Author : Sunil Chandra Nayak
ମେସିନ ସାଜିଛି ଶ୍ରମିକ
ନବରଙ୍ଗପୁର -: ମେସିନ କରୁଛି ସରକାରୀ କାମ ଶ୍ରମିକ ଯାଉଛି ଦାଦନ, ବିନା ସୂଚନା ଫଳକ ରେ ରାତା ରାତି ଜେସିବି ରେ ଚାଲିଛି ସରକାରୀ...
ନବରଙ୍ଗପୁର ବିଧାୟକ ଓ ବିଡ଼ିଓ ତୃତୀୟ ପର୍ଯ୍ୟାୟ ରେ ରୂପାନ୍ତରିତ ହେବାକୁଥିବା ଉଚ୍ଚ ବିଦ୍ୟାଳୟ ସ୍ଥିତି ପରଖିଲେ ଓ ଏସ ଏମ ସି ସହ ଆଲୋଚନା
ତେନ୍ତୁଳିଖୁଣ୍ଟି -୨୬/୦୮/୨୨ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତେନ୍ତୁଳିଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ତେନ୍ତୁଳିଖୁଣ୍ଟି ବ୍ଲକ ରେ ତୃତୀୟ ପର୍ଯ୍ୟାୟ ରୂପାନ୍ତର କାର୍ଯ୍ୟକ୍ରମରେ...
ଜମିରେ ମାଟି ମାଡ଼ି ଆସି ଚାଷୀ ମୁଣ୍ଡରେ ଚଡ଼କ
ତେନ୍ତୁଳିଖୁଣ୍ଟି 26/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ଲଗାଣ ବର୍ଷାରେ ମୋ ପୋଖରୀ ହୁଡ଼ା ଭାଙ୍ଗି...
ପବ୍ଲିକ୍ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ପିଟିବା ସହ ଅଶ୍ଳୀଳ ଭିଡିଓ ଦେଖାଉଥିଲେ ସହପାଠୀ
ନବରଙ୍ଗପୁର -: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧିନ ଏକ ପବ୍ଲିକ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ୫ଜଣ ସହପାଠୀ ଦୁଇ ମାସ...
ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ବିଶ୍ୱ ସଂସ୍କୃତ ଦିବସ ପାଳନ
ରୁପ୍ରା, ୨୬/୮ (ମନିସ) : ନର୍ଲା ବ୍ଲକ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପ୍ରା ଠାରେ ଆଜି ପୂର୍ବାହ୍ନରେ...
ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ପୁରଣା ବିଲ୍ଡିଂଗ ଠାରେ ସର୍ବ ସାଧାରଣ ଶୌଚାଳୟ,ପରିଶ୍ରାଗାର ଉଦଘାଟିତ
ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ପୁରଣା ବିଲଡିଙ୍ଗ ଠାରେ ସର୍ବ ସାଧାରଣ ଶୌଚାଳୟ,ପରିଶ୍ରାଗାର ଉଦଘାଟିତ ହୋଇଯାଇଅଛି। ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ମୁଖ୍ୟ ଅତିଥି ରୂପେ...
ଦୁଇ ବାଇକ୍ ମୁହାଁ ମୁହିଁ ,ଜଣେ ମୃତ ,ଦୁଇ ଗୁରୁତର
ମୟୂରଭଞ୍ଜ -୨୬/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର -ଯଶିପୁର ରାସ୍ତା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସନ୍ନିକଟ ରାସ୍ତାରେ ଆଜି...
ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ କାର୍ଯ୍ୟକ୍ରମ
ବ୍ୟୁରୋ -: ତା ୨୫.୦୮.୨୨ ରିଖ ସାହିତ୍ୟିକ କବି ବନ୍ଧୁ ପରିବାରର,ବାଲେଶ୍ଵର, ଓଡିଶା ତରଫରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୨୫.୦୮.୨୨ ରିଖ...
