ମଣିପୁର ହିଂସା ଓ ମହିଳା ମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର , ବରଖାସ୍ତ ଦାବିରେ ସି ଆଇ ଟି ୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ
ରାଉରକେଲା/ ଦୀର୍ଘ ୮୫ ଦିନ ଧରି ମଣିପୁର ରାଜ୍ୟ ଜଳୁଛି। ସରକାରୀ ହିସାବରେ ୧୫୦ ରୁ ଅଧିକ ଲୋକ ହତ୍ୟା ର ଶିକାର ହୋଇଛନ୍ତି।...
