ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ

Category : ଆଞ୍ଚଳିକ

ଓଡ଼ିଶା ସରକାରଙ୍କ ମାଗଣା ଔଷଧ ଗଛମୂଳରେ, ସନ୍ଧ୍ୟାରେ ଫୋପାଡି ରାତିରେ ପୁଣି ଅନ୍ୟତ୍ର

Sunil Chandra Nayak
ନର୍ଲା (ମନୀସ) କରୋନା ପରଠାରୁ ଅର୍ଥାତ୍ ୨୦୨୨ରେ ନକଲି ମେଡିସିନ କାରବାର ବଢିଥିଲା ଏବେ ପୁଣି ଓଡ଼ିଶା ସରକାରଙ୍କ ଦ୍ଵାରା ଗର୍ଭବତୀ ମହିଳା, ପ୍ରସୂତି...

ମିଲର ଏଜେଣ୍ଟ ଓ ଏସଏଚଜି ଗ୍ରୁପ ର ମଧୁ ଚନ୍ଦ୍ରିକା ରେ ପେଶି ହଉଛନ୍ତି ଚାଷୀ !

Sunil Chandra Nayak
ଧର୍ମଗଡ ମଣ୍ଡି ରେ ପଡି ରହିଛି ହଜାର ହଜାର ବସ୍ତା ଧାନ  ଧର୍ମଗଡ:୩/୧/୨୩: ଧାନ ଚାଷ ଆରମ୍ଭ ଠାରୁ ଅମଳ ଓ ବିକ୍ରି ପର୍ଯ୍ୟନ୍ତ...

ନବବର୍ଷ ଉପଲକ୍ଷେ ରାଜ୍ୟସ୍ତରୀୟ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର

Sunil Chandra Nayak
ଭବାନୀପାଟଣା – ଗତ ତା ୧-୧-୨୦୨୩ରିଖ ରବିବାର ସଂନ୍ଧ୍ୟା ସାତ ଘଟିକା ସମୟରେ କଳାହାଣ୍ଡିର ଏକ ଅଗ୍ରଣୀ ସାହିତ୍ୟ ସଂସଦ “ମୋ ଲେଖା ମୋ...

ଯୁବ ସମାଜସେବୀ ଜଲେନ ବାର୍ଦା ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଭାବେ ମନୋନୀତ

Sunil Chandra Nayak
 ମୟୂରଭଞ୍ଜ – ୨/୧/୨୩ (ମସିହା)ମୟୂରଭଞ୍ଜ ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦିର୍ଘ ୩ ମାସ ହେଲା ଗଠନ ହୋଇ ସାରିଛି । ଏଥିରେ ଡ଼ାକ୍ତର...

ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ NPS ର ନବବର୍ଷ 2023 ଅଭିନନ୍ଦନ ଓ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak
ବୌଦ୍ଧ -02-01-( ହୃଦାନନ୍ଦ ମେହେର )- ନୂତନ ବର୍ଷ 2023 ର ଶୁଭ ଅବସରରେ ଜିଲ୍ଲା ସଦର ମହକୁମା ଓ ହରଭଙ୍ଗା ବ୍ଲକ ସଦର...

ଗରିବଙ୍କୁ ଲୁଟୁଛନ୍ତି ମାଇକ୍ରୋଫାଇନାନ୍ସ ଅଧିକାରୀ

Sunil Chandra Nayak
ଦୀନ ମଜୁରିଆ ମାନଙ୍କର ଅର୍ଥନୈତିକ ସମସ୍ୟାକୁ ଦୂର କରିବା ପାଇଁ ମାଇକ୍ରୋଫାଇନାନ୍ସ ମାଧ୍ୟମରେ ଗ୍ରାମୀଣ ମହିଳା ମାନଙ୍କ ମଧ୍ୟରେ ଗ୍ରୁପ ବନାଇ ମାସିକିଆ କିସ୍ତି...

ବାସନ୍ତୀ ପାଠାଗାରର ସାହିତ୍ୟ ଆସର ଓ ସହରରୁ ପଲ୍ଲୀ ପୁସ୍ତକ ଉନ୍ମୋଚନ

Sunil Chandra Nayak
ରାଉରକେଲା/ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଓ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଗଳ୍ପ ସଂକଳନ ‘ ସହରରୁ ପଲ୍ଲୀ ‘ ପୁସ୍ତକ ଉନ୍ମୋଚନ...

ପ୍ରଗତି ଉତ୍କଳ ସଂଘ ତରଫରୁ ‘ ମୋ ପ୍ରିୟ କବି ଓ କବିତା ‘ ଆସର ଅନୁଷ୍ଠିତ

Sunil Chandra Nayak
ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ନବବର୍ଷ ଉପଲକ୍ଷେ ‘ ମୋ ପ୍ରିୟ କବି ଓ କବିତା ‘ ଆସର...

ହୃଷିକେଶ ରାୟ ମହାବିଦ୍ୟାଳୟ ର ରାଷ୍ଟ୍ରୀୟ ସେବା ଯୋଜନା ଶିବିର ଆୟୋଜିତ

Sunil Chandra Nayak
ରାଉରକେଲା/ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଧାମରା ବସ୍ତି ଠାରେ ରାଷ୍ଟ୍ରୀୟ ସେବା ଯୋଜନା ସ୍ବତନ୍ତ୍ର...
error: Content is protected !!