ଭାରତୀୟ ଜାତୀୟ ଛାତ୍ର ସଂଗଠନ ଦ୍ୱାରା ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବୀ ପତ୍ର ପ୍ରଦାନ
ନବରଙ୍ଗପୁର-(ମସିହା)ନବରଙ୍ଗପୁର ଜିଲ୍ଲା ଭାରତୀୟ ଜାତୀୟ ଛାତ୍ର ସଂଗଠନ ଦ୍ୱାରା ସମଗ୍ର ଦେଶରେ ଛାତ୍ର ଛାତ୍ରୀ ମାନଙ୍କ ସମସ୍ୟାକୁ ନେଇ ସାରା ଓଡିଶାର ସମସ୍ତ ମହାବିଦ୍ୟାଳୟ...
