ଖଡ଼ିଆଳ ରେ ଆଜି ୩୮ ଜଣ ନୂତନ କୋଭିଡ ପୋଜିଟିଭ ଚିହ୍ନଟmasihaJanuary 15, 2022 by masihaJanuary 15, 20220 ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଆଜି ୩୮ ଜଣ ନୂତନ କୋଭିଡ ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଖଡ଼ିଆଳ ଏନଏସି ରେ ୨୦ ଜଣ ଚିହ୍ନଟ... Read more
ଦଳପୋଷ ଠାରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତmasihaJanuary 12, 2022 by masihaJanuary 12, 20220 ରାଉରକେଲା/ ସେଲ୍ ଆରଏସପି ପକ୍ଷରୁ ମଡେଲ୍ ଗ୍ରାମର ମାନ୍ୟତା ପାଇଥିବା ଦଳପୋଷ ଠାରେ ଦୀପିକା ମହିଳା ସଂହତି ଦ୍ବାରା ଏକ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା... Read more
ଗୋଲାମୁଣ୍ଡା ବ୍ଲକ ତରଫରୁ ତୃତୀୟ ଲହର କରୋନା ସଚେତନତା ଅଭିଯାନ masihaJanuary 11, 2022 by masihaJanuary 11, 20220 ଟେମରୀ – କଳାହାଣ୍ଡି ରେ ତୃତୀୟ ଲହର କରୋନା ଓମିକ୍ରନ ଦିନକୁଦିନ ଦୃତଗତିରେ ବୃଦ୍ଧି ପାଉଥିବା ହେତୁ ଗୋଲାମୁଣ୍ଡା ବ୍ଲକ ପଞ୍ଚାୟତସମିତି ତରଫରୁ ପ୍ରତ୍ୟେକ... Read more
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନାmasihaJanuary 11, 2022 by masihaJanuary 11, 20220 ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ପାର ଭୁବନେଶ୍ୱର:- ସମଗ୍ର ଓଡ଼ିଶାର ୩୦ ଟି ଯାକ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଚାଲିଥିବା... Read more
କରୋନା ରୋକିବା ପାଇଁ ପଦକ୍ଷେପmasihaJanuary 10, 2022 by masihaJanuary 10, 20220 ରାୟଗଡା,- ରାୟଗଡା ଜିଲ୍ଲାରେ ବହୁତ୍ ତିଵ୍ ଗତିରେ ବଢୁଛି କରୋନା। ଜିଲ୍ଲାର ଅଧିକାଂଶ ବ୍ଲକକୁ କରୋନା ଛୁଇଁ ସାରିଲାଣି। ଦୁଇ-ତିନି ଦିନ ଧରି ରାୟଗଡା... Read more
ଆରମ୍ଭ ହେଲା ଜିଲ୍ଲାରେ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରmasihaJanuary 10, 2022 by masihaJanuary 10, 20220 ନବରଙ୍ଗପୁର – ବିଗତ ଦୁଇ ବର୍ଷ ଧରି ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । ପ୍ରଥମ ଲହର ଠାରୁ ଦ୍ଵିତୀୟ... Read more
ଫୁଲବାଣୀ ରେ ଓମିକ୍ରନ ସଚେତନତା କାର୍ଯ୍ୟକ୍ରମmasihaJanuary 10, 2022 by masihaJanuary 10, 20220 ଫୁଲବାଣୀ – ବର୍ତ୍ତମାନ ଓମିକ୍ରନ ନାମକ ଭାଇରସ ସାରା ରାଜ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି । ଏହି ଓମିକ୍ରନ କନ୍ଧମାଳ... Read more
ଆଞ୍ଚଳିକ ବୈଦ୍ୟସଙ୍ଘର ମାସିକ ବୈଠକmasihaJanuary 9, 2022January 9, 2022 by masihaJanuary 9, 2022January 9, 20220 ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ଜିଲ୍ଲାଗୋଳାମୁଣ୍ଡା ବ୍ଲକର ଗଦଳା ଚୁରାପାହାଡ଼ଧବଳେଶ୍ବର ଶିବ ମନ୍ଦିର ନିକଟରେ ଥିବା ଆଞ୍ଚଳିକ ପାରମ୍ପରିକ ବୈଦସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା, ଏହି... Read more
ଗୋଳାମୁଣ୍ଡା ଵିଇଓ କାର୍ଯ୍ୟାଳୟ ପକ୍ଷରୁ ଭିନ୍ନକ୍ଷମ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାmasihaJanuary 7, 2022 by masihaJanuary 7, 20220 ଗୋଳାମୁଣ୍ଡା/ମସିହା/, ମାନବ ସେବା ମାଧବ ସେବା ବୋଲି ପ୍ରବାଦ ପୁରୁଷ ମାନେ କହି ଥିବା ବେଳେ ପ୍ରକୁତରେ ଆଜି ସେହିମାନବ ସେବା ଦେଖିବାକୁ ମିଳିଥିଲା... Read more
ଜିଲ୍ଲା ସ୍ତରୀୟ ବୈଦ୍ୟ ସଂଯୋଜନା କମିଟିର ବନୈ।ଷଧି ଅନ୍ୱେଷଣmasihaJanuary 6, 2022 by masihaJanuary 6, 20220 ନର୍ଲା (ନିପ୍ର) ଜିଲ୍ଲା ସ୍ତରୀୟ ବୈଦ୍ୟ ସଂଯୋଜନା କମିଟି କଳାହାଣ୍ଡି ତରଫରୁ ବଜ୍ରଗଡ ଜଙ୍ଗଲରେ ବନୈ।ଷଧି ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ... Read more