ଷୋହଳ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତSunil Chandra NayakMay 26, 2023 by Sunil Chandra NayakMay 26, 20230 ନବରଙ୍ଗପୁର:(ମସିହା)କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ବର୍ଷରୁ କମ କ୍ରିକେଟ ଟୁର୍ମାମେଣ୍ଟ ନିମନ୍ତେ ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ ଷୋହଳ... Read more
ସର୍ଵ ଭାରତୀୟ କରାଟେ ଚମ୍ପିୟାନସିପ୍ ରେ ନବରଙ୍ଗପୁର ଜିଲ୍ଲାର ସଫଳତାSunil Chandra NayakMay 25, 2023 by Sunil Chandra NayakMay 25, 20230 ନବରଙ୍ଗପୁର–(ମସିହା)କେରଳ ର କନ୍ନୁର ସହର ର ମୁଣ୍ଡାୟଡ୍ ଇନ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ୩୪ ତମ ସର୍ବ ଭାରତୀୟ ଆମନ୍ତ୍ରଣୀୟ କରାଟେ ଓ କବୁଡୋ... Read more
ଡ଼ୁମାଡ଼ଙ୍ଗର ଠାରେ DPL କ୍ରିକେଟ ଟୁର୍ନାମେଣ୍ଟ Sunil Chandra NayakMay 24, 2023 by Sunil Chandra NayakMay 24, 20230 ବନ୍ଧୁଗାଁ ତା,୨୪/୫/୨୩, ଗାରିଡି ପଞ୍ଚାୟତର ଡ଼ୁମାଡ଼ଙ୍ଗର ଗାଁରେ ଗତ ୩ ତାରିଖରେ ଶୁଭାରମ୍ଭ ହୋଇଥିଲା I କ୍ରିକେଟ ଟୁର୍ନାମେଣ୍ଟରେ ଛଅଗୋଟି ଦଳକୁ ନେଇ ମାଲିକ... Read more
ଓଡିଶା ସିତୋରିଓ କରାଟେ ଆସୋସିଏସନର ରକି ଖାଡିଆଙ୍କ ଆନ୍ତର୍ଜାତିକ ପଦକ ଲାଭSunil Chandra NayakMay 23, 2023 by Sunil Chandra NayakMay 23, 20230 ରାଉରକେଲା/ ନେପାଳ ର କାଠମାଣ୍ଡୁ ଠାରେ ଆୟୋଜିତ ଇଣ୍ଡୋ ନେପାଳ ଆନ୍ତର୍ଜାତିକ କରାଟେ ଚମ୍ପିୟାନସିପ ୨୦୨୩ ରେ ରାଉରକେଲା ର ଓଡିଶା ସିତୋରିଓ କରାଟେ... Read more
ବିଶ୍ଵରେକର୍ଡର ନିକଟବର୍ତ୍ତୀ ସୁମିତ ସିଂ, ରାଉରକେଲା ପାଇଁ ଗର୍ବSunil Chandra NayakMay 23, 2023 by Sunil Chandra NayakMay 23, 20230 ରାଉରକେଲା/ ରାଉରକେଲାର ଗର୍ବ ଓ ଗୌରବ କ୍ରୀଡାବିତ୍ ସୁମିତ ସିଂ (୩୨) ଏବେ ବିଶ୍ଵରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି । ଯାହା ରାଉରକେଲା ପାଇଁ... Read more
ଭାରତୀୟ ଯୁବ ହଷ୍ଟେଲସ ର ମୁକ୍ତ ସନ୍ତରଣ ପ୍ରତିଯୋଗିତାSunil Chandra NayakMay 23, 2023 by Sunil Chandra NayakMay 23, 20230 ରାଉରକେଲା / ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଓ ରାଉରକେଲା କ୍ଲବ ର ମିଳିତ ଆନୁକୂଲ୍ୟରେ ମୁକ୍ତ ସନ୍ତରଣ ପ୍ରତିଯୋଗିତା ରାଉରକେଲା କ୍ଲବ... Read more
ଜିଲ୍ଲା କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତSunil Chandra NayakMay 21, 2023 by Sunil Chandra NayakMay 21, 20230 ନବରଙ୍ଗପୁର :(ମସିହା)ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ... Read more
ପିଣ୍ଡିରୀ ଗୁଡା ବିଜୟ ସହ ଟ୍ରଫି ହାତେଇ ଛନ୍ତିSunil Chandra NayakMay 18, 2023 by Sunil Chandra NayakMay 18, 20230 ବନ୍ଧୁଗାଁ ତା,୧୮/୫/୨୩, କୋରାପୁଟ ଜିଲ୍ଲା ଅନ୍ତର୍ଗତ ସେମିଳିଗୁଡା ବ୍ଲକର ରେଙ୍ଗା ପଞ୍ଚାୟତ ଠାରେ ଗତ କିଛିଦିନ ପୂର୍ବରୁ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶେଷ ମେଚ... Read more
୧୧ତମ ରାଜ୍ଯ ମୁଏଥାଇ ଚାମ୍ପିଅନସିପ ୨୦୨୩ – ଉଦଯାପିତSunil Chandra NayakMay 16, 2023 by Sunil Chandra NayakMay 16, 20230 ରାୟଗଡ଼/ ୧୫-୦୪-୨୦୨୩ //ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ; (ଯାହାକି ଓଡିଶା ଅଲମ୍ପିକ ଆସୋସିଏସନ ର ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା) ଆନୁକୂଲ୍ୟ ରେ ଏବଂ... Read more
ନରେନ୍ଦ୍ର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭSunil Chandra NayakMay 16, 2023 by Sunil Chandra NayakMay 16, 20230 ବନ୍ଧୁଗାଁ ତା,୧୫/୫/୨୩,କୋରାପୁଟ ଜିଲ୍ଲା ଅନ୍ତର୍ଗତ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପୁଟ୍ ସିଲ୍ ର ଗିରିଲି ମାଳି ପାହାଡ଼ ପଡିଆ ଠାରେ ଉପର କାଣ୍ଟୀ ନରେନ୍ଦ୍ର... Read more