ଆନନ୍ଦପୁର – ଓଡିଶା ଲୋକସେବା ଆୟୋଗ ରେ ପ୍ରଦୀପଙ୍କ କୃତିତ୍ବSunil Chandra NayakMay 21, 2022 by Sunil Chandra NayakMay 21, 20220 ଓଡିଶା ଲୋକ ସେବା ଆୟୋଗ ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଭୂଗୋଳ ରେ ସହକାରୀ ଅଧ୍ୟାପକ(ପ୍ରଥମ ଶ୍ରେଣୀ ,Class-1) ଫଳାଫଳ ପ୍ରକାଶ ପାଇଛି | ଏହି... Read more
ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଖଡ଼ିଆଳ ବିଧାୟକ ଙ୍କ ସାମ୍ବାଦିକ ସମ୍ମିଳନୀ Sunil Chandra NayakMay 21, 2022May 21, 2022 by Sunil Chandra NayakMay 21, 2022May 21, 20220 ନୂଆପଡା ଜିଲ୍ଲା ଖଡ଼ିଆଳ ଥାନାରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ବିଧାୟକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଓଡିଶା ସରକାର ୨୨ ବର୍ଷ... Read more
ନୂଆପଡା – ବିବାହ ବରାତ ରେ ଡ୍ରାଇଭର ଓ ତାର ଭାଇ କୁ ମରଣାନ୍ତକ ଆକ୍ରମଣSunil Chandra NayakMay 21, 2022 by Sunil Chandra NayakMay 21, 20220 ନୂଆପଡା ଜିଲ୍ଲା ଖଡିଆଳ ଏନଏସି ୯ ନମ୍ବର ୱାର୍ଡ ଧୋବାପଡା ର ଗତକାଲି ପଞ୍ଚା ପୋଡ ଙ୍କ ଘରେ ବିବାହ ର ଆୟୋଜନ ହୋଇଥିଲା,... Read more
ଆନନ୍ଦପୁର – ଜ୍ୟୋତ୍ସ୍ନା ରାଣୀ ମହାପାତ୍ର ଙ୍କ ଅକାଳ ବିୟୋଗ ରେ ଅଶୃଳ ଶ୍ରଦ୍ଧାଞ୍ଜଳୀSunil Chandra NayakMay 21, 2022 by Sunil Chandra NayakMay 21, 20220 ଆନନ୍ଦପୁର,-: ସାଇକଲୋନିର ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ଅଧିକାରୀ ଶ୍ରୀ ହରିଶ୍ଚନ୍ଦ୍ର ମହାପାତ୍ର ଙ୍କର ସହଧର୍ମିଣୀ ତଥା ବରିଷ୍ଠ ଆଇନଜୀବି ଶ୍ରୀ ମନୋଜ କୁମାର... Read more
ଆନନ୍ଦପୁର – ସମାଜସେବା ରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟଦୁର୍ଗା ଫାଉଣ୍ଡେସନ ଅଧ୍ୟକ୍ଷାରାଜଧାନୀ ଦିଲ୍ଲୀ ରେ ପୁରସ୍କୃତSunil Chandra NayakMay 21, 2022 by Sunil Chandra NayakMay 21, 20220 ଆନନ୍ଦପୁର -:ସର୍ବଭାରତୀୟ ଦୁର୍ନୀତି ନିବାରଣ ସଂସଦୀୟ କମିଟି, ନୂଆଦିଲ୍ଲୀ ଆନୁକୂଲ୍ୟରେ ସଂସଦ ସଦନ କ୍ଳବରେ ଆୟୋଜିତ ସମ୍ମାନ ପ୍ରଦାନ ଉତ୍ସବରେ ଜୟଦୁର୍ଗା ଫାଉଣ୍ଡେସନ... Read more
ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପଲ୍ଲୀ ସୀମନ୍ତିନିSunil Chandra NayakMay 21, 2022 by Sunil Chandra NayakMay 21, 20220 ନଳିନୀ ପ୍ରଭା ମିଶ୍ର , ଆସ୍କା , ଗଞ୍ଜାମ... Read more
ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବାଦଶ ଅଧ୍ଯାୟର ସାରକଥା-୧୨Sunil Chandra NayakMay 21, 2022 by Sunil Chandra NayakMay 21, 20220 ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବାଦଶ ଅଧ୍ଯାୟର ସାରକଥା-୧୨ ଭଗବାନ ଶ୍ରୀକୃଷ୍ଣ ଏକାଦଶ ଅଧ୍ଯାୟରେ ବ୍ଯକ୍ତ ଭଗବାନଙ୍କ ଉପାସନା କରିବାକୁ ଅର୍ଜୁନ ନିଜର... Read more
ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣSunil Chandra NayakMay 21, 2022 by Sunil Chandra NayakMay 21, 20220 ଜଣାଣ ମାନଗୋବିନ୍ଦ ସ୍ବାଇଁ ଚାଲି ଚାଲି ଥକି ପଡିତ ଗଲାଣି ଟୋପାଏ ତୋରାଣି ମିଳୁ କାହିଁ କେତେ କୋଷ... Read more
ବିଜୟ କୁମାର ଜେନା ଙ୍କ କବିତା ସକାଳର ଜଣାଣSunil Chandra NayakMay 21, 2022 by Sunil Chandra NayakMay 21, 20220 ସକାଳର ଜଣାଣ ବିଜୟ କୁମାର ଜେନା ମଣିଷ ଜୀବନ ସଂଘର୍ଷରେ ପୂର୍ଣ୍ଣ କେତେବେଳେ ଆସେ ଦୁଃଖ ଦୈବ ଦୁର୍ବିପାକ... Read more
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା।ଆଜିର ସୁବିଚାରSunil Chandra NayakMay 21, 2022 by Sunil Chandra NayakMay 21, 20220 ଆଜିର ସୁବିଚାର କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର କେବେ ଲୋଡା ପଡ଼ିବନି ହେ ଯିବାକୁ ପୂଜିବା ପାଇଁ ଠାକୁର ସୁଖ,... Read more