧାୟକSunil Chandra NayakAugust 31, 2022 by Sunil Chandra NayakAugust 31, 20220 ବାଲେଶ୍ଵର,୩୧/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ସବରେଜିଷ୍ଟ୍ରାର ଅଫିସ୍ ନିକଟସ୍ଥ ଜେଭିସିସିଇ କମ୍ପ୍ୟୁଟର କେନ୍ଦ୍ରରେ ପବିତ୍ର ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ସଞ୍ଚାଳକ... Read more
ନର୍ଲା ବଳଭଦ୍ରେଶ୍ୱରଙ୍କ ଠାରେ ନବାନ୍ନ ଲାଗି ଶୁଭ ଲଗ୍ନ , ନର୍ଲା ଚଳଚଞ୍ଚଳSunil Chandra NayakAugust 31, 2022 by Sunil Chandra NayakAugust 31, 20220 ନର୍ଲା (ମନିସ) ନର୍ଲାସ୍ଥିତ ବଳଭଦ୍ରେଶ୍ୱର ମହାଦେବ ପୀଠରେ ନବାନ୍ନ ଲାଗି ଶୁଭ ଲଗ୍ନ ନିର୍ଘଣ୍ଟ କରାଯାଇଛି। ଇଂରାଜୀ ୧/୯/୨୦୨୨ ରିଖ ଭାଦ୍ର ଶୁକ୍ଳ ପକ୍ଷ... Read more
ଶ୍ରୀ ଗଣେଶ ଚତୁର୍ଥୀରେ ପ୍ରାଚୀର ପତ୍ରିକା ଉନ୍ମୋଚିତSunil Chandra NayakAugust 31, 2022 by Sunil Chandra NayakAugust 31, 20220 ନର୍ଲା:(ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସରସ୍ଵତୀ ଶିଶୁ ମନ୍ଦିର ଠାରେ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରାଚୀର ପତ୍ରିକା ଜାହ୍ନବୀ ଉନ୍ମୋଚିତ ହୋଇଯାଇଛି। ଶିଶୁମାନଙ୍କ... Read more