ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅତନୁଙ୍କ ମାରାଥନ୍ ସମିକ୍ଷା , ରାୟଗଡ ରେ ବିଜେଡି ର ନେତା କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ରାୟଗଡା:ମସୀହା :- ରାୟଗଡା ସ୍ଥାନୀୟ ହଷ୍ଟେଲ କୈଳାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମିକ୍ଷା ବୈଠକରେ ଦଳୀୟ ନେତା ଓ କର୍ମୀ ମାନଙ୍କୁ ମନୋମାଳିନ୍ଯ ଦୂରକରି ବ୍ଯକ୍ତିଗତ ସ୍ବାର୍ଥ ଲାଗି ଦଳ ବିରୋଧୀ ନହେବା ପାଇଁ ପରାମର୍ଶ ଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳର ଫଳାଫଳ ଯେମିତି ଖରାପ ନହୁଏ ସମୀକ୍ଷା ବୈଠକରେ ଦଳର ନେତା ଓ କର୍ମୀଙ୍କୁ ରୋକଠୋକ ଶୁଣାଇଛନ୍ତି। ବିଜେଡିର ଜିଲ୍ଲା ପର୍ଯ୍ଯବେକ୍ଷକ ତଥା ମହାକାଳ ପଡା ବିଧାୟକ ଅତନୁ ସବ୍ଯସାଚୀ ନାୟକ ସେ କହିଛନ୍ତି ଗତ ଜିଲ୍ଳାପରିଷଦ ନିର୍ବାଚନରେ ଗୋଷ୍ଠୀ କନ୍ଦଳ ଯୋଗୁଁ ୨୨ ଆସନରୁ ଦଳ ମାତ୍ର ୨ଟି ଆସନରେ ଦଳ ବିଜୟ ହେବା ଯୋଗୁଁ ଜିଲ୍ଲା ପରିଷଦ ସହ ଅଧିକାଂଶ କଂଗ୍ରେସ ହାତକୁ ଚାଲିଯାଇଥିଲା। ଏଥିପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ତୁଙ୍ଗ ନେତାଙ୍କ ଠାରୁ ଆରମ୍ଭ କରି ବ୍ଳକ୍ ସ୍ତରୀୟ କର୍ମୀଙ୍କ ଭୂମିକା ରହିବା ଦରକାର। ଦିନରେ କାଶିପୁର ବ୍ଳକର ଗୋରଖପୁରରେ କର୍ମୀ ସମ୍ମୀଳନୀରେ ଦଳର ତୁଙ୍ଗନେତା ଜଗଦୀଶ ପାତ୍ର ଓ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଦଳର କର୍ମୀଙ୍କ ଏକାଠି ହୋଇ ଲଢିବାକୁ ଅତନୁ କହିଥିଲେ। ରାୟଗଡାରେ ରାୟଗଡା, ବିଷମ କଟକ,ଗୁଣୁପୁର ନିର୍ବାଚନ ମଣ୍ତଳୀର ନେତାଙ୍କୁ ନେଇ ବୈଠକ କରିଥିଲେ। ୨ ଜିଲ୍ଳାପରିଷଦ ଜୋନ ସହ ରାୟଗଡା କାଶିପୁର ବ୍ଳକ କୁ ବିଜେଡି ଅକ୍ତିଆର କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ଯ ସଭା ସାଂସଦ ଏନ୍. ଭାସ୍କର ରାଓ ବୈଠକରେ ଉପସ୍ଥିତ ରହି ଗୋଷ୍ଠୀ କନ୍ଦଳ ଦୂର କରି ପୂର୍ବ ବିବାଦ ଭୂଲି ସମସ୍ତ କର୍ମୀ ଏକାଠି ହୋଇ କାମକରିବାକୁ ସାଂସଦ ଶ୍ରୀରାଓ ପରାମର୍ଶ ଦେଇଥିଲେ। କର୍ମୀଙ୍କ ସହଯୋଗ ରହିଲେ ଆସମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଜିଲ୍ଲା ସଭାପତି ସୁଧିର ଦାସ ମତ ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ଯମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓପଦେଣ୍ଟି ରାମୁଲୁଙ୍କ ସହ ୩ ନିର୍ବାଚନ ମଣ୍ତଳୀର ତୁଙ୍ଗ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।( ରାୟ ଗଡ ରୁ ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ)

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନେହରୁ ଯୁବ କେନ୍ଦ୍ର ପକ୍ଷରୁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ସାର ପାଇଁ  ଲ୍ୟାମ୍ପସ୍ ରେ  ତାଲା ଠୁଙ୍କିଲେ ଚାଷୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort