ଅପରାହ୍ନ ପେପର ପକ୍ଷରୁ ବନ୍ଧୁ ମିଳନ, ସାମ୍ବାଦିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭାmasihaAugust 20, 2023 by masihaAugust 20, 20230 ବାଲେଶ୍ଵର,୨୦/୮/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ସଭାଗୃହ ମଧ୍ୟରେ ଦୈନିକ ପେପର ଅପରାହ୍ନ ପକ୍ଷରୁ ସାମ୍ବାଦିକ ମାନଙ୍କୁ ନେଇ... Read more
ଡିଗ୍ରୀ ମହାବିଦ୍ୟାଳୟ ଏନସିସି ପକ୍ଷରୁ ପୁନିତ ସାଗର ଅଭିଯାନmasihaAugust 20, 2023 by masihaAugust 20, 20230 କୋକସରା,୧୯/୦୮// କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନ ହିତକର ଉଦ୍ଦେଶ୍ୟରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପୁନିତ ସାଗର ଅଭିଯାନ କାର୍ଯ୍ୟକ୍ରମ କୋକସରା... Read more
ବସ୍ କୁ ଧକ୍କା ଦେଲା ବସ୍masihaAugust 20, 2023 by masihaAugust 20, 20230 ବାଲେଶ୍ବର,୨୦/୮/୨୩ – ବାଲେଶ୍ଵର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା ଅନ୍ୟ ଏକ ତୀର୍ଥ... Read more
ରାୟଗଡାରେ ୪ର୍ଥ ତମ ଜିଲ୍ଲା ସ୍ତରୀୟ ଓପେନ ବେଡ଼ମିଣ୍ଟନ ଚାମ୍ପିୟନସିପ ଅନୁଷ୍ଠିତmasihaAugust 20, 2023 by masihaAugust 20, 20230 ରାୟଗଡା / ୨୦ /୮/୨୩: ରାୟଗଡା ବେଡମିଣ୍ଟନ ଆସୋସିଏସନ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଗତ ୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି... Read more
ଏନଏଚ ୨୬ ରୁ ଡେଙ୍ଗାଗୁଡା ମହିମା ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକmasihaAugust 20, 2023 by masihaAugust 20, 20230 କୋକସରା,୧୯/୦୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକରୁ ଡେଙ୍ଗାଗୁଡା ମହିମା ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଶନିବାର... Read more
ରିଷିଡା ଏକଳ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମmasihaAugust 20, 2023 by masihaAugust 20, 20230 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଆଞ୍ଚଳିକ ଏକଳ ବିଦ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ ହୋଇ ଯାଇଛି l ସ୍ଥାନୀୟ ମାଁ ତାରିଣୀ... Read more
ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଶନଵଣି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁmasihaAugust 20, 2023 by masihaAugust 20, 20230 ମୟୂରଭଞ୍ଜ – ୧୯/୮ ( ମସିହା)ରାଇରଙ୍ଗପୁର ସହର ସନ୍ନିକଟ ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ତଥା ସହରଠାରୁ ୫ କିମି ଦୂରରେ ଆଜି... Read more
ସରିଆଁରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଆୟୋଜିତmasihaAugust 20, 2023 by masihaAugust 20, 20230 ନର୍ଲା:( ମସିହା )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ... Read more
ବୋଲ ବମ କାଉଡ଼ିଆ ସେବା ଶିବିର ଶୁଭ ଉଦଘାଟନmasihaAugust 20, 2023 by masihaAugust 20, 20230 ନୂଆପଡା ,୨୦.୦୮.(ସୁଜିତ କୁମାର ପ୍ରଧାନ)ନୂଆପଡା ଜ଼ୀଲ୍ଲା ମାରବାଡି ଯୁବାମଞ୍ଚ ଖଡ଼ିଆଳ ଶାଖା ପକ୍ଷରୁ ବୋଡେ଼ନ ବ୍ଲକ ବୁଢ଼ାପଡ଼ା ଠାରେ ବୋଲବମ କାଉଡ଼ିଆ ଶ୍ରଦ୍ଧାଳୁ ଙ୍କ... Read more
ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉପରେ କାଳିମାଡ ଘଟଣାକୁ ନେଇ ଧର୍ମଗଡ ବିଜୁ ଜନତା ଦଳର ତୀବ୍ର ନିନ୍ଦା ସହ ନୀରବ ଶୋଭାଯାତ୍ରାmasihaAugust 20, 2023 by masihaAugust 20, 20230 ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉପରେ... Read more