ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : Uncategorized

ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାର ଅଭିଯୋଗ ଶୁଣାନୀରେ ଅଭିଯୋଗ କଲେ

Sunil Chandra Nayak
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗା ଗ୍ରାମର ସୁଶୀଲ କୈବର୍ତ୍ତଙ୍କ ସ୍ତ୍ରୀ ଦୀପା କୈବର୍ତ୍ତଙ୍କୁ ଗତ ଜୁଲାଇ ଏଗାର ତାରିଖ ଦିନ ଖଡ଼ିଆଳ...

ଇଣ୍ଟିଗ୍ରେଟେଡ ବିଏ,ବିଇଡି (ଇଂରାଜୀ ବିଭାଗ) ରେ ଅନନ୍ୟା ଅଭିଲିପ୍ସସା ଟପ୍ପର

Sunil Chandra Nayak
ମୟୂରଭଞ୍ଜ -୨୧/୮/୨୨(ମସିହା) ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟର ୟୁଜି ଶେଷ ବର୍ଷ ନିୟମିତ ୨୦୨୨ପରୀକ୍ଷା ଫଳ ଇତି ମଧ୍ୟରେ ପ୍ରକାଶ ପାଇସାରିଛି। ଏଥିରେ...

ଆଶା ଦିଦି ଙ୍କୁ ବିରୋଧ କରି ଅଙ୍ଗନବାଡି କୁ ତାଲା ପକେଇଦେଲେ ମହିଳା ସମିତି ର ସଦସ୍ୟ ମାନେ 

Sunil Chandra Nayak
  ରାଇଘର ୨୨/୮ ଆଶା ଦିଦି ଙ୍କୁ ବିରୋଧ କରି ୧୭  ଦିନ ହେଲା ଅଙ୍ଗନବାଡି କୁ ତାଲା ମାରିଦେଲେ ମହିଳା ସମିତି ର...

କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୧୪ ବର୍ଷ ତଳ ବର୍ଗରେ ରାଇରଙ୍ଗପୁରର ବଦ୍ରିପ୍ରସାଦ୨ୟ ଓ ମନିଷ ୪ର୍ଥ

Sunil Chandra Nayak
ମୟୂରଭଞ୍ଜ -୨୨/୮/୨୨ (ମସିହା) ଭୂବନେଶ୍ବର କେନ୍ଦ୍ରିୟ ବିଦ୍ୟାଳୟ ଜୋନର ଅନୁଗୋଳର କଣିହାଁ ଠାରେ ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୧୭/୧୮ ଦୁଇଦିନ ଧରି...

ମଦନପୁର ରାମପୁର ର ଗୋଛାଡେଗେନ ଗାଁ ବଜାର  ରେ ବ୍ଲକ କଂଗ୍ରେସ ର ହାଲ୍ଲlବୋଲ କାର୍ଯ୍ୟକ୍ରମ 

Sunil Chandra Nayak
ଭବାନୀ ପାଟଣା-: ବ୍ଲକ କଂଗ୍ରେସ ସଭାପତି ରୁଦ୍ରାପସାଦ ସିଂ ଙ୍କ ନେତୃତ୍ୱରେ ଗୋଛାଡେଗେନ ଗାଁ ବଜାର ରେ କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରଙ୍କ...

ବିଦ୍ୟୁତ୍ ତାର ରେ ଲାଗି ଯୁବକଙ୍କ ମୃତ୍ୟୁ

Sunil Chandra Nayak
ତେନ୍ତୁଳିଖୁଣ୍ଟି ୨୨/୮ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଣ୍ଟାଗାଁ ସଦର ପଞ୍ଚାୟତ ହରିଜନ ସାହି ର ନିତ୍ୟା ହରିଜନଙ୍କ ୫ମ ପୁଅ ରୁନା ହରିଜନ(୧୯) ବେଣୁ...

ରାଇରଙ୍ଗପୁରର ସରକାରୀ ମତ୍ସ୍ୟ କାର୍ଯ୍ୟାଳୟ ନିକଟରେ ଡକାୟତି,୪୦,୦୦୦ଟଙ୍କା ସମେତ ୫ ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ଗହଣା ଲୁଟ

Sunil Chandra Nayak
ମୟୂରଭଞ୍ଜ ୨୨/୮/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ସହର ସମେତ ଆଖପାଖ ଅଞ୍ଚଳରେ ଚୋରୀ,ଡକାୟତି, ରାହାଜାନୀ ବୃଦ୍ଧି ପାଇବାରେ ଲାଗୁଛି ।...

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରେ ତାଲିମ ଶିବିର

Sunil Chandra Nayak
ନବରଙ୍ଗପୁର ତା ୨୨.୦୮. ୨୦୨୧(ମସୀହା) :ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଦଶହରା ପଦା ଠାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ...

କାଜୁ ବାଡ଼ରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak
ପାପଡାହାଣ୍ଡି, 22/8, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଂଳାଭଟ୍ଟା ପଂଚାୟତ ନୀଳଗୁଣ୍ଡିଗୁଡା କାଜୁ ବାଡ଼ରୁ ଆଜି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ...
error: Content is protected !!