କୃଷି ସେବା ସଂଘ ର କ୍ୟାଡ଼ର ପୁନର୍ବିନ୍ୟାସ ଦାବୀ ରେ ଜିଲ୍ଲା ଓ ବ୍ଲକ ସ୍ତରୀୟ କୃଷି ଅଧିକାରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନେକ ସେବା ବାଧିତ :କମ ବର୍ଷା ରେ ଚାଷୀ ରୋଗ ପୋକ ନିୟନ୍ତ୍ରଣ କରିବ କିପରି
ତେନ୍ତୁଳିଖୁଣ୍ଟି ୦୨/୦୯/୨୩ // ଓଡିଶା କୃଷି ସେବା ସଂଘ ଖାଲି ଥିବା ପଦବୀ ପୂରଣ , ପଦବୀ ଅନୁସାରେ ଦରମା ହାର ନିର୍ଦ୍ଧାର ଆଦି...
