ବିଜେପିର ତ୍ରିରଙ୍ଗା ଯାତ୍ରା ନେଇ ପ୍ରସୂତି ବୈଠକmasihaAugust 12, 2023 by masihaAugust 12, 20230 ପାପଡାହାଣ୍ଡି,12/08, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡ଼ା ଠାରେ ବିଜେପିର ତ୍ରିରଙ୍ଗା ଯାତ୍ରା ନେଇ ଶନିବାର ଏକ ପ୍ରସୂତି ବୈଠକ ଅନୁଷ୍ଠିତ... Read more
ତାରାପୁରରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ୨ କଂଗ୍ରେସ, ୧ ବିଜେପି ନେତାmasihaAugust 11, 2023 by masihaAugust 11, 20230 ଲାଞ୍ଜିଗଡ଼,୧୨/୦୮(ମନିସ)-ରାଜ୍ୟର ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଜଣେ ମହିଳା ନେତ୍ରୀଙ୍କ ସମେତ ୩ଜଣ କଂଗ୍ରେସ ନେତା... Read more
“ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ଗସ୍ତSunil Chandra NayakAugust 10, 2023 by Sunil Chandra NayakAugust 10, 20230 ମୟୂରଭଞ୍ଜ ତା : ୧0/0୮/୨୩ ( ମସିହା) ରିଖ ଅଖିଳ ଭାରତୀୟ କଂଗ୍ରେସ କମିଟି ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖଡ଼ଗେଙ୍କ ନିର୍ଦେଶ କ୍ରମେ... Read more
ବ୍ଲକ ସ୍ତରୀୟ ଆନ୍ଦୋଳନ ପାଇଁ ବ୍ଲକ କଂଗ୍ରେସ ର ପ୍ରସ୍ତୁତି ବୈଠକSunil Chandra NayakAugust 10, 2023 by Sunil Chandra NayakAugust 10, 20230 ତେନ୍ତୁଳିଖୁଣ୍ଟି -୧୦/୦୮/୨୩ -ଦରଦାମ ବୃଦ୍ଧି ,ବେକାରୀ ସମସ୍ୟା ,ଦୁର୍ନୀତି ଆଦି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ବ୍ଲକ ସ୍ତରରେ ଆନ୍ଦୋଳନ... Read more
ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବ୍ଲକ କଂଗ୍ରେସ ତରଫରୁ ବିଶାଳ ଶୋଭାଯାତ୍ରାSunil Chandra NayakAugust 9, 2023 by Sunil Chandra NayakAugust 9, 20230 ଲାଞ୍ଜିଗଡ଼,୦୯/୦୮(ମନିସ)-ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଆଜି ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ତରଫରୁ ବିଶ୍ବନାଥପୁରଠାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି... Read more
କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତି ଉଦ୍ୟେଶ ରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନSunil Chandra NayakAugust 9, 2023 by Sunil Chandra NayakAugust 9, 20230 ପାପଡାହାଣ୍ଡି,09/08, ମନିସ — -ଡାବୁଗାଁ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ 10 ଦଫା ଦାବି ନେଇ ବୁଧବାର ପାପଡାହାଣ୍ଡି ବିଡ଼ିଓ ଦିବାକର ବାଗ ଙ୍କୁ... Read more
ମଣିପୁର ଆଦିବାସୀ ଙ୍କ ପ୍ରତି ଅନ୍ୟାୟ ପ୍ରତିବାଦ ରେ କଂଗ୍ରେସ ଦଳ ତରଫରୁ ୧୦ ଦଫା ଦାବୀ ପ୍ରଦାନSunil Chandra NayakAugust 9, 2023 by Sunil Chandra NayakAugust 9, 20230 ନବରଙ୍ଗପୁର୯/୮(ମସିହା) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ କଂଗେସ କମିଟି ତରଫରୁ ୧୦ ଦଫା ଦାବୀ ପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ... Read more
ଚର୍ଚ୍ଚାରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ନୀଳାମ୍ବର ସାହୁSunil Chandra NayakAugust 9, 2023 by Sunil Chandra NayakAugust 9, 20230 ଭବାନୀପାଟଣା, : ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ... Read more
“ବୌଦ୍ଧ ବିଜେପି ଜିଲ୍ଲା ତରଫରୁ ” ମୋ ମାଟି ମୋ ଦେଶ ,” ଜିଲ୍ଲା ସ୍ତରୀୟ ବୈଠକ ” Sunil Chandra NayakAugust 8, 2023 by Sunil Chandra NayakAugust 8, 20230 ଆଜି -୦୮.୦୮ – ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ,ଜିଲ୍ଲା ସ୍ତରୀୟ ବୈଠକ “ମୋ ମାଟି ମୋ ଦେଶ” ସମନ୍ଧିତ କାର୍ଯ୍ୟକ୍ରମ ବୌଦ୍ଧ... Read more
ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ପୂର୍ବତନ ଉପ ସଭାପତି ରାଜଧାନୀ ଦିଲ୍ଲୀ ରେ ପାଳିଆମେଣ୍ଟ ଘେରାଉ ରେ ସାମିଲ Sunil Chandra NayakAugust 8, 2023 by Sunil Chandra NayakAugust 8, 20230 ନୂଆପଡା, (ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ଉପସଭାପତି ତଥା ପୂର୍ବତନ ରାଷ୍ଟ୍ରୀୟ ସଂଯୋଜକ... Read more