ଶବରପଡା ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଦାବୀSunil Chandra NayakApril 20, 2022 by Sunil Chandra NayakApril 20, 20220 ଜୁନାଗଡ଼ ୨୦/୦୪ (ମ ନି ସ) ଜୁନାଗଡ଼ ବ୍ଲକର ଦେଦର ଏକ ଆଦିବାସୀ ବହୁଳ ଅନଗ୍ରସର ପଞ୍ଚାୟତ ଅଟେ।ଏହି ପଞ୍ଚାୟତର ଗୋଳମୁଣ୍ଡା ଗ୍ରାମର ଶବର... Read more
ଖଡ଼ିଆଳ ସିଡିପିଓ କାର୍ଯ୍ୟାଳୟ କୁ ୨୨ ଦଫା ଦାବୀ ନେଇ ଘେରିଲେ ଆଶା ଓ ଅଙ୍ଗନୱାଡି କର୍ମୀSunil Chandra NayakApril 20, 2022 by Sunil Chandra NayakApril 20, 20220 ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଓଡିଶା ଅଙ୍ଗନୱାଡି ମହିଲା ୱାର୍କର ସଂଘ ପକ୍ଷରୁ ୨୨ ଦଫା ଦାବୀ ନେଇ ଜିଲ୍ଲାର ଖଡ଼ିଆଳ ସମନ୍ନିତ ଶିଶୁ... Read more
ଯୋଗିପଲାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତSunil Chandra NayakApril 20, 2022 by Sunil Chandra NayakApril 20, 20220 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଯୋଗିପଲା ଠାରେ ସରପଞ୍ଚ ଦିପ୍ତିରାଣୀ ସାହୁଙ୍କ ନେତୃତ୍ବରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ... Read more
ବାସନ୍ତୀ ଲତା ଜେନା ଙ୍କ କବିତା ସହଭାଗିତାSunil Chandra NayakApril 19, 2022 by Sunil Chandra NayakApril 19, 20220 ସହଭାଗିତା ବାସନ୍ତୀ ଲତା ଜେନା ଦୁଃଖ ସୁଖ ଭରା ଏ ସାରା ଜୀବନ ସାମାଜିକ ପ୍ରାଣୀ ନର ଘାତ ପ୍ରତିଘାତ ସହନ... Read more
ନିକିତା ସେନାପତି ଙ୍କ କବିତା ପ୍ରେମର ଅନ୍ତଃସ୍ଵରSunil Chandra NayakApril 19, 2022 by Sunil Chandra NayakApril 19, 20220 ପ୍ରେମର ଅନ୍ତଃସ୍ଵର ପ୍ରେମର ବଦଳେ ପ୍ରେମ ଖୋଜ ନାହିଁ କର ନାହିଁ ବନ୍ଧୁ ଆଶା, ଆଶା କରିଥିଲେ ବେଦନା ମିଳିବ ହୋଇବ ତୁମେ... Read more
କବିତା ସାହୁ ଙ୍କ କବିତା – କବିତାSunil Chandra NayakApril 19, 2022 by Sunil Chandra NayakApril 19, 20220 କବିତା କବିତା ସାହୁ ଜୟପୁର ... Read more
ସଫଳା ଦାସ ଙ୍କ କବିତା ହେ ସୂର୍ଯ୍ୟSunil Chandra NayakApril 19, 2022 by Sunil Chandra NayakApril 19, 20220 ହେ ସୂର୍ଯ୍ୟ ମୁଁ ତୁମର ପହିଲି କିରଣ କୁ ଯେତିକି ଭଲ ପାଏ ନିଦାଘର ଆଗ୍ନେୟଗିରି କୁ ଖୁବ ଆପଣେଇଥାଏ ଯେପରିକି... Read more
ନଳିନୀ ପ୍ରଭା ମିଶ୍ର ଙ୍କ ବିଜ୍ଞାନୀ ମାନବSunil Chandra NayakApril 19, 2022April 19, 2022 by Sunil Chandra NayakApril 19, 2022April 19, 20220 ବିଜ୍ଞାନୀ ମାନବ ନଳିନୀ ପ୍ରଭା ମିଶ୍ର ବିଶେଷ ଜ୍ଞାନର ଅଧିକାରୀ ଆଜି ହୋଇଅଛି ଏ ମଣିଷ ବିଜ୍ଞାନ ବଳରେ ସମଗ୍ର... Read more
ସସ୍ମିତା ପଣ୍ଡା ଙ୍କ ସ୍ତୁତି ଭକ୍ତି ନୈବେଦ୍ୟSunil Chandra NayakApril 19, 2022 by Sunil Chandra NayakApril 19, 20220 ଭକ୍ତି ନୈବେଦ୍ୟ ତୁମେ ଶ୍ରୀରାଧାଙ୍କ ଶ୍ରୀପଦ ପଲ୍ଲବେ ଦେହୀ ମୁଦାରମ୍ ପ୍ରୀତି । ଶ୍ରୀଗୀତ ଗୋବିନ୍ଦ ଲେଖନୀ ଆଧାରେ ଶ୍ରୀହସ୍ତର ସ୍ବୀକାରୋକ୍ତି ।। ... Read more
ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଯାହାକୁ ଯେଉଁ ଥାନSunil Chandra NayakApril 19, 2022 by Sunil Chandra NayakApril 19, 20220 ଯାହାକୁ ଯେଉଁ ଥାନ ଜ୍ୟୋତ୍ସ୍ନା ରାଣୀ ଦେବୀ କୋଇଲି ଡେଇଁ ଡାଳରୁ ଡାଳ ... Read more