ପୋଲିସଙ୍କ ଦ୍ୱାରା ଚଢାଉ ୧୬୦ ଲିଟର ମଦ ଜବତSunil Chandra NayakApril 25, 2023 by Sunil Chandra NayakApril 25, 20230 ବନ୍ଧୁଗାଁ,୨୫।୦୪।୨୩,ଲକ୍ଷ୍ମୀପୁର ଏସଡିପିଓଙ୍କ ନେତୃତ୍ଵରେ ବନ୍ଧୁଗାଁ ପୋଲିସ ତରଫରୁ ଏଡଗୁମବାଲସା ଠାରେ ଚାଲିଥିବା ଏକ ଦେସି ଭାଟି ଉପରେ ଚଢାଉ କରାଜାଇଥିଲା । ପୋଲିସକୁ ଦେଖି... Read more
ବହୁ ଚର୍ଚ୍ଚିତ ନିଖୋଜ ଦେଢ଼ ବର୍ଷ ର ଶିଶୁ କନ୍ୟା ଵର୍ଷାର ମୃତଦେହ ଉଦ୍ଧାରSunil Chandra NayakApril 24, 2023 by Sunil Chandra NayakApril 24, 20230 ମୟୂରଭଞ୍ଜ:- ୨୪/୦୪/୨୦୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଓ ଝରାଡିହି ଫାଣ୍ଡି ଅନ୍ତର୍ଗତ ବଡକେଡମ ଗ୍ରାମ ନିକଟସ୍ଥ ମଙ୍ଗଲଡିହି ସାହିର ଖେଲା ଟୁଡୁ’ଙ୍କ... Read more
ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ ମାମଲା,ଗିରଫ ହେଲେ ରାଜସ୍ବ ନିରୀକ୍ଷକSunil Chandra NayakApril 22, 2023 by Sunil Chandra NayakApril 22, 20230 କାମାକ୍ଷାନଗର(ମ ନି ସ)୨୨/୦୪_ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ନକଲ ଦସ୍ତଖତ ମାରି ଅଡ଼ୁଆରେ ପଡି ଯାଇଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ ବିଶ୍ଵନାଥ ପ୍ରଧାନ... Read more
ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ପୃଥକ ମାମଲା ରୁଜୁ, ୩ ନାବାଳିକାଙ୍କ ବୟାନ ରେକର୍ଡSunil Chandra NayakApril 22, 2023 by Sunil Chandra NayakApril 22, 20230 ପାଞ୍ଚ ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ୍ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଞ୍ଚଳର ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ନେଇ... Read more
ଶିମିଳିପାଳ ଅଭୟାରଣ୍ୟ ରୁ ୪ ହାତୀ ଦାନ୍ତ ସହିତ ଶିକାରୀ ଗିରଫSunil Chandra NayakApril 22, 2023April 22, 2023 by Sunil Chandra NayakApril 22, 2023April 22, 20230 ମୟୂରଭଞ୍ଜ-:୨୧/୪ (ମସିହା) ଶିମିଳିପାଳ ଅସ୍ତକୁଆଁର ଗାଁରୁ ୪ଟି ହାତୀ ଦାନ୍ତ ଜବତ ହୋଇଛି । ହାତୀ ଦାନ୍ତ ସହ ଜଣଙ୍କୁ ଗିରଫ କରିଛି ବନ... Read more
କାମାନ୍ଧ ,ଶଶ୍ବର ଘର ଟଙ୍କା ଉପରେ ନଜର ଓ ପତ୍ନୀର ଅନ୍ତରଙ୍ଗ ଭିଡ଼ିଓ ଭାଇରଲ କରି ବନ୍ଧା ହେଲେ ଉଚ୍ଚ ଶିକ୍ଷିତ ଡାକ୍ତର Sunil Chandra NayakApril 21, 2023 by Sunil Chandra NayakApril 21, 20230 ମୟୂରଭଞ୍ଜ – ୨୧/୦୪ (ମସିହା) :ସାତ ଜନ୍ମକୁ ସାକ୍ଷୀ କରି ହାତ ଧରି ରହିଥିବା ଓ ସୁହାଗ ସିନ୍ଦୁର ପିନ୍ଧାଇ ଥିବା ପତ୍ନୀର ଅନ୍ତରଙ୍ଗ... Read more
ପରକୀୟା ପ୍ରୀତି ସନ୍ଦେହ ରେ ପତ୍ନୀହତ୍ୟା: ହତ୍ୟାକାରୀ ସ୍ୱାମୀ କୁ ଆଜୀବନ କାରାଦଣ୍ଡାଦେଶSunil Chandra NayakApril 21, 2023 by Sunil Chandra NayakApril 21, 20230 କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁହୁରିଗୁମା ଗାଁରେ ଗତ ୨୦୧୯ ମସିହାରେ ଅଗସ୍ତି ମାଝୀ ନିଜ ପତ୍ନୀର ଚରିତ୍ର କୁ ସନ୍ଦେହ କରି... Read more
ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ୨ଜଣ ଗିରଫ ।Sunil Chandra NayakApril 21, 2023 by Sunil Chandra NayakApril 21, 20230 ନର୍ଲା,(ମସିହା ): ନର୍ଲା ଥାନା ଅନ୍ତର୍ଗତ ବାଲିସିଙ୍ଗା ପଞ୍ଚାୟତ ଅଧିନସ୍ଥ ବୋରିଙ୍ଗ ପଦର ଗ୍ରାମର ବାସିନ୍ଦା ଡମ୍ବରୂଧର ଗଡତିଆଙ୍କ ଅଭିଯୋଗ ଅନୁଯାୟୀ ଗତ ୧୧... Read more
୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୫ ଯୁବକଙ୍କ ନାମରେ ମାମଲାSunil Chandra NayakApril 20, 2023 by Sunil Chandra NayakApril 20, 20230 ଲାଞ୍ଜିଗଡ,୨୦/୦୪(ମନିସ)-ଲାଞ୍ଜିଗଡ ବ୍ଲକ ବିଜେପୁର ଥାନାଞ୍ଚଳରେ ୩ ଜଣ ନାବାଳିକାଙ୍କୁ ପାଞ୍ଚଜଣ ଯୁବକ ଗଣଦୁଷ୍କର୍ମ କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି । ବିଜେପୁର... Read more
ବହୁ ଚର୍ଚ୍ଚିତ ୟୁପି ଗଞ୍ଜେଇ ଚାଲାଣ ମାମଲା , ଦୁଇ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୈରାଜଜ୍Sunil Chandra NayakApril 20, 2023 by Sunil Chandra NayakApril 20, 20230 ଗତ ୨୦୨୨ ମସିହା ଜାନୁଆରୀ ୨୬ ତାରିଖରେ ଏକ ୟୁପି ନମ୍ବର ବସର ଡିକି ରେ ୭୬୮ କେଜି ଗଞ୍ଜେଇ ଚୋରାଚାଲାଣ ମାମଲାର ରାୟ... Read more