କାମାକ୍ଷାନଗର ସହରର ସର୍ଵପୁରାତନ ୧୫୦ ଵର୍ଷ ତଳର କୂଅ ପୁନରୁଦ୍ଧାର Sunil Chandra NayakJanuary 18, 2023 by Sunil Chandra NayakJanuary 18, 20230 କାମାକ୍ଷାନଗର ( ମ ନି ସ)୧୮/୦୧_କାମାକ୍ଷାନଗର ସହର ତରୁଣ ବଜାର ସ୍ଥିତ ୧୫୦ ବର୍ଷ ତଳର ସର୍ବପୁରାତନ କୂଅ ଯାହା ସହରଵାସୀଙ୍କ ପାଇଁ ଐତିହାସିକ... Read more
ସଂସ୍କୃତି ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଜ୍ୟୋତିର୍ବିଦSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 କୁଜଙ୍ଗ :- ମନରେ ଅଦମ୍ୟ ଅଭିଳାଷ, ଅପେକ୍ଷା କରିବାର ଧର୍ଯ୍ୟ ମଣିଷକୁ ଅନେକ କିଛି ଭେଟି ଦେଇଥାଏ ! ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ... Read more
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବଲାଙ୍ଗିର ଜିଲ୍ଲା ର ୧୧୪ ଜଣ ବରିଷ୍ଠ ନାଗରିକ ଙ୍କ ବୃନ୍ଦାବନ ,ମଥୁରା ଓ ଆଗ୍ରା ତୀର୍ଥ ଯାତ୍ରାSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 ବଲାଙ୍ଗିର ୧୮ /୦୧ ବଲାଙ୍ଗିର ଜିଲ୍ଲା ବିଭିନ୍ନ ଅଞ୍ଚଳର ର ୧୧୪ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ... Read more
ବଲାଙ୍ଗିର ଜିଲ୍ଲା କୁ “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 ବଲାଙ୍ଗିର ୧୮/୦୧ ବିଗତ ଦୁଇ ବର୍ଷ ମଧ୍ୟରେ ବଲାଙ୍ଗିର ଜିଲାରେ ତୃତୀୟ ଲିଙ୍ଗ ମାନଙ୍କ କଲ୍ୟାଣ ନିମନ୍ତେ ତଥା ବିଭିନ୍ନ ସରକାରୀ ଯୋଜନା ଗୁଡିକରେ... Read more
ମ.ରାମପୁର ରେ ୩୪ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 ମ.ରାମପୁର,୧୮/୦୧(ମସୀହା):କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ ପ୍ରାଧିକରଣ ଓ ମ.ରାମପୁର ଥାନା ର ମିଳିତ ଆନୂକୁଲ୍ୟରେ ୩୪ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସଚେତନତା... Read more
ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ । ବାଜା ସାଲ ଓ ଢୋଲ ମହୁରୀ ରେ ଦୁଲୁକିଲା ମଞ୍ଚSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 ଧର୍ମଗଡ:୧୮/୧/୨୩// ଧର୍ମଗଡ ଠାରେ ଗତ ୧୫ ତାରିଖ ଠାରୁ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେଉ ଥିବା କଳାହାଣ୍ଡି ଉତ୍ସବ ଘୁମରା-୨୦୨୩ ର ଆଜି... Read more
କୋକସରା ଓ ଆମପାଣି ପୁଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 କୋକସରା,୧୭/୦୧// କଳାହାଣ୍ଡି ଆଞ୍ଚଳିକ ପ୍ରାଧିକରଣ ଆନୁକୂଲ୍ୟରେ ୩୪ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ୧୧ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ... Read more
ଫୁପଗାଁ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 କୋକସରା,୧୭/୧- କଳାହାଣ୍ଡି ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ପଂଚାୟତରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେଉଛି। କୋକସରା ବ୍ଲକ ଫୁପଗାଁ ପଞ୍ଚାୟତରେ ସୋମବାର... Read more
ପବିତ୍ର ବୁକ୍ସ ଏଡୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 ଢେଙ୍କାନାଳ( ମ ସୀ ହା ) ୧୬/୦୧/୨୩_ରଥଗଡ଼ା ସ୍ଥିତ ଏଲଆଇସି ଅଫିସ ସମ୍ମୁଖରେ ଥିବା ବୁକ୍ସ ଆଣ୍ଡ ବୁକ୍ସ ଆବାସିକ ଶିକ୍ଷାନୁଷ୍ଠାନ ତରଫରୁ ଏକ... Read more
ରାଇରଙ୍ଗପୁର ଟାଟା ପାୱାର ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ଅଭିଯାନSunil Chandra NayakJanuary 17, 2023 by Sunil Chandra NayakJanuary 17, 20230 ମୟୂରଭଞ୍ଜ – ୧୭/୧/୨୩ (ମସିହା)ମୟୁରଭଞ୍ଜ୍ ଜିଲ୍ଲା ରାଇରଙ୍ଗପୁର ସହରସ୍ଥିତ ଟାଟା ପାୱାର ଇଲେକ୍ଟ୍ରି କମ୍ପାନୀ ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ... Read more