ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : Uncategorized

ଧରାପଡିଲେ ଚୋରଦଳ ମଟର ସାଇକେଲ ଉଦ୍ଧାର ପାଞ୍ଚ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak
କଲମପୁର =୧୬/୦୬(ମସିହା) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ପୋଲିସ ଏକ ଚୋର ଦଳ କୁ ଧରିବାରେ ସଫଳ ହୋଇଛି ।ଚୋରି ହୋଇଥିବା ମଟର ସାଇକେଲ...

କଲେଇଗାଁ ପେକ୍ସ ସଭାପତି ସଞ୍ଜୟ ତ୍ରିପାଠୀ ନିର୍ଦ୍ୱନ୍ଦ ପ୍ରାର୍ଥୀ ନିର୍ବାଚିତ

Sunil Chandra Nayak
ଜୁନାଗଡ଼ ୧୬/୦୭(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ପେକ୍ସର ସଭାପତି ଭାବେ ଆଜି ସଂଜୟ ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ଅନ୍ୟ କୌଣସି...

କଳାହାଣ୍ଡିରେ କିସ୍‍ର ଶାଖା….

Sunil Chandra Nayak
୧୭ ତାରିଖରେ କିସ-କଳାହାଣ୍ଡି ଆବାସିକ ବିଦ୍ୟାଳୟ ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ…. କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ ବାଦିଲିଠାରେ ୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର...

ଡିସେମ୍ବର ସୁଦ୍ଧା ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଟାର୍ଗେଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

Sunil Chandra Nayak
ଡିସେମ୍ବର ସୁଦ୍ଧା ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଟାର୍ଗେଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।ଗତ...

ଢ଼େଙ୍କାନାଳ – ମନ୍ତ୍ରୀ ଙ୍କ ଦ୍ଵାରା କମ୍ୟୁନିଟି ସେଣ୍ଟର ଉଦଘାଟିତ

Sunil Chandra Nayak
ଢ଼େଙ୍କାନାଳ -:  ଆଜି ସକାଳ ସାଢେ଼ ନଅ ଟା ସମୟ ରେ କାମାକ୍ଷନଗରର ବଙ୍କୁଆଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାନପଶି ଠାରେ ମୁଖ୍ୟ ଅତିଥି...

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମିଳିତ ମଂଚର ପଲ୍ଲାଭାରୀ

Sunil Chandra Nayak
ରାଉରକେଲା/ ଆଉ ମାତ୍ର ଦୁଇଟା ଦିନପରେ ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ। ଏହି ନିର୍ବାଚନରେ ବିଜେଡି ବିଭକ୍ତ ହୋଇଥିବା ବେଳେ ମିଳିତମଂଚ ପ୍ୟନେଲର ପଲ୍ଲା...

ନୂଆ ଏଲ୍‌ପିଜି ସଂଯୋଗ ପାଇଁ ସିକ୍ୟୁରିଟି ଡିପୋଜିଟ୍‌ରେ ୭୫୦ ଟଙ୍କା ବୃଦ୍ଧି

Sunil Chandra Nayak
ସରକାରୀ ଗ୍ୟାସ ବିତରଣ କଂପାନିଗୁଡ଼ିକ ନୂତନ ଏଲ୍‌ପିଜି ସଂଯୋଗ ପାଇଁ ସିକ୍ୟୁରିଟି ଡିପୋଜିଟ୍ ମୂଲ୍ୟରେ ୭୫୦ ଟଙ୍କା ବୃଦ୍ଧି କରିଛନ୍ତି। ଜୁନ୍‌ ୧୬ରୁ ଏହି...

ବର୍ଷା ଓ ପବନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଟଳି ପଡ଼ିଲା : ଘର ଭାଙ୍ଗିଲା

Sunil Chandra Nayak
ମ, ରାମପୁର,୧୬/୬( ମସୀହା):- ଓଡ଼ିଶା କୁ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଛୁଇଁବ ବୋଲି ପାଣିପାଗ ତରଫରୁ ସୂଚନା ମିଳିଥିବାବେଳେ ବେଳେ ଏପଟେ କଳାହାଣ୍ଡି...
error: Content is protected !!