ନୂଆପଡା ଠାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶୁଭ ଉଦଘାଟିତSunil Chandra NayakApril 8, 2022 by Sunil Chandra NayakApril 8, 20220 ନୂଆପଡା ଜିଲ୍ଲା ରେ ଶୁଭାରମ୍ଭ ହୋଇଅଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ଏହି ସେବା ରେ କଟକ ବଡ଼ ମେଡ଼ିକାଲ ଏବଂ ବୀର ସୁରେନ୍ଦ୍ର... Read more
ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଓ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନSunil Chandra NayakApril 8, 2022April 8, 2022 by Sunil Chandra NayakApril 8, 2022April 8, 20220 ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ , ଅସହିଷ୍ଣୁତା ଏବଂ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ... Read more
ବନ୍ୟଜନ୍ତୁଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା Sunil Chandra NayakApril 8, 2022 by Sunil Chandra NayakApril 8, 20220 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ... Read more
କେସିଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତSunil Chandra NayakApril 8, 2022 by Sunil Chandra NayakApril 8, 20220 ଉତ୍କେଲା୦୮.୦୪. କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଶିଶୁ ସ୍ୱାସ୍ଥ୍ୟ ବିଭାଗରେ ଡା. ସୁବାଷ ଚନ୍ଦ୍ର ବେହେରା (ଅଧିକ୍ଷକ)ଙ୍କ ସଭାପତିତ୍ୱ... Read more
କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ କଳା ବ୍ୟାଚ ପରିଧାନSunil Chandra NayakApril 8, 2022 by Sunil Chandra NayakApril 8, 20220 ଉତ୍କେଲା,୦୮/୦୪,ନିପ୍ର, କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ର ସଭାପତି ଶୁଶାନ୍ତ ମହାପାତ୍ର ଙ୍କ ସମେତ ମହାସଂଘ ର ସମସ୍ତ ସଦସ୍ୟ ନିଳଗିରି ସାମ୍ବାଦିକ... Read more
ବାଳିକା ମାନଂକ ପାଇଁ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମSunil Chandra NayakApril 8, 2022 by Sunil Chandra NayakApril 8, 20220 ଢ଼େଙ୍କାନାଳ: ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦ ପୁର ପଞ୍ଚାୟତ ହାଇସ୍କୁଲ ଠାରେ ଗତ ୨୯.୦୩ ୨୨ରିଖଠାରୁ ଆସନ୍ତା ୧୬.୯୪ ୨୨ରିଖ ଯାଏ ବାଳିକା ମାନଂକ... Read more
ଗୋଖର ନାଗ ଦଂଶନରେ ମହିଳାଙ୍କ ମୃତୁSunil Chandra NayakApril 8, 2022April 8, 2022 by Sunil Chandra NayakApril 8, 2022April 8, 20220 ଜୁନାଗଡ଼,୭/୮(ନି.ପ୍ର) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଶର ଗ୍ରାମର ଜଣେ ମହିଳା ନାଗସାପ ଦଂଶନ କରିବା ରୁ ମୃତ୍ୟୁ ହୋଇଛି । ଚିଙ୍ଗୁଡ଼ିଶର ଗ୍ରାମର ପରମାନନ୍ଦ... Read more
ରେଳରୋକ ଆନ୍ଦୋଳନ ପାଇଁ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ପ୍ରସ୍ତୁତି ବୈଠକSunil Chandra NayakApril 8, 2022 by Sunil Chandra NayakApril 8, 20220 ନର୍ଲା (ମ.ନି.ସ)ରୁପ୍ରାରୋଡ ରେଳଷ୍ଟେସନରେ ରହି ଆସିଥିବା ଟ୍ରେନ୍ ଗୁଡିକ ଲକଡାଉନ ସମୟରେ ଯାହାକି ୩୦ ଏପ୍ରିଲ ୨୦୨୦ ମସିହାରୁ ବନ୍ଦ ହୋଇ ଯାଇଥିଲା। ତେବେ... Read more
ତୀର୍ଯ୍ୟକSunil Chandra NayakApril 8, 2022 by Sunil Chandra NayakApril 8, 20220 ପାର୍ଥ ସବ୍ୟସାଚୀ , ଜୟ ପାଟଣା... Read more
ଡେଭିଡ ଫୀଳିପ ଙ୍କ କବିତା – ମନ ର ଆଳାପSunil Chandra NayakApril 8, 2022 by Sunil Chandra NayakApril 8, 20220 ମନର ଆଳାପ ମନ, ମୋ ମନକୁ କହିଲା, ତୁ, ନା ନିଜକୁ ଭଲ ପାଉଛୁ ନା, ମୋତେ ଭଲ ପାଉଛୁ ଖୋଜି ବୁଲୁଛୁ... Read more