ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁଙ୍କ ବିରୋଧରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏତଲାmasihaSeptember 3, 2023 by masihaSeptember 3, 20230 ମୟୂରଭଞ୍ଜ- ୩/୯ ( ମସିହା) ସାରା ଭାରତରେ କୁଡୁମି ସମାଜର ଲୋକେ ୩ କୋଟିରୁ ଉର୍ଦ୍ଧ୍ବ ବସବାସ କରୁଥିବା ବେଳେ ଓଡ଼ିଶାରେ ୨୫ ଲକ୍ଷ... Read more
ଆମ ପରିବେଶ ସବୁଜ ସୁନ୍ଦର କାର୍ଯ୍ୟକ୍ରମmasihaSeptember 3, 2023 by masihaSeptember 3, 20230 କାମାକ୍ଷାନଗର (ମନିସ )3/9/23 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଆଖୁଆପାଳ ଗ୍ରାମ ପଞ୍ଚାୟତ ର ଦଦରାଘାଟି... Read more
ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମmasihaSeptember 3, 2023 by masihaSeptember 3, 20230 ଅଦ୍ୟ ତା-୦୩.୦୯.୨୦୨୩ ରିଖ ରବିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ସ୍ଥାନୀୟ ଜି.ସି.ଡି(ଜିଲ୍ଳା) ହାଇ ସ୍କୁଲ ରେ ପ୍ରାତଃ ୯.୩୦... Read more
ସରେଇପାଲି ରେ ରାଜ୍ୟ ସ୍ତରୀୟ ଆଦିବାସୀ ସମ୍ମିଳନୀmasihaSeptember 3, 2023 by masihaSeptember 3, 20230 ଛତିଶଗଡ ରାଜ୍ୟର ମହାଶମୁନ୍ଦ ଜ଼ିଲ୍ଲା ର ସରେଇପାଲି ଠାରେ ଏକ ବିଶାଳ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଛତିଶଗଡ ରାଜ୍ୟରେ ୧୨ ଆଦିବାସୀ... Read more
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତmasihaSeptember 3, 2023 by masihaSeptember 3, 20230 ରାୟଗଡ:-ତା.03/09/2023-// ରାୟଗଡ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅତିରକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଭାସ୍କର ରୋଇତ ସମେତ କାର୍ଯ୍ୟଳୟର ସମସ୍ତ କର୍ମଚାରୀଙ୍କ ସମିଳିତ ଉଦ୍ୟମ ଫଳରେ କାର୍ଯ୍ୟଳୟ... Read more
ଆଗଲପୁର ବ୍ଲକ ରୋତ ଗାଁ ରେ ବିନ୍ଧ୍ୟବାସିନୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ରାଜ୍ୟସଭା ସାଂସଦmasihaSeptember 3, 2023 by masihaSeptember 3, 20230 ବଲାଙ୍ଗିର ତା ୩ /୯ ବଲାଙ୍ଗିର ଜ଼ିଲ୍ଲା ଆଗଲପୁର ବ୍ଲକ ର ରୋତ ଗାଁ ରେ ବିଂଝାଲ ସମାଜର ଇଷ୍ଟ ଦେବୀ ମା ବିନ୍ଧ୍ୟବାସିନୀ... Read more
ସମୂହ ଛୁଟିରେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ : ଦ୍ୱନ୍ଦ ରେ ହିତାଧିକାରୀ ଉନ୍ନୟନ ,କାର୍ଯ୍ୟ ଠପ masihaSeptember 3, 2023 by masihaSeptember 3, 20230 ତେନ୍ତୁଳିଖୁଣ୍ଟି : ୦୩/୦୯/୨୩ // ରାଜ୍ୟ ପି ଇ ଓ ସଂଘ ଆହ୍ୱାନରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ କାର୍ଯ୍ୟରତ ସମସ୍ତ ୬ଜଣ... Read more
ତାଳୁକ ଆଇନ ସେବା ସମିତି ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତmasihaSeptember 3, 2023 by masihaSeptember 3, 20230 ଜୁନାଗଡ଼୩/୯(ମ ନି ସ) -ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଟିଗାଁ ଠାରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ ସ୍ଥାଇ... Read more
ଧର୍ମଗଡକୁ ଜିଲ୍ଲା ଗଠନ ଦାବୀରେ ଗଣଧାରଣା , ସପ୍ତମ ଦିବସରେ , ସମର୍ଥନରେ ବସିଲେ ଧର୍ମଗଡ ଓକିଲ ସଂଘmasihaSeptember 3, 2023 by masihaSeptember 3, 20230 ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ସପ୍ତମ ଦିବସରେ ରେ ଆଜି ଧର୍ମଗଡ ଓକିଲ ସଂଘ ପକ୍ଷରୁ ପ୍ରତୀକ ସମର୍ଥନ ପ୍ରଦର୍ଶନ କରାଯାଉଛି।... Read more
ପ୍ରଧାନମନ୍ତ୍ରୀ ଆବାସ ଗୃହ ତିଆରି କରିବେ କେଉଁ ଠାରେ ଅସହାୟ ମହିଳା ? ନିଜେ ଅଧିଗ୍ରହଣ କରି ଥିବା ଘର ଡିହରେ ଘର ନ କରିବାକୁ କିଛି ମୁଷ୍ଟି ମେୟ ଲୋକଙ୍କ ବିରୋଧmasihaSeptember 2, 2023 by masihaSeptember 2, 20230 ବନ୍ଧୁଗାଁ ତା ୨/୯/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡ଼ି ପଞ୍ଚାୟତ ସଦର ସାହିର ସ୍ୱାମୀ ଶାଶୁ ଶ୍ୱଶୁର ଙ୍କ ଦ୍ଵାରା ନିର୍ଯ୍ୟାତିତ... Read more