ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବି ଜେ ପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

ଥୁଆମୂଳ ରାମପୁର:/ କଲମପୁର ,ମ.ନି.ସ:-କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ୧-ନମ୍ବର ଯୋନ ଓ୨ ନମ୍ବର ଯୋନ ଜିଲ୍ଲା ପରିଷଦ ଆସନରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲ୍ଲା ସ୍ତରୀୟ BJP କର୍ମକର୍ତ୍ତା ଉପସ୍ଥିତ ରହି କର୍ମୀ ମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗୁରୁମନ୍ତ୍ର ଦେଇ ଥିବାବେଳେ,କଳାହାଣ୍ଡି ବାସୀ ଜିଲ୍ଲା ପରିଷଦ ନିର୍ବାଚନରେ କେବେବି ଭାରତୀୟ ଜନତା ପାର୍ଟିକୁ ନିରାଶ କରିନାହାଁନ୍ତି।ଚଳିତ ନିର୍ବାଚନରେ ମଧ୍ୟ ଭାରତୀୟ ଜନତା ପାର୍ଟିକୁ ନିଶ୍ଚିତ ଭାବେ ବିପୁଳ ପରିମାଣରେ ଭୋଟ ଦେଇ ନିର୍ବାଚିତ କରିବେ ବୋଲି ଦୃଢତା ସହ ପ୍ରକାଶ କରିଥିବା ବେଳେ,BJDର ଘୋଡ଼ା ବେପାର ରାଜନୀତିକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି ଆମର ଦୃଢ଼ ଆଶା ଓ ବିଶ୍ୱାସ ରହିଥିବା ବିଷୟରେ BJP କର୍ମକର୍ତ୍ତା ପ୍ରକାଶ କରିଥିଲେ ।

          ଏନେଇ କଲମପୁର ବ୍ଲକ ଯୋନ-୨ ମଣ୍ଡଳ ସଭାପତି କମଳ ବାଗ,ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଉପ-ସଭାପତି ପ୍ରଶାନ୍ତ ସାହୁ,ରାଜ୍ୟ ସାଧାରଣ ସମ୍ପାଦକ ଦିବ୍ୟ ଜ୍ୟୋତି ମୁଣ୍ଡ, ଧର୍ମଗଡ ନଗର ସଭାପତି ହରେକୃଷ୍ଣ ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ପୂର୍ବତନ କଲମପୁର ବ୍ଳକ୍ ସଭାପତି କ୍ଷୀରୋଦ ନାଏକ, SC ମୋର୍ଚ୍ଚା ସଭାପତି ଲମ୍ବୋଦର ଲୁହାର, OBC ମୋର୍ଚ୍ଚା ସଭାପତି କୃପାସିନ୍ଧୁ ସାହୁ,ଦେପୁର ଗ୍ରାମପଞ୍ଚାୟତ ଶକ୍ତିକେନ୍ଦ୍ର ପ୍ରମୁଖ ହେମନ୍ତ କୁମାର ବେହେରା, କଲମପୁରର ହରେକୃଷ୍ଣ ସାହୁ,ପଣ୍ଡିଗାଁର କୃଷ୍ଣଚନ୍ଦ୍ର ବାଗ,ହରମାଲର କପିଳ ପଟେଲ, ସେହିଭଳି ବନ୍ଧକନାର ସତ୍ୟବାନ ରାଉତ ପ୍ରମୁଖ ମତବ୍ୟକ୍ତ କରିଥିବା ବେଳେ, BJP କର୍ମୀଙ୍କ ମନରେ ଉତ୍ସାହ ଉର୍ଦ୍ଦପନା ଦେଖା ଦେଇଛି ।

କଲମପୁର ବ୍ଲକ ଯୋନ-୧ରେ ପୂର୍ଣ୍ଣିମୀ ମାଝୀ ଓ ଯୋନ-୨ରେ ମମତା ଗୋପାଳ BJPରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ହୋଇଥିବା ବେଳେ, ପଦ୍ମଫୁଲ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି କଲମପୁର ବ୍ଲକ ଅଞ୍ଚଳର ସମସ୍ତ ସର୍ବ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ତେବେ BJP କଲମପୁର ବ୍ଲକ ପ୍ରଭାରୀ ଭାବେ ସୁଶାନ୍ତ କୁମାର ରାଉତଙ୍କୁ ପୂର୍ଣ୍ଣ ଦାୟିତ୍ୱ ଦେଇଥିବା ବେଳେ, ଶ୍ରୀ ରାଉତ ଏହି ପଞ୍ଚାୟତ ତ୍ରିସ୍ତରୀୟ ନିର୍ବାଚନ ରଣନୀତି କ୍ଷେତ୍ରରେ କି ଭଳି ଲୋକ ସରର୍ଥନ ରହିବ ସେବିଷୟ ଆଗାମୀ ଦିନର ସମୟକୁ ଅପେକ୍ଷା କରିବାକୁ ପଡିବ। ସର୍ବଶେଷରେ ସୁଧୀର କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ କରିଥିଲେ ।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କାର୍ଯ୍ୟରତ ଥିବାବସ୍ଥାରେ ମୃତ୍ୟୁବରଣ କରିଥିବା ଶିକ୍ଷକ ମାନଙ୍କ ପରିବାର କୁ ପୁନର୍ବାସ ଯୋଜନାରେ ଚାକିରି ନିଯୁକ୍ତି ନିମନ୍ତେ ଦାବିପତ୍ର

Sunil Chandra Nayak

ଆନ୍ତର୍ଜାତିକ ଚିତ୍ର ଶିଳ୍ପୀ ପି .କେ. ମହାନନ୍ଦିଆ ଙ୍କ ପ୍ରେମ କାହାଣୀ। ସାଇକେଲିଆ ପ୍ରେମ

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ମିଳିତ ଜନଶୁଣାଣୀ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort