ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଟକ ଦେଇ ଇଣ୍ଟରସିଟି ଓ ଭୁବନେଶ୍ବରରୁ ରାଉରକେଲା ଦ୍ୱିତୀୟ ଇଣ୍ଟରସିଟି ଚଳାଚଳା ଦାବି

ରାଉରକେଲା/ ପଶ୍ଚିମ ଓଡିଶାଗାମୀ ଇଣ୍ଟରସିଟି ଟ୍ରେନଗୁଡିକୁ କଟକ ରେଳ ଷ୍ଟେସନ ମଧ୍ୟ ଦେଇ ଚଳାଇବାକୁ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ଦାବି କରାଯାଇଛି । ସେହିପରି ରାଉରକେଲାରୁ ଭୁବନେଶ୍ବର ଇଣ୍ଟରସିଟି ଚଳାଚଳ କରୁଥିବା ବେଳେ ସେହି ସମୟରେ ଭୁବନେଶ୍ଵରରୁ ରାଉରକେଲା ଦ୍ୱିତୀୟ ଇଣ୍ଟରସିଟି ଚଳାଚଳର ଆବଶ୍ୟକତା ଓ ଦାବି ବହୁ ଦିନରୁ ହୋଇଆସୁଛି। ଏହି ଟ୍ରେନ ଚଳାଗଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମଂଚର ସଭାପତି ଡାକ୍ତର ଫକୀର ଚାରଣ ହୋତା ଓ ସାଧାରଣ ସଂପାଦକ ପି ପି ରାୟ କହିଛନ୍ତି । ସେହିପରି ପଶ୍ଚିମ ଓଡିଶାରୁ ଯାତାୟତ ପାଇଁ କଟକ ସମେତ କେନ୍ଦ୍ରାପଡା,ଯାଯପୁର, ଜଗତସିଂହପୁର ଜିଲ୍ଲାର ଜନତା କଟକ ରେଳଷ୍ଟେସନ ଉପରେ ନିର୍ଭରଶୀଳ । ଦୈନନ୍ଦିନ ଯାତ୍ରା ଲାଗି କଟକ ରେଳଷ୍ଟେସନରୁ ପଶ୍ଚିମ ଓଡିଶା ଯିବାକୁ କୌଣସି ଇଣ୍ଟରସିଟି ଟ୍ରେନ ଚଳାଚଳ କରୁନାହିଁ । ଇଣ୍ଟରସିଟି ଟ୍ରେନ୍ କଟକ ଦେଇ ଚଳାଚଳ କଲେ ସମ୍ବଲପୁର ଅନୁଗୁଳରୁ ସକାଳେ ବାହାରି ଯାତ୍ରୀମାନେ ଅପରାହ୍ନରେ କଟକରୁ ଫେରିପାରନ୍ତେ। ଅନ୍ୟପଟେ ଭୁବନେଶ୍ବର ରୁ ରାଉରକେଲା ଇଣ୍ଟରସିଟି ଚଲାଇଲେ ଯାତ୍ରୀମାନେ ବହୁ ପରିମାଣରେ ଉପକୃତ ହେବା ସଂଗେ ସଂଗେ ଦୀର୍ଘ ଦିନରୁ ଥିବା ଦାବି ପୂରଣ ହୋଇପାରନ୍ତା ବୋଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହା ସହ କଟକ ସାଂସଦ ଭତ୍ତୃହରି ମହତାବ ରେଳ ମନ୍ତ୍ରୀଙ୍କ ନିକଟରେ ଏ ସଂକ୍ରାନ୍ତରେ ଉଠାଇଥିବା ପ୍ରସ୍ତାବକୁ ଯଥାର୍ଥ ଓ ଏହାକୁ ମଂଚ ସମର୍ଥନ କରୁଛି ବୋଲି ସଭାପତି ଡାକ୍ତର ହୋତା, ସାଧାରଣ ସଂପାଦକ ଶ୍ରୀ ରାୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଦାବି କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମା ହରଗୌରୀ ଦେବୀଙ୍କ ସୁଳି ଯାତ୍ରା ଓ ଦଶହରା ଯାତ୍ରା ପାଳିତ

Sunil Chandra Nayak

ମସୀହା ପ୍ରଭାବ :ବୃନ୍ଦାବତୀ ପାଇଲେ ପାଞ୍ଚ ମାସର ଭତ୍ତା

Sunil Chandra Nayak

ବିଏଡ୍ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort