ସିଆରପିଏଫ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିରSunil Chandra NayakJanuary 30, 2023 by Sunil Chandra NayakJanuary 30, 20230 ମ,ରାମପୁର,୩୦/୧( ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଳକ୍ ଅନ୍ତର୍ଗତ ମ.ରାମପୁର ଠାରେ ଥିବା ଇ/୬୪ ବାଟାଲିୟନ ଓ ଆଦିବାସୀ ଅଧ୍ୟୁଷିତ ପଂଚାୟତ ଲୁବେନ୍... Read more
ଥୁଆମୁଳ ରାମପୁର ବ୍ଳକ ସ୍ଥିତ ସମାଗୁଡାରେ ମାଘ ଟୋକି ପର୍ବ ପାଳିତSunil Chandra NayakJanuary 30, 2023 by Sunil Chandra NayakJanuary 30, 20230 ଥୁଆମୂଳ ରାମପୁର: ୩୦/୦୧ (ମ.ନି.ସ):- ବର୍ଷର ୧୨ ମାସରେ ଆଦିବାସୀ ଜନଜାତିଙ୍କ ବିଭିନ୍ନ ପର୍ବପର୍ବାଣି ମଧ୍ଯରୁ ଟୋକ ପର୍ବଟି ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।... Read more
ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳSunil Chandra NayakJanuary 30, 2023 by Sunil Chandra NayakJanuary 30, 20230 ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ୩ ଦିନିଆ ଶୋକ ରାଜ୍ୟ ସରକାର ଘୋଷଣା କରିଛନ୍ତି….. ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା... Read more
ଗୋଇନ୍ଦୀମୁଣ୍ଡା ଛକ ନିକଟରେ ବାଇକ ଧକ୍କାରେ ବାଇକ ଆରୋହୀଙ୍କ ଭାଙ୍ଗିଲା ଗୋଡ଼ Sunil Chandra NayakJanuary 30, 2023 by Sunil Chandra NayakJanuary 30, 20230 ଗୋଳାମୁଣ୍ଡା/୩୦/୧/ମସିହା/ଗୋଲାମୁଣ୍ଡା ଥାନା ବିଜୁ ଏକ୍ସପ୍ରେସୱେ ଗୋଇନ୍ଦୀମୁଣ୍ଡା ପାଖରେ ଏକ ଅଜଣା ବାଇକ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହେଇଥିବା ଜଣାପଡିଛି।ଗତକାଲି ରବିବାର ଦିନ... Read more
ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମାପନ Sunil Chandra NayakJanuary 30, 2023 by Sunil Chandra NayakJanuary 30, 20230 ମ.ରାମପୁର,୩୦/୦୧(ମସୀହା): ରାହୁଲ ଗାନ୍ଧୀ ଗତ ପ୍ରାୟ ୫ ମାସରୁ ଉର୍ଦ୍ଧ୍ବ ହେଲା ତାଙ୍କ ଭାରତ ଯୋଡ୍ କାର୍ଯ୍ୟକ୍ରମ କରି ପଦ ଯାତ୍ରା ଆରମ୍ଭ କରିଥିଲେ... Read more
ପ୍ରକାଶ ପାଇଲା ନିବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁନ୍ଦରଗଡ଼Sunil Chandra NayakJanuary 30, 2023 by Sunil Chandra NayakJanuary 30, 20230 ବାଲେଶ୍ଵର,୩୦/୦୧/୨୩- ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃପରେ ଅନଲାଇନ୍ ମାଧ୍ୟମରେ ହୋଇଥିବା ପାକ୍ଷିକ ନିବନ୍ଧ ପ୍ରସଙ୍ଗ – ” ରାଷ୍ଟ୍ରବାଦ ଓ ନେତାଜୀ” ପ୍ରତିଯୋଗିତାର ଫଳାଫଳ... Read more
ବାଣପୁର ବଜାରରେ ବାଇକି କୁ ପିଟିଲା ବାଇକ: ଜଣେ ଗୁରୁତର !!!Sunil Chandra NayakJanuary 30, 2023 by Sunil Chandra NayakJanuary 30, 20230 ବାଣପୁର:- ୨୯।୧ ବେପାରୁଆ ଗାଡି ଚାଳନା ଯୋଗୁ ବାଣପୁର ବଜାରରେ ଘଟିଛି ଏକ ମର୍ମତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତି ଆହାତ... Read more
ନର୍ଲାବ୍ଲକ୍ ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ, ଆଗାମୀ ମାର୍ଚ୍ଚମାସ ୧୫ ତାରିଖରୁ ଷ୍ଟିଅରିଂ ଛାଡ ନିଷ୍ପତିSunil Chandra NayakJanuary 30, 2023 by Sunil Chandra NayakJanuary 30, 20230 ରୁପ୍ରା, ୨୯/୧ (ମନିସ): କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ମୁସ୍କୁଟି ଠାରେ ବ୍ଲକ୍ ଅଧିନ ସମସ୍ତ ୨୬ ଗୋଟି ଗ୍ରାମ ପଞ୍ଚାୟତରୁ ଶତାଧିକ ଗାଡି... Read more
ଚିପୁଲ୍ ଠାରେ ବ୍ଲକସ୍ତରୀୟ ନର୍ଲା ଡମ୍ବ ସମାଜର ଆମ୍ବେଦକର ବାଦିଙ୍କ ପ୍ରସ୍ତୁତି ବୈଠକSunil Chandra NayakJanuary 30, 2023 by Sunil Chandra NayakJanuary 30, 20230 ରୁପ୍ରା, ୨୯/୧ (ମନିସ) : ନର୍ଲା ବ୍ଲକ୍ ସର୍ଗିଗୁଡ଼ା ପଞ୍ଚାୟତ ନିକଟସ୍ଥ ଚିପୁଲ ନର୍ସରୀ ଠାରେ ନର୍ଲା ବ୍ଲକ୍ ଡମ ସମାଜର ଆମ୍ବେଦକର ବାଦିଙ୍କ... Read more
ଆର୍. କେ. ଶକୁନ୍ତଳା ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ Sunil Chandra NayakJanuary 30, 2023January 30, 2023 by Sunil Chandra NayakJanuary 30, 2023January 30, 20230 ରୁପ୍ରା, ୨୯/୧ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ଆର୍. କେ. ଶକୁନ୍ତଳା ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଏକାଡେମୀ... Read more