ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୮୨ ତମ ଅନନ୍ୟା ଅଡିଓ ଆସର ପର୍ଯ୍ଯବେକ୍ଷଣରେ ବାଲେଶ୍ଵର

ବାଲେଶ୍ଵର,୧୬/୭/୨୨- ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା ଜିଲ୍ଲା କେନ୍ଦୁଝରର ୮୨ ତମ ଅନନ୍ୟା ଅଡିଓ କବିତା ଆସର ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନ ପ୍ରାଣପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସର କାର୍ଯ୍ୟକ୍ରମରେ ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରାର ଜନୈକା ଉପଦେଷ୍ଟା ତଥା ଠାକୁର ଅନୁକୁଳ ଚନ୍ଦ୍ର ଆଶ୍ରିତ ଗୃହିଣୀ ମନୋଜ ମଞ୍ଜୁଳା ସେନାପତି ମୁଖ୍ୟ ଅତିଥି ଭାବେ ଆସୀନ ଥିବାବେଳେ ମାନବବାଦୀ ବ୍ୟକ୍ତିତ୍ୱ ଡ଼ଃ ନୀଳାଦ୍ରୀ ଜଗଦେଵ ଓ ସୁଶିକ୍ଷକ ସୁସଂଗଠକ ଗଜନୀ ଚନ୍ଦ୍ରଶେଖର ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ । ସୁନାମଧନ୍ୟ ଅନନ୍ୟା ପ୍ରତିଭା ପ୍ରଫୁଲ୍ଲ କୁମାର ହୋତା ଉଦ୍ଘାଟନ କରିଥିବା ବେଳେ ସୁଶ୍ରୀ ଆରାଧ୍ୟଙ୍କ ଶୁଭ ଶଙ୍ଖଧ୍ୱନି ଆସରକୁ ଆହ୍ୱାନ କରିଥିଲା । ଅନୁଷ୍ଠାନ ସକ୍ରିୟ ସଦସ୍ୟ କୁମାର ଷ୍ଟାର୍ଲିନଙ୍କ ଆଧ୍ୟାତ୍ମିକ ପରିଚାଳନାରେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ପ୍ରତାପ କିଶୋର ରାଉତଙ୍କ ଭକ୍ତି ଭଜନର ତାଳେ ତାଳେ ଉଜ୍ଜୟିନୀ ମିଶ୍ର ଓ ଅଙ୍କିତା ଦାଶ ଆଦି କଣ୍ଠଶିଳ୍ପୀ ମାନେ ଜଗନ୍ନାଥଙ୍କୁ ହୃଦୟରୁ ଭକ୍ତି ଅର୍ଘ୍ୟ ଭଜନ ମାଧ୍ୟମରେ ଅର୍ପଣ କରିଥିଲେ । ସମ୍ପାଦକ ଶ୍ରୀ ସେନାପତିଙ୍କ ସଂଯୋଜନାରେ ପରିଚାଳିତ ଆସରରେ ସୁକଣ୍ଠଶିଳ୍ପୀ ଆହ୍ଲାଦିନ ପାଣିଗ୍ରାହୀ ଦାଶ, ମାନସୀ ବେହୁରା, ଶାନ୍ତିଲତା ପଣ୍ଡା, ଉମାକାନ୍ତ ଦାସ ଓ ସଂଯୁକ୍ତା ସାହୁ ସମେତ ୨୧ଜଣ ପ୍ରତିଭା ତାଙ୍କର ସୁନ୍ଦର ଛନ୍ଦ କବିତା ଓ ମୁକ୍ତ ଛନ୍ଦର ରସବୋଧ ଆବୃତ୍ତି କରିଥିଲେ । ମୁଖ୍ୟ ଅତିଥିଙ୍କର ମାର୍ଗଦର୍ଶନ ପ୍ରେରଣାଦାୟକ ଓ ଭାବୋଦ୍ଦୀପକ ଥିଲା ।ହାସ୍ୟମୟୀ ରାଜ, ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ଦାଶ, ପ୍ରଭଞ୍ଜନ ତ୍ରିପାଠୀଙ୍କ ନିରୀକ୍ଷଣରେ ତଥା ସୁ ସାମ୍ବାଦିକ ସୁ ସାହିତ୍ୟିକ ନରେନ୍ଦ୍ର ପ୍ରସାଦ ବେହେରା ଓ ଧୀରେନ୍ଦ୍ର ମଲ୍ଲିକଙ୍କର ପର୍ଯ୍ୟବେକ୍ଷଣରେ ସମସ୍ତ ଅଡିଓ କବିତା ପରିବେଷଣ କରାଯାଇ ଜଗନ୍ନାଥଙ୍କ ପଦ ପଙ୍କଜରେ ସମର୍ପିତ କରାଯାଇଥିଲା । ଧାରା ଶ୍ରାବଣର ଘନ ଘନ ବର୍ଷାର ନିନାଦରେ ଏହି କାର୍ଯ୍ୟକ୍ରମର ଅନନ୍ୟ ଅନୁଭୂତି ଆଚାର୍ଯ୍ୟା ତାନଶ୍ରୀ ପାଣିଗ୍ରାହୀ କରିଥିବାବେଳେ ଧନ୍ୟବାଦ ଅର୍ପଣ ଅନନ୍ୟା ପ୍ରତିଭା ସ୍ୱପ୍ନା ମହାନ୍ତି, ଅନୁଷ୍ଠାନ ବାର୍ତ୍ତା ପ୍ରତିଭାଧାରିଣୀ ସ୍ୱାଗତିକା ସାହୁ ଓ ଶାନ୍ତିପାଠ ଅନନ୍ୟାର ମହାନ ପ୍ରତିଭା ଦୀପ୍ତିଦେଵଦର୍ଶିନୀ ସୂତାର କରିଥିଲେ । ଏହି ଆସରରେ ମୁଖ୍ୟ ଅତିଥିଙ୍କର ଶୁଭ ଜନ୍ମଦିବସ ପାଳନ କରାଯାଇଥିଲା ବେଳେ ଅନନ୍ୟାର ମୁଖ୍ୟ ସଂଚାଳକ ପ୍ରଭଞ୍ଜନ ତ୍ରିପାଠୀ ଅଭିନୟ ମାଧ୍ୟମରେ ମନୋରଞ୍ଜନ କରିଥିଲେ । ଅନନ୍ୟାର ସମସ୍ତ ସଦସ୍ୟ ସଦସ୍ୟାଙ୍କର ସମ୍ପୃକ୍ତି ଓ ସାଗ୍ରହ ତ୍ୟାଗପୂତ କର୍ମପ୍ରବଣତା ପ୍ରକଟିତ ହୋଇଥିଲା ସର୍ବଶେଷରେ ସହ ସମ୍ପାଦକ ଵିଷ୍ଣୁ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଆସର ସମାପ୍ତି ଘୋଷଣା କରାଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୟ କୁମାର ମିଶ୍ର ଙ୍କ କବିତା “ମରମ କଥାର, ଚରମ ସଂଗୀତ”

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଏକାଦଶ ଅଧ୍ଯାୟର ସାରକଥା–୧୧

Sunil Chandra Nayak

ଅଘୋଷିତ ବିଦ୍ଯୁତ୍ କାଟକୁ ନେଇ ଅସନ୍ତୋଷ୍ଟ ହିତାଧିକାରୀଙ୍କ ଗଣଧାରଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort